Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

ଜିତୁ ଓନରେଶ ମେମୋରିଆଲ କ୍ରିକେଟ ଟୁନାମେଣ୍ଟ ଉଦଘାଟନ |

25-May-2026

ବୁଡ଼ାଗୁଡ଼ା ଗ୍ରାମ ପଡ଼ିଆ ଠାରେ ଜିତୁ ଓ ନରେଶ ମେମୋରିଆଲ କ୍ରିକେଟ ନୋକ୍ଆଉଟ୍ ଟୁର୍ଣ୍ଣାମେଣ୍ଟ ଶୁଭ ଉଦ୍ଘାଟନ , ଜିଲୁଣ୍ଡା ଟିମ୍ ହେଲେ ବିଜୟୀ

ଓଡିଶା ଜନମତ, ରାୟଗଡା,୨୫/୨୬,

  କାମେଶ୍ୱର କରକରିଆ :----

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗ୍ରାମ ପଡ଼ିଆ ଠାରେ ଜିତୁ ଓ ନରେଶ ମେମୋରିଆଲ କ୍ରିକେଟ ନୋକ୍ଆଉଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇ ଯାଇଛି । ଏହି ଶୁଭ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ସଭାପତି ସନ୍ତୋଷ କୁମାର ବଛା ଓ ସମ୍ମାନିତ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ( ଭାଜପା ) ର ବୁଡ଼ାଗୁଡ଼ା ପଞ୍ଚାୟତ ପ୍ରଭାରୀ ଅଶ୍ଵିନୀ ମହାପାତ୍ର, ଯୁବ ନେତା ବିଶ୍ୱନାଥ ହିକକା, ବରିଷ୍ଟ କର୍ମୀ ହରିହର ହିକକା , ସିରିପତି ପେରିସିକା,ନାଗେଶ ରାଓ କୁଲିଶିକା, ସାଲପୁ କଞ୍ଜାକା, ଯୁବ କର୍ମୀ ନୀଳକଣ୍ଠ କାଡ୍ରାକା , ବିଜୟ କାଣିକା , ଶିଡିକା କାଡ୍ରାକା ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ ପଡ଼ିଆ ମଧ୍ୟରେ ସ୍ବର୍ଗତ ଜିତୁ ଓ ନରେଶ ଙ୍କ ଫୋଟଚିତ୍ର ଠାରେ ଧୂପ ଦୀପ ଦେଇ ଏକ ମିନିଟର ନୀରବ ପ୍ରାର୍ଥନା ଓ ଜାତୀୟ ଗାନ ହେବା ପରେ ଅତିଥିଙ୍କ କର କମଳରେ ନଡ଼ିଆ ଫଟେଇ ରିବନ୍ ଫିତା କାଟି ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟରେ ଶୁଭାରମ୍ଭ କରଯାଇଥିଲା । ଏହି ଉଦ୍‌ଘାଟନୀ ମ୍ୟାଚ୍ ଶିକରପାଇ ଓ ଜିଳୁଣ୍ଡା ମଧ୍ୟମରେ ଖେଳ ହୋଇଥିଲା। ଟଚ୍ ଜିତି ପ୍ରଥମ ସିକରପାଇ ଟିମ୍ ବ୍ୟାଟିଂ କରି ଦଶ ଓଭର ରେ ୭୯ ରନ୍ କରିଥିଲେ। ଏହି ରନ୍ କୁ ଲକ୍ଷ କରି ଜିଲୁଣ୍ଡା ଟିମ୍ ୪ ୱିକେଟ୍ ହରାଇ ଦଶ ଓଭର ଶେଷ ବୋଲ୍ ରେ ଛ ରନ୍ ମାରି ବିଜୟଲାଭ ହୋଇଥଲେ। ମୋଟ ୧୬ ଟି ଟିମ୍ କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ହେବ ଏବଂ ପ୍ରତିଦିନ ଡୁଇଟି ମ୍ୟାଚ୍ ଖେଳ ହୋଇ ମଇ ୨୫ ରୁ ଆରମ୍ଭ ହୋଇ ଥିବା ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ମାସ ୧ ତାରିଖ ରେ ଫାଇନାଲ ମ୍ୟାଚ୍ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଆମ୍ପାୟର ଭାବେ ଗୋବିନ୍ଦ କୁରିଆ ଓ ରାସୁଲ କାଡ୍ରାକା ରହିଥିବା ବେଳେ ବୁଡ଼ାଗୁଡ଼ା ଗ୍ରାମର ଚିକୁ ଗୌଡ଼ ଓ ଅନ୍ୟ ଯୁବ ଗୋଷ୍ଠୀ ମାନେ ବିଶେଷ ସହଯୋଗ କରିଥିଲେ।

News Comment

You Might Also Like

BACK TO TOP