Breaking News

ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||     

ଢେଙ୍କାନାଳ ରକ୍ତ ଭଣ୍ଡାର ରେ ମାତିଛନ୍ତି ଦଲାଲ ରୋଗୀଙ୍କୁ କରୁଛନ୍ତି ଶୋଷଣ |

14-Jun-2026

ଜିଲ୍ଲା ରକ୍ତ ଭଣ୍ଡାରରେ ମାତିଛନ୍ତି ଦଲାଲ,

ଓଡିଶା ଜନ ମତ ବ୍ୟୁରୋ,

 ରକ୍ତ ବିନା ମଣିଷ ବଞ୍ଚି ପାରିବ ନାହିଁ  | ତେବେ ରାଜ୍ୟର ବହୁତ ଜିଲ୍ଲାର ରକ୍ତ ଭଣ୍ଡାର ରେ  ମାତିଛନ୍ତି ଲୁଟେରା ଟଙ୍କା ନେଇ ରୋଗୀଙ୍କୁ ରକ୍ତ ବିକୁଛନ୍ତି। କାର୍ଯ୍ୟ କରୁଛି ସ୍ବତନ୍ତ୍ର ରାକେଟ୍ ଟାର୍ଗେଟ୍‌ରେ ଗୁରୁତର ରୋଗୀଙ୍କ ସମ୍ପର୍କୀୟ ମାନେ ଆଜି ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି 
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ) ପରିସରରେ ଥିବା ରକ୍ତ ଭଣ୍ଡାରରେ ମାତିଛନ୍ତି ଦଲାଲ୍। ଜୀବନ ରକ୍ଷା ନାଁରେ କରିଚାଲିଛନ୍ତିଲୁଟ୍। ଗୁରୁତର ରୋଗୀଙ୍କ ସମ୍ପର୍କୀୟଙ୍କୁ କରୁଛତି ଟାର୍ଗେଟ୍। ରକ୍ତର ଯେପରି ଅଭାବ ନରୁହେ ସେଥିପାଇଁ ସରକାରୀସ୍ତରରେ ବିଭିନ୍ନ ଉଦ୍ୟମ କରାଯାଉଛି। ରକ୍ତ ପାଇଁ ବିଭିନ୍ନ  ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ସହ ବିଭିନ୍ନ ସଚେତନତାକାର୍ଯ୍ୟକ୍ରମ ଆୟୋଜନ ହେଉଛି। କିନ୍ତୁ ରକ୍ତ ଭଣ୍ଡାରରେ ରକ୍ତ ନାଁରେ ରୋଗୀଙ୍କୁ ଲୁଟୁଛନ୍ତି ଦଲାଲ୍। ଜରୁରୀ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଗର୍ଗେଟ କରି ଦଲାଲ୍ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି। ବିଶେଷକରି ଦୁର୍ଘଟଟଣାଗ୍ରସ୍ତ,ଗୁରୁତର ଅସୁସ୍ଥ ଓ ଅସ୍ତ୍ରୋପଚାର ନିମନ୍ତେ ଭର୍ତ୍ତି ହେଉଥିବା ରୋଗୀଙ୍କ ପ୍ରତି ପରିବାର ଦଲାଲ୍‌ଙ୍କ ପଞ୍ଚାରେ ପଢୁଛନ୍ତି। ଗୋଟିଏ ରକ୍ତ ୟୁନିଟ୍ ପାଇଁ ଏମାନେ ୧୫ ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଅଦାୟ କରୁଛନ୍ତିI ଏହି ରେକେଟ୍ ପଛରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କିଛିଅସାଧୁକର୍ମଚାରୀ,ସୁରକ୍ଷାକର୍ମୀ ଓ କିଛି ଗାଡ଼ି ଚାଳକ ସାମିଲ ହୋଇଥିବା ଅଭିଯୋଗ ହେଉଛି। ଏମାନଙ୍କ ଉପରେ ଅଙ୍କୁଶ ନଥିବାରୁ ଦିନକୁ ଦିନ ଜିଲ୍ଲା ରକ୍ତ ଭଣ୍ଡାର ପରିସରରେ ଦଲାଲ୍‌ଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି।ଜିଲ୍ଲାରେ ରକ୍ତହୀନତା,କଲସେଲ୍ ଓ ଥାଲାସେମିଆ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। ସେହିପରି ପ୍ରସ୍ତୁତି,ଗୁରୁତରଅସୁସ୍ଥ,
