Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ପୋଲିସ ଦେଖାଇଲା ମାନବିକତା \

15-May-2026

ପୁଲିସ ଦେଖାଇଲା ମାନବିକତା

ଅସୁସ୍ଥ ନାବାଳିକାକୁ କାନ୍ଧରେ ବୋହି ମେଡିକାଲ ନେଲେ ଥାନାଧିକାରିଣୀ

ଓଡିଶା ଜନ ମତ, ଯାଜପୁର ୧୫|୫,

ପ୍ରଦୀପ କୁମାର ମଲ୍ଲିକ: ----

 ରାଜ୍ୟରେ ଅନେକ ସ୍ଥାନରେ ପୁଲିସର କାର୍ଯ୍ୟକଳାପକୁ ନେଇ ଏବେ ବିଭାଗ ସମାଲୋଚନାର ଶିକାର ହେଉଥିବା ବେଳେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ପୁଲିସର ଜଣେ ବରିଷ୍ଠ ଅଧିକାରିଣୀ ମାନବିକତା ଦେଖାଇ ଏବେ ଚର୍ଚ୍ଚା କୁ ଆସିଛନ୍ତି | ବିଞ୍ଝାରପୁର ଥାନା ଅତିରିକ୍ତ ଥାନା ଅଧିକାରିଣୀ ପାର୍ବତୀ ମଲ୍ଲିକ ଆଜି ମଧ୍ୟାହ୍ନ ସମୟରେ ଥାନାରେ ନିଜ କାର୍ଯ୍ୟରେ ଥିବା ବେଳେ ଖବର ପାଇଥିଲେ ଯେ ମଇଁନ୍ଦା ଅଞ୍ଚଳରେ ଜଣେ ନାବାଳିକା ଅଂଶୁଘାତର ଶିକାର ହୋଇ ଅଚେତ ଅବସ୍ଥାରେ ରାସ୍ତାରେ ପଡିଛି ବୋଲି | ବିଳମ୍ବ ନକରି ଆଇଆଇସି ପାର୍ବତୀ ମଲ୍ଲିକ ତୁରନ୍ତ ନିଜ ସ୍କୁଟି ସାହାଯ୍ୟରେ ଘଟଣା ସ୍ଥଳରେ ପହଁଚି ଥିଲେ | ଅଟୋରେ ନାବାଳିକାକୁ ଆଣି ନିଜେ କାନ୍ଦରେ ବୋହି ବିଞ୍ଝାରପୁର ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଇ ଥିଲେ | ନାବାଳିକା ଜଣଙ୍କ ଏବେ ସୁସ୍ଥ ଥିବା ଜଣାପଡିଛି | ନାବାଳିକାର ପରିବାରକୁ ଥାନା ଅଧିକାରିଣୀ ଖବର ଦେବା ପରେ ପରିବାର ମେଡ଼ିକାଲରେ ପହଁଚି ଥିଲେ | ନାବାଳିକା ଜଣଙ୍କ ତଳବନ୍ଦ ଅଞ୍ଚଳର ସନ୍ତୋଷ ସ୍ବାଇଁ ଙ୍କ ୧୭ ବର୍ଷିୟା ଝିଅ ସାଗରୀକା ପ୍ରିୟଦର୍ଶିନୀ ସ୍ୱାଇଁ ବୋଲି ଜଣାପଡିଛି | କୌଣସି କାର୍ଯ୍ୟରେ ପ୍ରିୟଦର୍ଶନୀ ସାଗରୀକା ମଇଁନ୍ଦା ଆସିଥିବା ବେଳେ ପ୍ରଚଣ୍ଡ ଖରାରେ ଅଂଶୁଘାତ ର ଶିକାର ହୋଇଥିଲେ |  ଅତିରିକ୍ତ ଥାନା ଅଧିକାରିଣୀଙ୍କ ଏଭଳି ମାନବିକତାକୁ ବିଭିନ୍ନ ମହଲରୁ ଭୁରିଭୁରି ପ୍ରଶଂସା ମିଳୁଛି |

News Comment

You Might Also Like

BACK TO TOP