Breaking News

32 ବର୍ଷ ତଳର ସେହି ହିନ୍ଦୀ ଗୀତ ସେତେବେଳେ ଲେଖିବା ସମୟରେ କାନ୍ଦି ପକେଇଥିଲେ ଲେଖକ |   (14-Aug-2026)       ||      କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||      ପୋଲସରା ସରକାରୀ କଲେଜ ଏନ ସି ସି ଛାତ୍ରୀ ମାନଙ୍କ ଦ୍ୱାରା "ହର ଘର ତ୍ରିରଙ୍ଗା " ରାଲୀ |    (14-Aug-2026)       ||      ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |   (14-Aug-2026)       ||      "ଘରେ ଘରେ ତ୍ରିରଙ୍ଗା " ଅଭିଯାନ ରେ ଡ଼ି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |   (14-Aug-2026)       ||      ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||      ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||      ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||     

ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |

14-Apr-2026

ପୁରୁଷୋତ୍ତମପୁର ସହର ଓ ଆଖପାଖ ଅଞ୍ଚଳ ରେ ସରିଲା ଦଣ୍ଡ ଯାତ୍ରା ସଂକ୍ରାନ୍ତି ମେରୁଏବଂ  ହନୁମାନ ଜୟନ୍ତୀ ,

ଓଡିଶା ଜନ ମତ ବ୍ୟୁରୋ ,

ପୁରୁଷୋତ୍ତମପୁର ସହର ରେ ଆରମ୍ଭ ହୋଇଥିବା ଚାରି ପୁଞ୍ଜା  ଦଣ୍ଡ  ଯାତ୍ରା, ଏବଂ ବ୍ଳକର ଆଖ ପାଖ ପଞ୍ଚାୟତ ରେ ଅନୁଷ୍ଠିତ ମେରୁ ଯାତ୍ରା ଓ ମହାବୀର ଜୟନ୍ତୀ ଶେଷ ହୋଇଛି |   ଏହି ଦଣ୍ଡ ଯାତ୍ରା ରେ କଳା ରୁଦ୍ର ମଣିକି ଭଜ ହେ,ଦଣ୍ଡ କାଳୀ କି ଭଜ ହେ ଧ୍ଵନି ଆଉ ବର୍ଷେ ପର୍ଯ୍ୟନ୍ତ ଶୁଭିବନି |   ତେବେ ପୁରୁଷୋତ୍ତମ

ପୁର ସହର ରେ ଧୋବା ପୁଞ୍ଜା, ତେଲି ପୁଞ୍ଜା ଓ ଗୌଡ଼ ପୁଞ୍ଜା ସହିତ ଆଛୁଲୀ ପଞ୍ଚାୟତ ପୋଖରୀ ରେ ମେରୁଯାତ୍ରା କରୁଥିବା ମାଆ ବିପତି ହାରିଣୀ ଦଣ୍ଡ ପୁଞ୍ଜା, ସହିତ ବ୍ଳକର କିଛି ପଞ୍ଚାୟତ ରେ ଲକ୍ଷ୍, ଲକ୍ଷ ଭକ୍ତଙ୍କ ଉପସ୍ଥିତି ରେ ବହୁ ଆବେଗ ଓ ଆଧ୍ୟାତ୍ମିକ ପରିବେଶ ରେ ଶେଷ ହୋଇଛି ଏହି  ସଂକ୍ରାନ୍ତି ମେରୁ ଓ ହନୁମାନ ଜୟନ୍ତୀ |  ଦଣ୍ଡ ଦଳ ଆଜି ରାତ୍ର ପରେ ସମସ୍ତ ଭୁକ୍ତା ସେମାନଙ୍କ ନିଜ ନିଜ ଘରକୁ ପ୍ରତ୍ୟା ବର୍ତନ କରିବେ   ଆସନ୍ତା କାଲି ଜାତି ହୋଈ ଭୋଜି ଖାଇ | ଆଜି ଗୋପାଳ ବନ୍ଧ କାଳୀ ମନ୍ଦିରଛକ,ଏବ  ବ୍ଳକପଛପଟ