ଦୁର୍ଘଟଣାଗ୍ରସ୍ତ ଓଅସ୍ତ୍ରୋପଚାର ଆବଶ୍ୟକ ରୋଗୀଙ୍କ ରକ୍ତ ନିହାତି ଆବଶ୍ୟକ ପଡ଼ିଥାଏ। ଜିଲ୍ଲାରେ ଥିବା ଏକମାତ୍ର ରକ୍ତ ଭଣ୍ଡାର ଓଡ଼ିଶା ରକ୍ତ କେନ୍ଦ୍ର  ଉପରେ ରକ୍ତ ପାଇଁ ରୋଗୀଙ୍କୁ ନିର୍ଭର କରିବାକୁ ପଢୁଛି। ଯେଉଁ ଅନୁପାତରେ ରକ୍ତ ଆବଶ୍ୟକ ସେତିକି ପରିମାଣ ରେ ରକ୍ତ ସଂଗ୍ରହହୋଇ
ପାରୁନି। ବିଶେଷ କରି ଖରା ଦିନେ ରକ୍ତ ସଙ୍କଟ ଅଧିକ ଦେଖାଦେଇ ଥାଏ। ଏହି ଅଭାବ ପୂରଣ କରିବା ପାଇଁ ରକ୍ତ  ବଦଳ କରିବାକୁ ପଡିଥାଏ। ଭଣ୍ଡାରରେ ରକ୍ତ ମିଳିବାରେ ବିଳମ୍ବ ହେଉଥିବା କିମ୍ବା ରକ୍ତଦାତା ଖୋଜିବାରେ ଅସୁବିଧା ହେଉଥିବା ସମୟ ରେ ଦଲାଲମାନେ ହାଜର ହେଇଯାଉଛନ୍ତି। ଏହିଦଲାଲଗୋଷ୍ଠୀରେକିଛିଅଟୋଚାଳକ ,ସୁରକ୍ଷାକର୍ମୀ,ଆଟେଣ୍ଡାଣ୍ଟ୍, ଚତୁର୍ଥ ଶ୍ରେଣୀ କର୍ମଚାରୀ ସାମିଲ ହୋଇଛନ୍ତି। ନିହାତି ରକ୍ତ ଆବଶ୍ୟକ ରୋଗୀଙ୍କ ସମ୍ପର୍କୀୟଙ୍କ ନିକଟକୁ ଯାଇ ତୁରନ୍ତ ରକ୍ତ ଦେବାର ପ୍ରଲୋଭନ ଦେଖାଉଛନ୍ତି। ଏଥିପାଇଁ ସେ ମାନେ ୧୫ ଶହରୁଦୁଇ ହଜାର ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି। ଅନେକ କ୍ଷେତ୍ରରେ ରୋଗୀଙ୍କ ଜୀବନ ବଞ୍ଚାଇବା ର ଚାପରେ ପରିବାରଲୋକେ ବାଧ୍ଯ ହୋଇ ଟଙ୍କା ଦେଉଥିବା କହୁଛନ୍ତି। ଜିଲ୍ଲା ରକ୍ତ ଭଣ୍ଡାର ରେ ଏହି କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିରେ ଅଙ୍କୁଶ ଲାଗି ପାରୁନାହିଁ। ଏହାଦ୍ୱାରା ବିଶୃଙ୍ଖଳା ସୃଷ୍ଟି ସହ କର୍ମଚାରୀବଦନାମ୍ ହେଉଛନ୍ତି।ଯାହାରକ୍ତକେନ୍ଦ୍ରର ପରିଚାଳନା ଅବ୍ୟବସ୍ଥାକୁ ପଦାରେ ପକାଇଛି। ଏଭଳି ବେଆଇନ୍ କାରବାର ଉପରେ ତୁରନ୍ତ ରୋକ ଲଗାଇବା ସହ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି। ଜିଲ୍ଲା ପ୍ରଶାସନ ଓ ସାସ୍ଥ୍ୟ ବିଭାଗ ଏହି ଘଟଣାର ତଦନ୍ତ କରି ଦଲାଲ ଚିହ୍ନଟ କରିବା ସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

News Comment

You Might Also Like

BACK TO TOP