Breaking News

ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||     

ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |

21-Apr-2026

ପୁରୁୋତ୍ତମପୁର ବ୍ଲକର ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ (A.U.P.T.F.) ର ନୂତନ କର୍ମକର୍ତ୍ତା ନିର୍ବାଚନ ।

 ମାଆ ତାରାତାରିଣୀଙ୍କ ପୀଠ ସ୍ଥିତ କୈବର୍ତ୍ତ ଭଵନ ଠାରେ ସଙ୍ଘର ବାର୍ଷିକ ଉତ୍ସବ ଅବସରରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି ।ଏଥିରେ ସଭାପତି- ଶ୍ରୀ ନିରଞ୍ଜନ ତ୍ରିପାଠୀ, ଉପସଭାପତି- ଶ୍ରୀ ପ୍ରଦୀପ କୁମାର ବେହେରା, ଉପସଭାନେତ୍ରୀ - ଶ୍ରୀମତୀ  ସୁନୀତା ଦେବୀ, ସାଧାରଣ ସମ୍ପାଦକ- ଶ୍ରୀ ଭଗବାନ ପାତ୍ର, 3ଜଣ ସହସମ୍ପାଦକ ରୂପେ ଶ୍ରୀ ଅକ୍ଷୟ କୁମାର ସେଠୀ,ଶ୍ରୀ ନିତ୍ୟାନନ୍ଦ ବେହେରା,ଶ୍ରୀ ସୁଧୀର କୁମାର ଚୈଧୁରୀ 3 ଜଣ ଜିଲ୍ଲା ସଦସ୍ୟ ଶ୍ରୀ ବିଜୟ କୁମାର ବେହେରା ,ଶ୍ରୀ କୈଳାଶ ଚନ୍ଦ୍ର ସ୍ୱାଇଁ,ଶ୍ରୀ ଅନୁପ କୁମାର ଦାସ, କୋଷାଧକ୍ଷ ରୂପେ ଶ୍ରୀ ଏସ୍ ଲକ୍ଷ୍ମୀ ନାରାୟଣ ପାତ୍ର ତଥା ସଂଯୋଜକ ଭାବରେ ଶ୍ରୀ ରବୀନ୍ଦ୍ର କୁମାର ବେହେରା ନିର୍ବାଚିତ ହୋଇଛନ୍ତି। ନିର୍ବାଚନ କାର୍ଯ ପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲା AUPTF ର ସଭାପତି ଶ୍ରୀ ସାରଥୀ ପାତ୍ର ଏବଂ ଉପସଭାପତି ଶ୍ରୀ ପି .ଧର୍ମରାଯୁ ରେଡୀ ଙ୍କ ନେତୃତ୍ୱରେ ଛଅ ଜଣ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏଥିରେ ଶିକ୍ଷକ ଶ୍ରୀ ଇ .ରମେଶ ,ଶ୍ରୀ ସଞ୍ଜୟ କୁମାର ମହାପାତ୍ର, CRCC ଶ୍ରୀ ହେମନ୍ତ କୁମାର ବେହେରା , CRCC ଶ୍ରୀ ଅଶୋକ କୁମାର ପାଳ, CRCC ଶ୍ରୀ ନକୁଳ ନାୟକ,ଶିକ୍ଷକ ଶ୍ରୀ କେଦାର ନାୟକ, ଶିକ୍ଷକ ଶ୍ରୀ ବିଜୟ କୁମାର ସେଠୀ ଓ ଅନ୍ୟ ସମସ୍ତ CRCC ଏବଂ ଶିକ୍ଷକ ବୃନ୍ଦ ସହାୟତା କରିଥିଲେ।

News Comment

You Might Also Like

BACK TO TOP