Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |

01-Oct-2026

ଖଲ୍ଲିକୋଟ ରେ ବିଶ୍ୱ ବରିଷ୍ଟ ନାଗରିକ   ଦିବସ 
ବରିଷ୍ଟ ମାନେ ସାମାଜିକ ପ୍ରେରଣା ର ବତୀଘର |

ଓଡିଶା ଜବମତ, ଖଲ୍ଲିକୋଟ,ତା --1/10, 

ମାଧବ ବେହେରା ;;-----

ବରିଷ୍ଟ ନାଗରିକ ମାନେ ସମାଜ ରେ ପ୍ରେରଣା ର ବତୀଘର ଭାବେ କାର୍ଯ୍ୟ କରୁଛନ୍ତି ବୋଲି ବିଭନ୍ନ ବକ୍ତା ମାନେ ମତ ପୋଷଣ କରିଛନ୍ତି | ଗୁରୁବାର ଦିନ ବିଶ୍ୱ ବରିଷ୍ଟ ନାଗରିକ ଦିବସ ଉପଲକ୍ଷେ ଖଲ୍ଲିକୋଟବରିଷ୍ଟ ନାଗରିକ ମଞ୍ଚ ପକ୍ଷ ରୁ ମଞ୍ଚ ର ନିଜସ୍ୱ କାର୍ଯ୍ୟାଳୟ ପରିସର ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା |ମଞ୍ଚ ର ସଭାପତି ଡାକ୍ତର ହର ପ୍ରସାଦ ମହାପାତ୍ର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ସଭା ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ତାଂକ ବକ୍ତବ୍ୟ ରେ ସମାଜ କୁ ଦିଗ ଦର୍ଶନ ଦେଉଥିବା ବରିଷ୍ଟ ନାଗରିକ ମାନେ ପ୍ରେରଣା ର ବତୀଘର ତେଣୁ ସେମାନଙ୍କ ଦୀର୍ଘ ଅଭିଜ୍ଞତା ସବୁବେଳେ ଅନୁକରଣୀୟ ବୋଲି ପ୍ରକାଶ କରିଥିଲେ |ଖଲ୍ଲିକୋଟ ଏନ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଖାଡ଼ଙ୍ଗା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବର୍ତମାନ ସମୟରେ ସନ୍ତାନ ମାନେ ଶ୍ରବଣ କୁମାର ଭଳି ତ୍ୟାଗପୁତ ସେବା କରିବା ଉଚିତ | ଏ ଅବସର ରେ ବରିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ଅଭିରାମ ମହାପାତ୍ର,ପ୍ରଫୁଲ ଚନ୍ଦ୍ର ପଟନାୟକ, ଶ୍ରୀନିବାସ ପ୍ରଧାବ, ସୁବାସ ଚନ୍ଦ୍ର ଆଚାର୍ଯ୍ୟ, ଲକ୍ଷ୍ମୀ ସେନାପତି ପ୍ରମୁଖ ଆସିତିପ ବୟସ ର ବରିଷ୍ଟ ନାଗରିକ ମାନଙ୍କୁ ଉପଢୌକନ ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟ ନିର୍ବାହୀ ସଭାପତି ବିପିନ ବିହାରୀ ସାମନ୍ତ ସମ୍ପାଦଜ ପ୍ରମୋଦ ଚନ୍ଦ୍ର ପଟନାୟକ ପୂର୍ଣ୍ଣ ଚନ୍ଦ୍ର ରଥ, ଚନ୍ଦ୍ର ଶେଖର ପଟନାୟକ ପ୍ରମୁଖ ଭାଷଣ ଦେଇ ବରିଷ୍ଟ ନାଗରିକ ଙ୍କ ସମାଜ ପ୍ରତି ଭୂମିକା ଓ କର୍ତ୍ତବ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ | ସଭା ପ୍ରାରମ୍ଭ ରୁ ବରିଷ୍ଟ ନାଗରିଜ ମାନେ ଏକ ଶୋଭାଯାତ୍ରା ରେ ଜଗନ୍ନାଥ ମନ୍ଦିର ରୁ ବାହାରି ସହର ପରିକ୍ରମା କରିଥିଲେ | 

News Comment

You Might Also Like

BACK TO TOP