Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଡକାୟତି ଉଦ୍ୟମ ବେଳେ ସୋର ପୋଲିସ ହାତରେ ଧରା ପଡିଲେ ପାଞ୍ଚ ଡକାୟତ |

17-Dec-2025

ଡକାୟତି କରିବା ପୂର୍ବରୁ ଡକାୟତ ଙ୍କୁ ଧରିଲା ସୋର ପୋଲିସ,

       ଓଡିଶା ଜନ ମତ  ବ୍ୟୁରୋ,

ଡକାୟତ ମାନେ ବେଳେ ବେଳେ ବେଙ୍କ, ଦୋକାନ ଓହାଟ ଓ ଘରକୁ କଳାକନା ବୁଲାଇ ଦିଅନ୍ତି | ଯାହାଫଳରେ ବହୁ ଅସୁବିଧା  ହୋଇଥାଏ ବ୍ୟବସାୟୀ, ସାଧରଣ ଲୋକଙ୍କ ଏବଂ ବେଙ୍କ ର ତେବେ ସେମାନଙ୍କ ଡକାୟତ ପୂର୍ବରୁ ପୋଲିସ ସେମାନଙ୍କୁ କାବୁ କରିଛି | ସେପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି,ସୋର ପୋଲିସକୁ ମିଳିଛି ବଡ଼ ସଫଳତା ଡକାୟତି ପୂର୍ବରୁ ଡକାୟତଙ୍କୁ ମାରଣାସ୍ତ୍ର ସହ ଜବତ କରିଛି ପୋଲିସ |ଏକ ବଡ ଧରଣ ରଣର ଡକାୟତି ପାଇଁ ଯୋଜନା ଚାଲିଥିବା  ବେଳେ ସୋର ପୁଲିସ ଚଢାଉ କରି ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରିବା ସହିତ  ୫ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉକ୍ତ ଡକାୟତମାନେ ହେଲେ ପଥରପେଣ୍ଠ ଗ୍ରାମର ଶରତ ମହାଳିକ (୨୫),  ଖଇରା ଥାନା ଗଣ୍ଡୁଆ ଗ୍ରାମର ଲକ୍ଷ୍ମୀକାନ୍ତ ପଣ୍ଡା ।  ( ୨୨), ଖନ୍ତାପଡ଼ା ଥାନା  ପାଟଣା ଗ୍ରାମର ଯଶୋବନ୍ତ ମଳିକ (୧୯), ସୋର ଥାନା ତେଟେଇ ଗ୍ରାମର ମାନସ ମଳିକ (୧୯) ଓ  ରାକେଶ ମଳିକ (୨୪)  । ମିଳିଥିବା ସୁଚନା ଅନୁସାରେ ଗତକାଲି ରାତିରେ ସୋର ଥାନା ଦହିସଡା ହାଟରେ ଏକ ବଡ ଧରଣର ଡକାୟତି ପାଇଁ ଡକାୟତ ମାନେ ଯୋଜନା କରୁଥିବା ବେଳେ  କୌଣସି ସୁତ୍ରରୁ ଖବର ପାଇ ସେ ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ରଙ୍କ ନିର୍ଦେଶରେ ଏକ ଟିମ ଉକ୍ତ ହାଟରେ ଚଢାଉ କରି ୫ଜଣ ଡକାୟତଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚୁରା କରିଥିଲେ । ସେମାନଙ୍କ ନିକଟରୁ ପୁଲିସ ଓଡି ୦ ୧ ଏକେ ୯୦୪୪ ନମ୍ବର ବିଶିଷ୍ଟ ଏକ ହିରୋ ଏକ୍ସଟ୍ରିମ, ନମ୍ବର ବିହିନ ଏକ ପଲସର ବାଇକ, ଧାରୁଆ ଖଣ୍ଡା, ତେଲେଙ୍ଗା କଟୁରୀ, ଲୁହାରଡ଼, ଏକ ହାତ ତିଆରି ବୋମା, ୫ଟି ମାସ୍କ ଏବଂ ଏକ ଦଉଡି ଜବତ କରିଛି । ଏ ବାବଦରେ ପୁଲିସ ୧୦୫୧/୨୫ ରେ ଏକ ମାମଲା ରୁଜୁ କରି ଆଜି ଅପରାହ୍ନରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିବା ସହିତ ଅଧ‌ିକ ତଦନ୍ତ ଆରମ୍ଭ କରିଛି । ଏହି ଡକାୟତ ମାନଙ୍କ ନାମରେ ସୋର ଥାନାରେ ୮ଟି, ସିମୁଳିଆରେ ୨ଟି, ଖଇରା ଥାନାରେ ଓ ଖନ୍ତାପଡା  ଥାନା ରେ ଗୋଟିଏ କରି ଡକାୟତି, ଛିନତାଇ ଭଳି ଅପରାଧକ ମାମଲା ଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି । ତେବେ ଯାହାହେଉ ପୋଲିସ ର ଚଢାଉ ଯୋଗୁଁ ଡକାୟତ ଙ୍କ ଡକାୟତି ଯୋଜନା ପଣ୍ଡା ହୋଇଗଲା | ସେଥିପାଇଁ ପୋଲିସ କୁ ସମସ୍ତେ ପ୍ରଶଂସା କରିଛନ୍ତି |

News Comment

You Might Also Like

BACK TO TOP