Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ଖଲ୍ଲିକୋଟ ସରକାରୀ ଚାରୁ ଓକାରୁ କଳା ମହାବିଦ୍ୟାଳୟ ର 69ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |

20-May-2026

ଖଲ୍ଲିକୋଟ  ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ର 69 ତମ ବାର୍ଷିକ ଉତ୍ସବ ଓ କଳା ପ୍ରଦର୍ଶନୀ,ଛାତ୍ର ଛାତ୍ରୀ ମାନେ ଆନ୍ତର୍ଜାତିକ ପରିଚିତି ସୃଷ୍ଟି କରନ୍ତୁ |

 ଓଡିଶା ଜନମତ,ଖଲ୍ଲିକୋଟ,ମାଧବ ବେହେରା :---

ବୁଧବାର ଦିନ ଖଲ୍ଲିକୋଟ ର ସର୍ବ ପୁରାତନ ଚିତ୍ର କଳା ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ର 69 ତମ ବାର୍ଷିକ ଉତ୍ସବ ଓ କଳା ପ୍ରଦର୍ଶନୀ "ରୂପାୟନ "  ମହାବିଦ୍ୟାଳୟ ପରିସରରେ ଏକ ମନୋଜ୍ଞ ପରିବେଶ ରେ ଅନୁଷ୍ଠିତ ହୋଇ ଯାଇଛି |ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧକ୍ଷ ଦେବୀ ପ୍ରସାଦ ଦାସ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟଜ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ସେଠୀ କଳା ପ୍ରଦର୍ଶନୀ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲପାଳ ଭି କୀର୍ତିଭାସନ ଯୋଗ ଦେଇ ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ସମଗ୍ର ଗଞ୍ଜାମ ସମେତ ଓଡିଶା ର ଏକ ଅଗ୍ରଣୀ କଳା ଅନୁଷ୍ଠାନ ତେଣୁ ଏହି ରାଜପ୍ରସାଦ ର ଅନନ୍ୟ ଭାସ୍କର୍ଯ୍ୟ କୁ ସାଇତି ରଖିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ କରିବ ଓ ମାଡ୍ରାସ ଆଇ ଆଇ ଟି ଓ ଇନଟାଜ ଜରିଆରେ ଏହି ପୁରାତନ ଅନୁଷ୍ଠାନ ପର୍ଯ୍ୟଟନ ଆକୃଷ୍ଟ ଉପଯୋଗୀ କରିବାକୁ ପଡିବ ବୋଲି ପ୍ରକାଶ କରିଥିଲେ |ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଉକ୍ତ ମହାବିଦ୍ୟାଳୟ ର ଛାତ୍ର ଛାତ୍ର ମାନେ ଅନୁଷ୍ଠାନ କୁ ଆନ୍ତର୍ଜାତିକ ପରିଚିତ ଆଣିବା ପାଇଁ ଉଦ୍ୟମ କରନ୍ତୁ କାରଣ ଓଡ଼ିଆ ଆନ୍ଦୋଳନ ର ଏକତ୍ରୀ କାରଣ ଏହି ରାଜପ୍ରସାଦ ଏନ୍ତୁଡ଼ିଶାଳ ଭାବେ କାର୍ଯ୍ୟ କରିଥିଲା |ତେଣୁ ଆଗାମୀ 2047 ରେ ଓଡିଶା କୁ 100 ବର୍ଷ ପୂର୍ତ୍ତି ହେବ ବୋଲି ପ୍ରକାଶ କରିଥିଲେ |ସଂସ୍କୃତି ବିଭାଗ ର ଅତିରିକ୍ତ ଶାସନ ସଚିବ ଡ଼ଃ ସ୍ମିତା ମହାନ୍ତି କଳା ମହାବିଦ୍ୟାଳୟ ର ଗାରିମା ଗଢିବା ପାଇଁ ପରାମର୍ଶ ଦେଇଥିଲେ |, ସ୍ୱାଗତ ଭାଷଣ ରେ ମହାବିଦ୍ୟାଳୟ ର ଅଧକ୍ଷ ମହାବିଦ୍ୟାଳୟ ର ବିଭିନ୍ନ ସମାସ୍ୟ ସମ୍ପର୍କ ରେ ଆଲୋକପାତ କରି ମହାବିଦ୍ୟାଳୟ ର ସ୍ଥାନ ସଂଖ୍ୟା 30 ରୁ 70 କୁ ବୃଦ୍ଧି କରିବା ସହ ଅଧ୍ୟାପଜ ନିଯୁକ୍ତ ପାଇଁ ମଂଚାସୀନ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ |ଏ ଉପଲକ୍ଷେ ରୂପାୟବ ନମାଜ ଏକ କ୍ୟାଟିଲାଗ ଉନ୍ମୋଚବ କରିବା ସହ ଶ୍ରେଷ୍ଠ ଚିତ୍ରଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ |ମଧୁମିତା ମହାନ୍ତି ସଂଯୋଜନା କରିଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କୁ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କୁ ମନ ମହିଥିଲା |

News Comment

You Might Also Like

BACK TO TOP