Breaking News

ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||     

ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |

14-Apr-2026

ନିଷ୍ଠା ଓ ପରାକାଷ୍ଠା ଦେଖାଇ::22 ହାତ ନିଆଁ ଗାତ ରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଓ ମାନସିକ ଧାରୀ

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ

ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ଉଇଲ କିଶନ ନଗର (ସାହେବ ନୂଆଗାଁ ) ମା ଅଁଳାଇ ଦେବୀ ମନ୍ଦିର ଠାରେ ସବୁବର୍ଷ ପରି ଚଳିତ ବର୍ଷ ଝାମୁଯାତ୍ରା ଓ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଆଜି ବିଷୁବ ସଂକ୍ରାନ୍ତି ରେ ରୀତିନୀତି ପାରମ୍ପରିକ ଅନୁସାରେ ପୁରୋହିତ ବିଶ୍ୱନାଥ ନନ୍ଦ ମା ଙ୍କ ନିକଟରେ ହୋମ ଯଜ୍ଞ ପୂଜାପାଠ ପରେ ଅଁଳାଇ ମନ୍ଦିର ଠାରେ ଥିବା 22 ହାତ ନିଆଁ ଗାଡ ରେ ମା ଅଁଳାଇ  କାଳସୀ ଦେହରେ ବିରାଜମାନ କରି ନିଆଁ ରେ ଚାଲିବା ସହିତ ନିଷ୍ଠା ଓ ପରାକାଷ୍ଠା ଦେଖାଇ ମାନସିକ ଧାରୀ ମଧ୍ୟ ନିଆଁ ରେ ଚାଲିଥିଲେ ll ଦୀର୍ଘ ଏକ ସପ୍ତାହ ଧରି 50 ରୁ ଉର୍ଦ୍ଧ ମାନସିକ ଧାରୀ ଉପବାସ କରିଥିଲା ବେଳେ ଆଜି ଅପରାହ୍ନ ସମୟରେ ମା ଅଁଳାଇ ଙ୍କ ଆଜ୍ଞା ମାଳ ପାଇବା ପରେ ସମସ୍ତେ ବ୍ରତ ଧାରୀ ଗ୍ରାମ ପୋଖରି ରେ ଗାଧୋଇ ସାରିବା ପରେ ଘଣ୍ଟ ଘଣ୍ଟା, ଢୋଲ ମହୁରୀ, ହରିବୋଲ ହୁଳହୁଳି ପରିସର ରେ ବ୍ରତ ଧାରୀ ଗ୍ରାମ୍ୟ ପରିକ୍ରମା କରିଥିଲେ l.ପରେ ଅଁଳାଇ ମନ୍ଦିର ସମ୍ମୁଖରେ ଠାରେ ହୋଇ ଥିବା 22 ହାତ ନିଆଁ ଗାଡ଼ ରେ ଅଁଳାଇ ଙ୍କ ପାଟ ଭକ୍ତ ଓ କାଳସୀ ସହିତ ସମସ୍ତ ବ୍ରତ ଧାରୀ ନିଆଁରେ ଚାଲି ନିଜ ଭକ୍ତି, ନିଷ୍ଠା ଓ ପରାକାଷ୍ଠା ଦେଖାଇଥିଲେ l ନିଆଁ ରେ ଚାଲୁଥିବା ବେଳେ ଏକ ଆଧ୍ୟାତ୍ମିକ, ଭକ୍ତି ଭାବ ପରିବେଶ ସୃଷ୍ଟି ହୋଇଥିଲା l ଗ୍ରାମ ପୁରୋହିତ ବିଶ୍ୱନାଥ ନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଗ୍ରାମ୍ୟ କମିଟି ସମ୍ପାଦକ ସନାତନ ବିଶ୍ୱାଳ, ହିମାଂଶୁ ବରାଳ,ପ୍ରଦୀପ୍ତ ସାହାଣୀ,ଓ ଗ୍ରାମ ର ସମସ୍ତ ଜ୍ୟେଷ୍ଠ, କନିଷ୍ଠ, ଅନ୍ୟମାନେ ସହଯୋଗ କରିଥିଲେ l ଆଖପାଖ ଅଞ୍ଚଳ ରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା l ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧିକାରୀ ଉମେଶ କୁମାର ସାହୁଙ୍କ ନିର୍ଦେଶ ରେ ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l

News Comment

You Might Also Like

BACK TO TOP