Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ପଥର ଚୋରା ଚାଲାଣ ବେଳେ ତିନି ଟିପର କୁ ଜବତ କଲେ ବାଲେଶ୍ୱର ଜିଲ୍ଲାପାଳ ||

17-Dec-2025

ପଥର ଚୋରାଚାଲଣ ବେଳେ ୩ଟିପ୍ପର ଜବତ, ଆକ୍ସନ ମୋଡ଼ରେବାଲେଶ୍ୱର ଜିଲ୍ଲା ପାଳ,

      ଓଡିଶା ଜନ ମତ ବ୍ୟୁରୋ,

ବେଆଇନଭାବେ ଆଜିକାଲି ବାଲି, ମୋରମ, ପଥର  ଚୋରା ଚାଲାଣ ହେଉଥିବା ହେଉଛି ନିତିଦିନୀୟ ଘଟଣା | ତେବେ ଏପରି କିଛି ଅଫିସର ଓ ଜିଲ୍ଲା ପାଳ ଙ୍କ ଯୋଗୁଁ ମାଫିଆ ମାନଙ୍କ ମନରେ କମ୍ପନ ସୃଷ୍ଟି ହୋଇଛି | ସେପରି ଏକ ଘଟଣା ଘଟିଛି ବାଲେଶ୍ୱର ସୋର ଅଞ୍ଚଳରେ | ପଥର ଚୋରାଚାଲାଣକୁ ରୋକ୍ ଦେବାକୁ ଅଣ୍ଟା ଭିଡିଛନ୍ତି ଖୋଦ୍ ଜିଲ୍ଲାପାଳ । ସୂଚନାରୁ ଜଣାଯାଇଛି, ରବିବାର ବିଳମ୍ବିତ ରାତିରେ ସୋର ଓ ନୀଳଗିରି ଅଂଚଳରୁ ବେଆଇନ ଭାବରେ ପଥରଉତ୍ତୋଳନ କରାଯାଇ ଚୋରାଚାଲଣ କରାଯାଉଥିଲା ।ବିଶେଷ ସୂତ୍ରରୁ ଖବରପାଇ ବାଲେଶ୍ବର ଜିଲ୍ଲାପାଳ  ସୂର୍ଯ୍ୟବଂଶୀ ମୟୁରବିକାଶ ନୀଳଗିରି ଥାନା ଅଧୀନ କଦମ୍ବସାହି ଛକ ନିକଟରୁ ୩ଟି ଟିପ୍ପରକୁ ଜବତ କରିଥିଲେ ।ତିନୋଟି ଟିପ୍ସର ଯାହାର ନମ୍ବର(ଓଡି-୦୧ଏନ୪୯୧୧),(ଓଡି-୦୧ ଏକ୍ସ୪ ୦୩୨ )  ଓ  (ଓଆର - ୦ ୧ ପି୪୫୬୧) ଜବତ କରାଯାଇ ନୀଳଗିରି ଥାନାର ଜିମା ଦିଆଯାଇଛି । ଏହିପରି ଯଦି ସବୁ ଜିଲ୍ଲା ର ଜିଲ୍ଲା ପାଳ, ଉପଜିଲ୍ଲାପାଳ, ଓ ତହସିଲଦାର ଓ ପୋଲିସ ଯଦି ବେ ଆଇନ ଚୋରା ଚାଲାଣ କୁ ରୋକି ପାରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତି ତେବେ ବହୁ ମାତ୍ରାରେ ଏହି ଚୋରା ଚାଲାଣ ଉପରେ ରୋକ ଲାଗିବ ଓ ମାଫିଆ ଙ୍କ ମନୋବଳ ଧୂଳିସାତ ହୋଇଯିବ |

News Comment

You Might Also Like

BACK TO TOP