Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଶ୍ରୀକୃଷ୍ଣ ଶରଣ ପୁର ପଞ୍ଚାୟତ କେଶପୁର ବଜାର ରେ ସ୍ୱଚ୍ଛ ଭାରତ ଅଭିଯାନ |

04-Jun-2026

ଶ୍ରୀକୃଷ୍ଣ ଶରଣପୁର ପଂଚାୟତ କେଶପୁର ବଜାରରେ ସ୍ଵଛଭାରତ ଶଚେତନତା କାର୍ଯ୍ୟକ୍ରମ।                                

 ଓଡିଶା ଜନ ମତ ଖଲ୍ଲିକୋଟ,

 ବିକାଶ କୁମାର ସାହୁ,ତା -୪-୬-୨୦୨୬:---

 ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣ ପୁର ପଂଚାୟତ ର କେଶପୁର ବଜାର ରେ ଗୁରୁବାରେ ସଫେଇ କରିବା ସହ ଅଞ୍ଚଳରେ ପରିବେଶ ସ୍ବଛ ନିର୍ମଳ  ରଖିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖଲ୍ଲିକୋଟ ବ୍ଲକ ବି ଡି ଓ ଦେବାଶିଷ ସାମଲ, ଶ୍ରୀକୃଷ୍ଣ ଶରଣ ପୁର ପଂଚାୟତ ସରପଞ୍ଚ ରୁବିଲତା ସାହୁ, ବ୍ଲକ ଜି ପି ଡି ଓ ପବନେଶ୍ୱର ବେହେରା, ବି ପି ଏମ କାଦମ୍ବିନୀ ନାଏକ,ଡବଲ ଇ ଓ କେ.ନାଗେଶ୍ୱର,ବି ଆର ସି ବ୍ରଜକିଶୋର ସାହୁ,ପି ଇ ଓ ଉକ୍ତଳିକା ପ୍ରଧାନ, ଉପସ୍ଥିତ ରହି ଅଙ୍ଗନ ବାଡ଼ି କର୍ମୀ,ଏମ ବି କେ, ମିଶନ ଶକ୍ତି ମହିଳା ,ସ୍କୁଲ ଛାତ୍ର ଙ୍କୁ ସପଥପାଠ କରାଇ ଥିଲେ। ପରିବା ବଜାର ଏବଂ ପଞ୍ଚାୟତକାର୍ଯ।ଳୟ ନିକଟ ରେଥିବା ସାହି ସଫେଇ କାର୍ଯ୍ୟ କରିଥିଲେ। ସରପଞ୍ଚ ରୁବିଲତା ସାହୁ ବଜାର  ଦୋକାନିଙ୍କୁ ଏଣେତେଣେ ମଇଳା ନ ପକାଇବା ପାଇଁ ପର।ମର୍ଶ ଦେଇଥିଲେ ଅବମାନନା କଲେ ପ୍ରଶାସନ ତରଫରୁ କାର୍ଯଅନୁଷ୍ଠାନ ହେବ ବୋଲି ତାଗିଦ କରିଥିଲେ।ଏହିକାର୍ୟ୍ଯକ୍ରର୍ମ ରେ ପଂଚାୟତ ର ଥିବା ଅଙ୍ଗନବାଡି କର୍ମୀ ରଞ୍ଜିତା ସାହୁ, ଗୀତା ଞ୍ଜଳୀ ସାହୁ,ସଂଜୁଲତା ପ୍ରଧାନ, ମୁନୁ ଦଳେଇ, ମମତା ତ୍ରିପାଠୀ ଙ୍କ ସମେତ ହେଲ୍ପର ,ବହୁ ମହିଳା ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP