Breaking News

ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||     

ଖଲ୍ଲିକୋଟ ରେ 51ତମ ରାମଚରିତ ମାନସ ଓ ନବାନ୍ନ ପାରାୟଣ ଅନୁଷ୍ଠିତ |

28-May-2026

ଖଲ୍ଲିକୋଟ ରେ 51 ତମ ଟାମ ଚରିତ ମାନସ ଓ ନବାନ୍ନ ପରାୟଣ |

  ଓଡିଶା ଜନମତ :ମାଧବ ବେହେରା,
ଖଲ୍ଲିକୋଟ :  28/5 :---

ରାମ ଦୟା ପରିଷଦ ତରଫ ରୁ ଖଲ୍ଲିକୋଟ ସ୍ଥିତ ବହୁ ପ୍ରାଚୀନ ବାବା ବରାଳ ବାଲୁକେଶ୍ୱର ଙ୍କ ପୀଠ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମହାସମାରୋହ ରେ ରାମ ଚରିତ ମାନସ ଓ ନବାନ୍ନ ପରାୟଣ  ପାଳିତ ହେଉଛି |ଏହି ଭବ୍ୟ କାର୍ଯ୍ୟକ୍ରମ ରେ ଓଡିଶା ର ବହୁ ଲବ୍ଧ ପ୍ରତିଷ୍ଠିତ ପ୍ରବଚଜ ମାନଙ୍କ ଠାରୁ ରାମାୟଣ ରେ ବର୍ଣିତ ବହୁ ଲୁକ୍କାୟିତ ଗାଥା ଗୁଡିକ ପ୍ରବଚକ ମାନଙ୍କ ଦ୍ୱାରା ଆଲୋଚିତ ହୋଇ ଥାଏ |  ବ୍ୟାସ   ଅrଶୋକ ମହାରାଜ ତତ୍ୱାବଧାନ  ରେ ଯଜ୍ଞ ମଣ୍ଡପ ରେ ରାମ ଲଖ୍ମଣ ସୀତା ଓ ହନୁମାନ ଙ୍କ ମୃଣ୍ମୟୀ ପ୍ରତିମା ଙ୍କୁ ପ୍ରାଣ ପ୍ରତିଷ୍ଠା କରାଯାଇ ପ୍ରବଚନ ଆରମ୍ଭ ହୋଇଥିଲା |ମହେଶ୍ୱର୍ଭ ଶତପଥୀ ଆଚାର୍ଯ୍ୟ ଓ ଭୂମିକା ସମ୍ପାଦନ କରିଥିବା ବେଳେ ନିର୍ମଳଝର ସ୍ଥିତ ହନୁମାବ ମନ୍ଦିର ର ବିଶେଶ୍ୱର ମହାରାଜ ଉପ ବ୍ୟାସ ଭାବେ କାର୍ଯ୍ୟ କରୁଥିବା ବେଳେ ଋଷିକେଶ ଧାମ ରୁ ଆସିଥିବା ନାଗା ସନ୍ୟାସୀ ଗୋବିନ୍ଦ ମହାଶରାଜ ଙ୍କ ସାର ଗର୍ଭକ ପ୍ରବଚନ ଶୁଣିବା ପାଇଁ ପ୍ରବଳ ପୁରୁଷ ଓ ମହିଳା ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା |, ଏହି ପ୍ରବଚବ କାର୍ଯ୍ୟକ୍ରମ ରେ ପ୍ରଶାନ୍ତ କୁମାର ସାମନ୍ତରା କର୍ତା ଭାବେ ଯଜ୍ଞ ମଣ୍ଡପ ପରିଚାଳନା କରିଥିବା ବେଳେ ସମାଜସେବୀ ସିମାଞ୍ଚଳ ମିଶ୍ର, ଅବନୀ କୁମାର ମହାନ୍ତି ଓ ସୁଶାନ୍ତ କୁମାର ଲେଙ୍କା ଙ୍କ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ ରେ ନାମ ଯଜ୍ଞ ଜ୍ଞାନ ଯଜ୍ଞ ଓ ଅନ୍ନ ଯଜ୍ଞ ଆଗାମୀ 9 ଦିନ ବ୍ୟାପି ଅନୁଷ୍ଠିତ ହେବ ବୋଲି କର୍ମକର୍ତା ମାନଙ୍କ ସୂତ୍ର ରୁ ପ୍ରକାଶ |

News Comment

You Might Also Like

BACK TO TOP