Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ପୋଲସରା କଲେଜ ରେ ପ୍ରଥମ ଦଶମ ରେଙ୍କରେ ଦର୍ଶନ ବିଭାଗ ରେ ଦୁଇ ଇତିହାସ ରେ ଜଣେ ||

16-May-2026

ପୋଲସରା କଲେଜ : ପ୍ରଥମ ୧୦ ରେଙ୍କରେ ଦର୍ଶନ ବିଭାଗର ଦୁଇ ଓ ଇତିହାସ ବିଭାଗର ଏକ।

ଓଡ଼ିଶା ଜନମତ,ପୋଲସରା, 

ସନ୍ତୋଷ କୁମାର ପଣ୍ଡା,୧୬/୫/୨୬ :----

 ବ୍ରହ୍ମପୁର ବିଶ୍ବବିଦ୍ୟାଳୟର  +୩ ଶେଷ ବର୍ଷର ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗରେ ଦୁଇଟି ରେଙ୍କ ଓ ଇତିହାସ ବିଭାଗର ଗୋଟିଏ ରେଙ୍କ ରେ ରହି କଲେଜ ପାଇଁ ଗୌରବ ଆଣିପାରିଛନ୍ତି। ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗର ଛାତ୍ରୀ କ୍ରିଷ୍ଣା ସାହୁ ୧୦୬୨ ମାର୍କ ରଖି ୬ଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ଅଲିଭା ପାତ୍ର ୧୦୪୫ ମାର୍କ ରଖି ୭ମ ସ୍ଥାନ ଅଧିକାର କରିଛନ୍ତି। ସଫଳତା ହାସଲ କରିଥିବା ଏହି ଦୁଇ ଛାତ୍ରୀ ନିଜର ଶ୍ରେୟ ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ, ଦର୍ଶନ ଶାସ୍ତ୍ର ବିଭାଗର ମୁଖ୍ୟ ରୁଦ୍ର ପ୍ରାସାଦ ଗୌଡ଼ ଓ ଅଧ୍ୟାପକ ସେକ୍ ଫରିଦ୍ ଙ୍କୁ ଦେବା ସହିତ ଆଗାମୀ ଦିନରେ  ଅଧ୍ୟାପିକା ହେବ ପାଇଁ ଲକ୍ଷ ରଖିଛନ୍ତି। ପ୍ରତିବର୍ଷ ଦର୍ଶନ ଶାସ୍ତ୍ର ବିଭାଗର ଶିକ୍ଷାର୍ଥୀ ମାନେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଆସୁଅଛି। ସେହିପରି ଇତିହାସ ବିଭାଗର ଝରଣା ଭୂୟାଁ ୧୧୨୬ ମାର୍କ ରଖି ୭ମ ସ୍ଥାନ ଅଧିକାର କରିଛନ୍ତି। ସେ ନିଜର ସଫଳତାର ଶ୍ରେୟ ପ୍ରିନ୍ସପାଲ ଡକ୍ଟର ନାୟକ, ଇତିହାସ ବିଭାଗର ମୁଖ୍ୟ ଲେଫନାଣ୍ଟ ବିନତା କୁମାରୀ ଦାସ, ଅଧ୍ୟାପକ ସୁଦାମ ସେଠୀ, ଅମିତ କୁମାର ସାହୁ ଓ ବସନ୍ତ କୁମାର ପାଣି ଙ୍କୁ ପ୍ରଦାନ କରିଛନ୍ତି। ଏହି ଗୌରବ ପାଇଁ କଲେଜରେ ଖୁସିର ଲହରୀ ଖେଳିଯାଇଛି।

News Comment

You Might Also Like

BACK TO TOP