ଛକଓଆଛୁଲିଠାରେନୀତିନିୟମ,ପୂଜାର୍ଚନା ପରେ ଢୋଲ,ତାଳ ବଜେଇ  ଦଣ୍ଡୁଆ ମାନେ ପ୍ରଥମେ ନଗର ପରିଭ୍ରମଣକରିସାହି,ସାହି ବୁଲି କୁମ୍ଭ ଢାଳିସମସ୍ତଙ୍କଦୁଆରେ ବଢ଼ା ଯାଇଥିବା ଭୋଗ କୁ  ପୂଜା କରିଥିଲେ |  ସେମାନେ ବିଭିନ୍ନ ମନ୍ଦିର ଆଗରେ ଧୂଳି ଦଣ୍ଡ, ପାଣି ଦଣ୍ଡ କରି ଥିଲେ |  ଏହିସମୟରେ ମାନସିକ ଧାରୀ ମହିଳା ମାନେ ସେହି ପୋଖରୀ ତୋଠରେ ଅଧିଆ ପଡ଼ିଥିଲେ | ଲୋକକଥା ଅନୁସାରେ ବିଶ୍ୱାସ ଅଛିଯେ ଏହି ଭୁକ୍ତା ମାନେ ଶିବ, କାଳୀ ଙ୍କ ଆରଧନାକରି ଯେଉଁ 21 ଦିନ ପର୍ଯ୍ୟନ୍ତ କଠିନ ପରିଶ୍ରମ ସହିତ ପ୍ରଚଣ୍ଡ ରୌଦ୍ର ତାପ ରେ ଏହି ଦୁଇଠାକୁରଙ୍କ ସେବା କରୁଥାନ୍ତି ସେହି ଶିବ କାଳୀ ସମସ୍ତ  ଭୁକ୍ତା ଓ ଭକ୍ତ ଙ୍କ ସହିତ ମାନସିକ ଧାରୀଙ୍କ ମନୋ କାମନା ପୂର୍ଣ୍ଣ କରିଥାନ୍ତି | ଦିନ ଗୋଟାଏ ପରେ ସବୁସ୍ଥାନ ରେ ପୂଜାର୍ଚନା, ହୋମ କାର୍ଯ୍ୟ ଚାଲୁଥିବା ସମୟରେ ମେରୁ ଖୁଣ୍ଟ ରେ ପାଟ ଭୁକ୍ତା ଝୁଲି ବା ପରେ ବନ୍ଧ ତୋଠଓ ପୂଜା ମଣ୍ଡପ ପାଖରେ ଗୁହାରିଆ ପଡ଼ିଥିବା ମାନସିକ ଧାରୀ ମାନେ ଓ ଉପବାସ କରିଥିବା ମହିଳା ମାନେ  ସେହି ମେରୁ ଖୁଣ୍ଟ ଠାରେ ଭୋଗ ରାଗ କରିଠାକୁରଙ୍କୁ ପ୍ରଣିପାତ ନିଜ ଘରକୁ ଫେରନ୍ତି | ଆଜି ମହାବିଷୁବ ସଂକ୍ରାନ୍ତି ସହିତ ମହାବୀର ଜୟନ୍ତୀ ଯୋଗୁଁ  ରଥ ସାହିଓ ଗାଁମାନଙ୍କ ରେ  ଏବଂ ହନୁମାନ ମନ୍ଦିର ରେ ପୂଜାର୍ଚନା କରାଯାଇ ପଣା ବଣ୍ଟନ କରାଯାଇ ଥିଲା |  ସେହିପରି ପୁରୁଷୋତ୍ତମପୁର ସହର ରେ ମଧ୍ୟ ଉପସ୍ଥିତ ଭକ୍ତ ଙ୍କ ନିମନ୍ତେ ବ୍ୟବସାୟୀ ପ୍ରତିଷ୍ଠାନ ସହ ସ୍ବେଛାସେବୀ, ମାନେ କିଛି ବ୍ୟକ୍ତି ବିଶେଷ ମାନେ ମହା ବିଷୁବ ସଂକ୍ରାନ୍ତିନିମନ୍ତେ  ପଣା ପାଣି ସହ ଥଣ୍ଡା ପାନୀୟ, ଦହିବରା, ବେଲ ପଣା  ଦହି ପଣା, ବଣ୍ଟା କରିଥିଲେ  | ପୁରୁଷୋତ୍ତମପୁର ସୌଣ୍ଢୀକ ସମାଜ ତରଫରୁ ନବାତ ପଣା, ଏ ବି ଏସ ହଣ୍ଡାମାଲିକ ସୋରୁମ ର ଅକ୍ଷୟ ମହାପାତ୍ର,ବିଜୟ

ମହାପାତ୍ର,ସଞ୍ଜୟ ମହାପାତ୍ର, ଓଷ୍ଟାଫ ଙ୍କ ତରଫରୁ କୋଲଡ଼ ଡ୍ରିଂକସ ବୋତଲ ଆସିଥିବା ଶ୍ରଦ୍ଧାଳୁଓ ଭକ୍ତ ଙ୍କ ନିମନ୍ତେ ଏହି ପ୍ରଚଣ୍ଡ ରୌଦ୍ର ତାପ ପାଇଁ ବଣ୍ଟନ କରିଥିଲେ |  ବସଷ୍ଟାଣ୍ଡ ନିକଟ କାଳୀ ମନ୍ଦିର ଗୌଡ଼ ପୁଞ୍ଜା ତରଫରୁ ଏହାର ଆୟୋଜକ ରବୀମହାରଣା, ଈଶ୍ୱର ଚନ୍ଦ୍ର ଗୌଡ଼ ଓ ଅନ୍ୟ କର୍ମ କର୍ତ୍ତା ଙ୍କସହଯୋଗ ରେ ଲୋକଙ୍କ ନିମିତ୍ତ ମାଗଣା ଅର୍ଣ୍ଣ, ଡାଲମା ଖଟା ବଣ୍ଟନ କରାଯାଇ ଥିଲା  | ପୁରୁଷୋତ୍ତମପୁର  ସହର ରେ   4 ଦଣ୍ଡ ଦଳ ବ୍ୟତୀତ ବ୍ଳକ ର ଭାଟ କୁମାରଡ଼ା ରେ ଗୋଟିଏ ଦଳ , ଜାମୁନି ରେ ଗୋଟିଏ ଦଳ, ମୋଡ଼ା ବାଇରେ ଏକ ଦଳ, ରାଉଳ ପାଲି ରେ ଗୋଟିଏ ଦଳ, କୋଳିଦାସ ପୁର ରେ ଦୁଇ ଦଳ ,  ଶିକୁଳାରେ ଗୋଟିଏ ଦଳ ସେମାନଙ୍କ ମେରୁ ଯାତସମ୍ପର୍ଣ୍ଣ  କରିଛନ୍ତି,ଏହି ମେରୁ ଯାତ୍ରା  ସଂକ୍ରାନ୍ତି ମଧ୍ୟ ରାତ୍ର ରେ   ବହୁ କଷ୍ଟ ସହିଥିବାଭୁକ୍ତା ମାନଙ୍କ ଏହି ଦଣ୍ଡ ଯାତ୍ରା  ଶେଷ ହେବ |

News Comment

You Might Also Like

BACK TO TOP