Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ପିଡ଼ିଏସ ଗହମ ହେର ଫେର ଘଟଣାରେ ବିଞ୍ଚାରପୁର ର ସାତଜଣ ଡିଲରଙ୍କଉପରେ କଡା ପଦକ୍ଷେପ ନେଲେ ଉପଜିଲ୍ଲାପାଳ |

16-May-2026

ପିଡିଏସ୍ ଗହମ ହେରଫେର ଘଟଣାରେ କଡ଼ା ପଦକ୍ଷେପ,

ବିଞ୍ଝାରପୁରର ୭ ଡିଲରଙ୍କୁ ୧.୨୩ ଲକ୍ଷ ଟଙ୍କା ଜମା ନିର୍ଦ୍ଦେଶ, ଅନିୟମିତତା ନେଇ ଚର୍ଚ୍ଚା , 

ଓଡ଼ିଶା ଜନମତ ,  ଯାଜପୁର ୧୬|୦୫ 

ପ୍ରଦୀପ କୁମାର ମଲ୍ଲିକ  : ---

ସରକାରୀ ଖୁଚୁରା ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ଯୋଜନାରେ ଆସିଥିବା ଗହମ ହେରଫେର ଅଭିଯୋଗକୁ ନେଇ ବିଞ୍ଝାରପୁର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ୨୦୨୨ ମସିହା ଅଗଷ୍ଟ ୨୨ ତାରିଖରେ ବ୍ଲକ ଯୋଗାଣ ବିଭାଗକୁ ଆସିଥିବା ପିଡିଏସ୍ ଗହମକୁ ହିତାଧିକାରୀଙ୍କ ମଧ୍ୟରେ ସଠିକ ଭାବେ ବଣ୍ଟନ ନକରି ହେରଫେର କରାଯାଇଥିବା ଅଭିଯୋଗ ଦୀର୍ଘଦିନ ଧରି ଉଠିଆସୁଥିଲା। ଏହି ଘଟଣାର ତଦନ୍ତ ପାଇଁ ସୂଚନା ଅଧିକାର କର୍ମୀ ରାଣା ପ୍ରତାପ ମହାପାତ୍ର ଯାଜପୁର ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯାଇଥିଲା। ତଦନ୍ତରେ ବିଞ୍ଝାରପୁର ଯୋଗାଣ ବିଭାଗ ଅଧୀନରେ ଥିବା କିଛି ରିଟେଲରଙ୍କ ଦ୍ୱାରା ଅନିୟମିତତା ହୋଇଥିବା ସ୍ପଷ୍ଟ ହୋଇଛି। ଏହାପରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପତ୍ରାଙ୍କ ୩୪୦/୨୬ ମାଧ୍ୟମରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ୭ ଜଣ ଡିଲରଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଡିଲରମାନଙ୍କ ଠାରୁ ମୋଟ ୧ ଲକ୍ଷ ୨୩ ହଜାର ୭୫୬ ଟଙ୍କା ୭ ଦିନ ମଧ୍ୟରେ ସରକାରୀ ଖାତାରେ ଜମା କରିବାକୁ କୁହାଯାଇଛି।ତଦନ୍ତରେ ରିଟେଲର ଅକ୍ଷୟ କୁମାର ମହାନ୍ତି, ବସନ୍ତଲତା ରାଉଳ, ଶ୍ରୀବନ୍ତ ବାରିକ, ଅନ୍ୱର ଅଲି ଖାନ, ବସନ୍ତଲତା ମଲ୍ଲିକ ଓ ହଳଧର ସୁତାରଙ୍କ ଦ୍ୱାରା ପିଡିଏସ୍ ଗହମ ହେରଫେର ହୋଇଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଟଙ୍କା ଜମା କରିବା ପାଇଁ କୁହାଯାଇଛି। ସେହିପରି ପ୍ରଣତିଲତା ବେହେରା ନାମକ ଜଣେ ରିଟେଲର ବର୍ତ୍ତମାନ ସକ୍ରିୟ ନଥିଲେ ମଧ୍ୟ ୭.୦୫ କ୍ୱିଣ୍ଟାଲ ଗହମ ହେରଫେର କରିଥିବା ଅଭିଯୋଗ ରହିଛି। ତାଙ୍କ ବିରୋଧରେ ଓଡିଶା ପବ୍ଲିକ ଡିମାଣ୍ଡସ୍ ରିକଭରି (ଓପିଡିଆର୍) ଆଇନ ଅନୁସାରେ ସର୍ଟିଫିକେଟ୍ ମାମଲା ରୁଜୁ କରି ଅର୍ଥ ଆଦାୟ ପାଇଁ ପ୍ରଶାସନ ପଦକ୍ଷେପ ନେଉଛି।ଯାଜପୁର ଅତିରିକ୍ତ ସିଏସଓ (ସଦର)ଙ୍କ ଏହି ନିର୍ଦ୍ଦେଶନାମା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପ୍ରେରଣ କରାଯାଇଛି। ଘଟଣା ପ୍ରକାଶ ପାଇବା ପରେ ପିଡିଏସ୍ ବ୍ୟବସ୍ଥାର ସ୍ୱଚ୍ଛତା ଓ ଦୁର୍ନୀତି ନିୟନ୍ତ୍ରଣକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଗରିବ ଓ ଅସହାୟ ହିତାଧିକାରୀଙ୍କ ପାଇଁ ଆସୁଥିବା ସରକାରୀ ଖାଦ୍ୟଶସ୍ୟ ଯଦି ହେରଫେର ହୁଏ, ତେବେ ଏହା କେବଳ ଆଇନ ଉଲ୍ଲଂଘନ ନୁହେଁ, ସମାଜ ପ୍ରତି ଏକ ବଡ଼ ଅନ୍ୟାୟ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

News Comment

You Might Also Like

BACK TO TOP