Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

ଉତ୍କଳ ଆଶ୍ରମ ରୋଡ଼ ର ଏକ ଏଟିଏମ ରୁ ମହିଳା ଙ୍କ କାର୍ଡ ରୁ ଟଙ୍କା ଠକିନେଲେଦୁର୍ବୁତ୍ତ |

14-Jun-2026

ଦିନ ଦ୍ବିପହର ରେ ମହିଳା ଙ୍କ ଏଟିଏମ୍ ରୁ ୧୦ ,୦୦୦ ଉଠାଇ ନେଇଗଲେ ଦୃବୁତ୍,

ଓଡିଶା ଜନ ମତ ବ୍ୟୁରୋ,

ଆଜି ପୁଣି ବ୍ରହ୍ମପୁର ସହର ର ଏକ  ଜନ ଗହଳି ପୂର୍ଣ୍ଣ ଏଟିଏମ ରୁ ଟଙ୍କା ଉଠାଇବାକୁ ଆସିଥିବା ଜଣେ ମହିଳା ଙ୍କ କାର୍ଡ ରୁ ଟଙ୍କା ଉଠାଇ ନେଇଗଲା ଦୁର୍ବୁତ୍ତ |  ଏପରି ଏକସ୍ପର୍ଶ କାତର ଘଟଣା ଘଟିଛି ସୁବାରାଓ ଛକ ଠାରୁ ଉତ୍କଳ ଆଶ୍ରମ ରାସ୍ତା ପାଶ୍ୱର୍ରେ ଥିବା ଏକ ଏଟିଏମ୍ କାଉଣ୍ଟର ରୁ ଅତି ଚତୁରତାର ସହ ଜଣେ ଦୃବୁତ 10.000 ଟଙ୍କା ଉଠାଇ ନେଇଗଲା, ବୈଦ୍ୟନାଥ ପୁର ଥାନା ରେ ହୋଇଛି ଅଭିଯୋଗ, ସୂଚନା ଅନୁଯାଇ ଜୟଶ୍ରୀ ନାୟକ ନାମ୍ନୀ ଜଣେ ମହିଳା,ନିଜ ଷ୍ଟେଟ ବ୍ୟାଙ୍କ ଏଟିଏମ୍ କାର୍ଡ ଧରି ଟଙ୍କା ଉଠାଇ ବାକୁ ଯାଇଥିବା ବେଳେ, କାର୍ଡ ଟି ବାହାରି ନଥିଲା। ତାପରେ ନିକଟରେ କାନ୍ଥ ରେ ନମ୍ବର ସହ ଯୋଗ ଯୋଗ କରିବାକୁ କୁହାଯାଇଥିଲା , ଉକ୍ତ ନମ୍ୱର୍ ରେ କଥା ହେବାରୁ ମହିଳା ଜଣକୁ ଚାଲି ଯିବାକୁ କୁହାଯାଇଥିଲା, ନମ୍ୱର୍ ରେ କୁହାଯାଇଥିଲା ଯେ , ସିସିଟିଭି।ଅଛି ଯାଆନ୍ତୁ, ପରେନେବେ,କିଛି ଅସୁବିଧା ନାହିଁ, ମହିଳା ଜଣକ ନିଜ କାର୍ଯ୍ୟରେ ଯାଇକି ଆସିବା ବେଳେ କେହି ଜଣେ ଅନ୍ୟ ଏକ ଏଟିଏମ୍ ରୁ ଟଙ୍କା କାଢି ଦେଇଥିବା ମେସେଜ ଆସୁଥିଲା, ତାପରେ ଉକ୍ତ ନମ୍ୱର୍ ରେ ଯୋଗାଯୋଗ କରିବାରୁ ଆଉ ଉଠେଇ ନଥିଲା, ତାପରେ ଥାନା ରେ ଲିଖିତ ଅଭିଯୋଗ କରାଯାଇଛି, ଏମିତି ଠକେଇ ପୂର୍ବରୁ ହୋଇଥିବା ପୋଲିସ ସୂଚନା ଦେଇଛି,ଅତିଶୀଘ୍ର ସିସିଟିଭି ଯାଞ୍ଚ କରାଯାଇ ଦୃବୁତ୍ କୁ ଧରାଯିବ ବୋଲି ପୋଲିସ କହିଛି, ଏ ସଂକ୍ରାନ୍ତ
ରେ ଜନସାଧାରଣ ସଚେତନ ରହିବା ଜରୁରୀ,ଏପରି ଟଙ୍କା ଲୁଟ୍ କାମରେ ଏକ ରାକେଟ୍ କାମ କରୁଥିବା ଅଭିଯୋଗ ହୋଇଛି | ଏବଂ ଜନ ସାଧାରଣ ଙ୍କୁ ବାରମ୍ବାର ବିଭିନ୍ନ କାର୍ଯ୍ୟକ୍ରମ ରେ ସଚେତନତା ପୋଲିସ ତରଫରୁ, କ୍ରାଇମ ବ୍ରାଞ୍ଚ ତରଫରୁ ଓ ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ କଲେ ମଧ୍ୟ ସେମାନେ ଠକ ଙ୍କ ହାବୁଡ଼ରେ ପଡ଼ି ସେମାନଙ୍କ ସଞ୍ଚିତ ଅର୍ଥ ହରାଉ ଥିବାର  ଦେଖାଯାଉଛି ||

News Comment

You Might Also Like

BACK TO TOP