Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ଗୌରବ ଅର୍ଜନ କଲା ଆଇ ଆର ପି ଏମ ବିଭାଗ, ତିନିଜଣ ଛାତ୍ରୀ ପ୍ରଥମ, ଦୁତୀୟ, ଓ ଦଶମ ସ୍ଥାନ ରେ |

16-May-2026

ଗୌରବ ଅର୍ଜନ କଲା ଆଇଆରପିଏମ ବିଭାଗ :  ପ୍ରଥମ, ଦ୍ଵିତୀୟ ଓ ଦଶମ ସ୍ଥାନରେ ତିନି ଜଣ ଛାତ୍ରୀ ।

ଓଡ଼ିଶା ଜନମତ,ପୋଲସରା,

 ସନ୍ତୋଷ କୁମାର ପଣ୍ଡା  ୧୬/୫/୨୬ : ----

ପ୍ରକାଶ ପାଇଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର +୩ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ। ବୁଗୁଡା ପିପୁଲସ କଲେଜର ଆଇଆରପିଏମ ବିଭାଗର ତିନି ଜଣ ଛାତ୍ରୀ ପ୍ରଥମ ୧୦ ସ୍ଥାନ ମଧ୍ୟରେ ରହି କଲେଜ ଓ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିପାରିଛନ୍ତି। ବୁଗୁଡା ବ୍ଲକ ଅନ୍ତର୍ଗତ ଡାକରାବାଡ଼ି ଗ୍ରାମର ବଂଶୀଧର ପ୍ରଧାନଙ୍କ ସୁକନ୍ୟା ପୂଜା ରାଣୀ ପ୍ରଧାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆଇଆରପିଏମ ବିଭାଗରେ ପ୍ରଥମ ରେଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚିଲିଖମା ଗ୍ରାମର ମୁରଲୀଧର ଗୌଡ଼ଙ୍କ ସୁକନ୍ୟା ମନିଷା କୁମାରୀ ଗୌଡ଼ ଦ୍ଵିତୀୟ ରେଙ୍କ ଓ ବେତାରସିଂ ଗ୍ରାମର ତରୁଣ କୁମାର ମହାରଣା ଙ୍କ ସୁକନ୍ୟା ସୋନାଲି ମହାରଣା ଦଶମ ରେଙ୍କ ରଖି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆଇଆରପିଏମ ବିଭାଗରେ ବୁଗୁଡା ପିପୁଲସ କଲେଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପିପୁଲସ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଓ ଭାଇସ-ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଙ୍କ ସୁପରିଚାଳନା, ଆଇଆରପିଏମ ବିଭାଗର ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ସେଠୀ ଓ ଅଧ୍ୟାପିକା ସୁରଜିତା କୁମାରୀ ସାହୁଙ୍କ ଉତ୍ତମ ଶିକ୍ଷାଦାନ , ବିଭାଗର ତିନି ରତ୍ନ ପୂଜାରାଣୀ - ମନୀଷା - ସୋନାଲି ଙ୍କ ଅକ୍ଲାନ୍ତ ପରିଶ୍ରମ, ପିତା ଓ ମାତାଙ୍କ ଆଶୀର୍ବାଦ ଏବଂ ସହପାଠୀ ବୃନ୍ଦଙ୍କ ସହଯୋଗ ଯୋଗୁଁ ଏହି ଗୌରବମୟ ସଫଳତା ସମ୍ଭବ ହୋଇପାରିଛି। ପ୍ରଥମ ଦଶଟି ରେଙ୍କ ମଧ୍ୟରୁ ବୁଗୁଡା ପିପୁଲସ କଲେଜର ଆଇଆରପିଏମ ବିଭାଗର ଛାତ୍ରୀମାନେ ତିନିଟି ରେଙ୍କ ପାଇ କଲେଜ ଓ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିପାରିଥିବା ଯୋଗୁଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

News Comment

You Might Also Like

BACK TO TOP