Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଗଞ୍ଜାମ ଜିଲ୍ଲା ର ଲୋକ ମାନଙ୍କ ଲୁକାୟିତ ସଙ୍ଗୀତ ପ୍ରତିଭା କୁ ବିକଶିତ କରିବା ପାଈଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜନ 2ର ଆରମ୍ଭ ନିମନ୍ତେ ସାମ୍ବାଦିକ ସମ୍ମିଳନୀ |

21-Apr-2026

ଗଞ୍ଜାମ ଲୋକଙ୍କ ଲୁକାୟିତ ସଙ୍ଗୀତ କଳାକୁ ବିକଶିତ କରିବା ପାଇଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜିନ 2 ର ସାମ୍ବାଦିକ ସମ୍ମିଳନୀ,

      ଓଡିଶା ଜନ ମତ ବ୍ୟୁରୋ,

ଗଞ୍ଜାମ ଜିଲ୍ଲାର ଲୋକଙ୍କ ମଧ୍ୟରେ ଭରପୁର ହୋଇ ରହିଥିବା ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ନିମନ୍ତେ ଅଣ୍ଟା ଭିଡ଼ିଛନ୍ତି ମାଁ ତାରାତାରିଣୀଙ୍କ ପୀଠର ବରିଷ୍ଠ ପୂଜକ ତଥା ସଂସ୍କୃତିକ ଗବେଷକ ଧୃବ ଚରଣ ରଣା । ବ୍ରହ୍ମପୁର ସିଙ୍ଗିଂ କଣ୍ଟେଷ୍ଟ ସିଜନ୍-୨ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର କଳାକାର ମାନଙ୍କୁ ଆଗକୁ ବଢ଼ାଇବା ପାଇଁ ଉଦ୍ୟମ କରିଛନ୍ତି । ଏନେଇ ଆଜି ତାରାତାରିଣୀ ପୀଠରେ ଥିବା ଜୟ ମାତା ଜି ହୋଟେଲରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା ।  ବ୍ରହ୍ମପୁର ସିଙ୍ଗିଂ କଣ୍ଟେଷ୍ଟ ସିଜନ୍-୨ ପାଇଁ ଆସନ୍ତା ଏପ୍ରିଲ ୨୬ ତାରିଖରୁ ଜିଲ୍ଲାର ପୁରୁଷୋତ୍ତମପୁରରେ ଅଡିସନ୍ ଆରମ୍ଭ ହେବ । ଏଥିରେ ୧୫ ବର୍ଷ ବୟସରୁ ୩୫ ବର୍ଷ ବୟସ ମଧ୍ୟରେ ଥିବା ଯୁବକ ଯୁବତୀ ମାନେ ଭାଗ ନେଇପାରିବେ । ଏହାସହ ଆଧୁନିକ, ଭଜନ, ଆଧ୍ୟାତ୍ମିକ, ଦେଶାତ୍ମବୋଧକ ଭଳି ଯେକୌଣସି ଗୀତ ପରିବେଷଣ କରିପାରିବେ । ପ୍ରଥମେ ପୁରୁଷୋତ୍ତମପୁରର ତାରା ତାରିଣୀ କଲେଜ ରେ ଅଡିସନ ହେବା ପରେ ମେ ରେ ଆସିକା, ମେ ୧୭ରେ ଭଞ୍ଜନଗର, ଜୁନ୍ ୭ରେ ଦିଗପହଣ୍ଡି ଓ ଜୁନ ୨୧ରେ ବ୍ରହ୍ମପୁରରେ ଅଡିସନ୍ ହେବ । ଏହାପରେ ଆସନ୍ତା ୧୨ ଜୁଲାଇରେ ସେମିଫାଇନାଲ ଓ ଅଗଷ୍ଟ ୨ ତାରିଖରେ ଗ୍ରାଣ୍ଡ ଫାଇନାଲ ହେବ । ଯେଉଁ ମାନେ ଫାଇନାଲରେ ବିଜୟ ଲାଭ କରିବେ ସେମାନଙ୍କୁ ଅର୍ଥ ରାଶି ସହ ପୁରସ୍କୃତ କରାଯିବ । ସବୁଠାରୁ ବଡ଼ କଥା ହେଲା ଏହି କଣ୍ଟେଷ୍ଟ ସାମିଲ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ସାମ୍ବାଦିକ ସମ୍ମିଳନୀରେ ଧୃବ ଚରଣ ରଣାଙ୍କ ସମେତ ରବିନ୍ଦ୍ର ଗୌଡ଼, ଗଣେଶ ପଟ୍ଟନାୟକ ଓ ପ୍ରତାପଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଯେଉଁ ମାନଙ୍କ ସଙ୍ଗୀତ ପ୍ରତି ଆଗ୍ରହ ଅଛି ସେମାନେ ଏହି ପ୍ରତିଯୋଗିତା ରେ ଭାଗ ନେଇ ଆଗକୁ ବଢିବାର ସୁଯୋଗ ପାଇ ପାରିବେ |

News Comment

You Might Also Like

BACK TO TOP