Breaking News

ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||     

ବଡ଼ବିଲ ପୋଲିସ ର ସାମ୍ବାଦିକ ସମ୍ମିଳନୀ ରେ ଏକ ହତ୍ୟା କାଣ୍ଡ ର ଫର୍ଦା ଫାସ !|

11-Jun-2026

ବଡ଼ବିଲ ଏସଡ଼ିପିଓ  ସାମ୍ବାଦିକ ସମ୍ମିଳନୀ କରି ଏକ ହତ୍ୟା କାଣ୍ଡ ର ଫର୍ଦା ଫାସ କଲେ  |

ଓଡିଶା ଜନ ମତ ବ୍ୟୁରୋ

ଏକ ହତ୍ୟା କାଣ୍ଡ ରଫର୍ଦାଫାସ କରିଛିପୋଲିସ  | କେନ୍ଦୁଝର ଜିଲ୍ଲାର ବଡବିଲ ଥାନା ପରିସରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ SDPO ଦେବେନ୍ଦ୍ରନାଥ ପିଙ୍ଗୁଆ ଏକ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଥିଲେ । ତାଙ୍କ ସହ ବଡବିଲ ଥାନା IIC ଅଶୋକ କୁମାର ନାୟକ ମଧ୍ୟ ଉପସ୍ଥିତ ଥିଲେ। SDPO ପିଙ୍ଗୁଆ ମିଡିଆକୁ ସୂଚନା ଦେଇ କହିଥିଲେ ଯେ ଏହି ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ଓ ଜଟିଳ ଥିଲା, କିନ୍ତୁ ପୋଲିସ୍ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେବଳ କିଛି ଘଣ୍ଟା ମଧ୍ୟରେ ଏହାର ସମାଧାନ କରିପାରିଛି।ଏହି ଘଟଣା ୧୮ ବର୍ଷୀୟ ଏକ ଯୁବକଙ୍କ ନିର୍ମମ ହତ୍ୟା ସହ ଜଡିତ, ଯାହାର ପଛରେ ଚୋରାମାଲ ବଣ୍ଟନକୁ ନେଇ ସାଧାରଣ ବିବାଦ ଥିବା ତଥ୍ୟ ସାମ୍ନାକୁ ଆସିଛି। ଏହି ମାମଲାରେ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଜଣେ ନାବାଳକଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ଆଇନ ଅନୁଯାୟୀ ହିରାସତରେ ନିଆଯାଇଛି।ସୂଚନା ଅନୁସାରେ, ଏହି ଘଟଣା ୯ ଜୁନ ୨୦୨୬ ଦିନ ଘଟିଥିଲା। ଅପରାହ୍ନ ପ୍ରାୟ ୧:୩୦ ମିନିଟ୍ ସମୟରେ ବଡବିଲ ଥାନା ଏଏସଆଇ ଜନ୍ମଜୟ ବ୍ରହ୍ମା ନିୟମିତ ପେଟ୍ରୋଲିଂ କରୁଥିବାବେଳେ ଏନଏଚ-୫୨୦ ଠାରୁ ପ୍ରାୟ ୮୦୦ ମିଟର ଦୂରରେ ଥିବା ମୁଣ୍ଡା ସାହି ନିକଟ ଏକ ଗଭୀର ଖାଇରେ ଏକ ଅଜଣା ଶବ ଥିବା ଗୁପ୍ତ ସୂଚନା ପାଇଥିଲେ। ସୂଚନା ପାଇ ପୋଲିସ୍ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଡଗ୍ ସ୍କ୍ୱାଡ୍, ସାଇଣ୍ଟିଫିକ୍ ଟିମ୍ ସହିତ ଅଞ୍ଚଳକୁ ସିଲ୍ କରିଥିଲେ। ପ୍ରାଥମିକ ତଦନ୍ତରେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା। ପରେ ମୃତକଙ୍କ ପରିଚୟ ଜୋଡା ଥାନା ହୁଡ଼ିସାହି ଗ୍ରାମର ୧୮ ବର୍ଷୀୟ ବାଦଲ ସିଂ ଭାବେ ହୋଇଥିଲା।ପୋଲିସ୍ ତଦନ୍ତରେ ପ୍ରକାଶ ପାଇଛି ଯେ ମୃତକ ଓ ଅଭିଯୁକ୍ତମାନେ ପୂର୍ବରୁ ଚୋରି ଓ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟରେ ସଂପୃକ୍ତ ଥିଲେ। ନାବାଳକ ଅଭିଯୁକ୍ତ ବାଦଲ ସିଂଙ୍କ ମୋବାଇଲ୍ ଫୋନ୍ ରଖି ନେଇଥିବାରୁ ବିବାଦ ଆରମ୍ଭ ହୋଇଥିଲା। ୮ ଜୁନରେ ତିନିଜଣ ଜୋଡା ଅଞ୍ଚଳରେ ନାବାଳକଙ୍କ ଘରେ ମିଳିଥିଲେ ଏବଂ ପରେ ଘଟଣାସ୍ଥଳକୁ ଯାଇ ମଦ ଓ ଗଞ୍ଜେଇ ସେବନ କରିଥିଲେ। ନିଶା ଅବସ୍ଥାରେ ବାଦଲ ସିଂ ସୋଇପଡିଥିବାବେଳେ  ଅଭିଯୁକ୍ତ ସଞ୍ଜୟ ମୁଣ୍ଡା ଓ ନାବାଳକ ମିଶି ଭାରୀ ପଥରରେ ତାଙ୍କ ମୁଣ୍ଡରେ ପ୍ରଚଣ୍ଡ ଆଘାତ କରିଥିଲେ। ଘଟଣା ପରେ ଶବକୁ ଖାଇରେ ଫିଙ୍ଗି ଦେଇ ମୃତକଙ୍କ ମୋବାଇଲ୍ ନେଇ ଅଭିଯୁକ୍ତମାନେ ପଳାଇଥିଲେ। ତଦନ୍ତ ସମୟରେ ପୋଲିସ୍ ଟେକ୍ନିକାଲ୍ ଓ ସାଇଣ୍ଟିଫିକ୍ ସାକ୍ଷ୍ୟ ଆଧାରରେ ଅଭିଯୁକ୍ତଙ୍କୁ ଧରିଥିଲେ। ପଚରାଉଚରାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ମୁଣ୍ଡା ଅପରାଧ ସ୍ୱୀକାର କରିଛନ୍ତି। ତାଙ୍କ ନିଶାନଦେହୀରେ ହତ୍ୟାରେ ବ୍ୟବହୃତ ରକ୍ତ ଲାଗିଥିବା ପଥର ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ଆଇନଗତ ପ୍ରକ୍ରିୟା ଜାରି ରହିଛି।

News Comment

You Might Also Like

BACK TO TOP