Breaking News

ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||     

ଭାଟ କୁମରଡ଼ା ଠାରେ ଏକ ଟ୍ରକ ନିମଗଛକୁ ଧକ୍କା ଦେଈ ଟ୍ରକ ଭିତରେ ଚାପି ହୋଈ ରହିଗଲା ଡ୍ରାଇଭର |

16-May-2026

ଭାଟକୁମାରଡାରେ ଏକ ସଡ଼କ ଦୁର୍ଘଟଣା, ଅଗ୍ନିଶମ ବାହିନୀ ଦ୍ଵାରା ଡ୍ରାଇଭର ଉଦ୍ଧାର |

    ଓଡିଶା ଜନ ମତ ବ୍ୟୁରୋ,

 ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଭାଟ କୁମରଡ଼ାଠାରେପୁରୁ

ଷୋତ୍ତମପୁର ବ୍ରହ୍ମପୁର  ରାସ୍ତାରେ ଏକ  ଟ୍ରକ ବିରାଟ ନିମ ଗଛକୁ ଧକ୍କା ଦେଇଥିଲା |  ଯାହା ଫଳରେ ଗଛଟି ଭାଙ୍ଗିଯାଇ ରାସ୍ତା ଅବରୋଧ ହୋଈ ଥିଲା  |ଏବଂ ଟ୍ରକ ଡ୍ରାଇଭର  ଟ୍ରକ ଭିତରେ ଚାପି ହୋଈ   ଯାଇଥିଲା | ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ  ବାହିନୀ ତଥା ସେମାନଙ୍କ ଫାୟାର ଅଫିସର ଆଲୋକ କୁମାର ଦଳେଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ  | ସେମାନଙ୍କ ସହିତ ପୁରୁଷୋତ୍ତମ

ପୁର ଆଇ ଆଇ ସି କୁଳମଣୀ ସେଠୀ, ଓଷ୍ଟାଫ ପହଞ୍ଚି ଟ୍ରକ ଭିତରେ ଫସି ରହିଥିବା ଡ୍ରାଇଭର କୁ ଫାୟାର କର୍ମଚାରୀମାନେ କମ୍ବି ଟୁଲ୍ସ ଏବଂ ପାୱାର ସ` ସହିତ ଏକ ପାୱାର ପ୍ୟାକ୍ ବ୍ୟବହାର କରି ଫସି ରହିଥିବା ଡ୍ରାଇଭରଙ୍କୁ କଟର ସାହାଯ୍ୟ ରେ ସଫଳତାର ସହ କାଟି ଉଦ୍ଧାର କରିଥିଲେ। ଆହାତ ଡ୍ରାଇଭର କୁ  ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲ କୁ ପଠାଇ ଥିଲେ  | ପୋଲିସ ଓ ଫାୟାର କର୍ମଚାରୀ ଙ୍କ ମିଳିତ ଉଦ୍ୟମରେ  ରାସ୍ତା ମଝିରେ ପଡ଼ି ରହି ଥିବାନିମ ଗଛ କୁ ଓଧକ୍କା ଦେଇଥିବା ଟ୍ରକ କୁ କ୍ରେନ ସାହାଯ୍ୟ   ସଫା କରିବାରେ ସାହାଯ୍ୟ କରିଥିଲେ।ଏହାଘଟଣା ମଧ୍ୟ ରାତ୍ରପରେ ଘଟିଥିଲା  | ତଥାପି ଖବର ପାଇ ପୋଲିସ ଓ ଫାୟାର ବିଭାଗ ପହଞ୍ଚି ଏହି ମହନୀୟ କାର୍ଯ୍ୟ କରିଥିଲେ | ତେବେ ଡ୍ରାଇଭର ଜଣକ ଗୁରୁତର ଥିବାରୁ ବଞ୍ଚିବା, କିମ୍ବା ମରିବା ଡକ୍ଟର ଙ୍କ ଚିକିତ୍ସା ପରେ ଜଣା ପଡିବ  |

News Comment

You Might Also Like

BACK TO TOP