Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ରାଜନଗର ବ୍ଳକ ଜରିମୂଳ ବଜାର କେନାଲ ନିକଟରେ କୁମ୍ଭୀର ଭୟ ||

16-Jun-2026

୧୬ ଫୁଟ ବଉଳା କୁମ୍ଭୀର କେନାଲ ରୁ ଉଦ୍ଧାର, 

ଓଡିଶା ଜନ ମତବ୍ୟୁରୋ, 

  ଦୀର୍ଘ ଦିନ ଧରି ଏକ ବଉଳା  କୁମ୍ଭୀର କୁ ଦେଖି ଗ୍ରାମବାସୀ ମାନେ ଭାୟାକରି ବନ ବିଭାଗ କୁ ଖବର ଦେଇଥିଲେ | ଏହି ଭୟର ବାତା ବରଣ ଟି ଘଟିଛି ଜରିମୂଳ ବଜାର ସ୍ଥିତ କେନାଲ ରୁ ଗତକାଲି ବନ ବିଭାଗ ୧୬ ଫୁଟ ଲମ୍ବର ଏକ ବଉଳା କୁମ୍ଭୀର ଉଦ୍ଧାର କରିଛି। ସୂଚନା ଯୋଗ୍ୟ କିଛି ଦିନ ହେବ ଉକ୍ତ ବଉଳା କୁମ୍ଭୀରଟି ବାରମ୍ବାର ଜରିମୂଳ ବଜାର ନିକଟରେ ରହିଥିବା କେନାଲ ମଧ୍ୟରେ ଏପଟ ସେପଟ ହେବା ସହିତ ମୁଣ୍ଡ ଟେକୁଥିଲା,ସ୍ଥାନୀୟ ଲୋକେ ଏହାକୁ ଦେଖି ଭୟଭୀତ ହେବା ସହିତ କେନାଲ କୂଳକୁ ଭୟରେ ଯାଉ ନଥିଲେ,ତେବେ ଗତକାଲି ଏହି କୁମ୍ଭୀରକୁ ଧରିବା ପାଇଁ ଗ୍ରାମବାସୀ ରାଜନଗର ବନ ବିଭାଗକୁ ଖବର କରିବା ପରେ ବନ ଖଣ୍ଡ ଅଧିକାରୀ ବର୍ଦ୍ଧରାଜ ଗାଓଁକର ଙ୍କ ନିର୍ଦ୍ଧେଶ କ୍ରମେ ରାଜନଗର ଫରେଷ୍ଟର ବିଜୟ କୁମାର ପାତ୍ର ଙ୍କ ନେତୃତ୍ୱରେ ୧୨ ଜଣ ବନ କର୍ମଚାରୀ ଓ ଡାଙ୍ଗମାଳ ରେଞ୍ଜର ୧୦ ବନ କର୍ମଚାରୀ ଙ୍କ ମିଳିତ ସହଯୋଗରେ ସକାଳ ଠାରୁ ଅପରାହ୍ନ ପର୍ଯ୍ୟନ୍ତ ଉକ୍ତ କୁମ୍ଭୀରକୁ ଧରିବା ପାଇଁ ଅନେକ ପ୍ରୟାସ ବନ କର୍ମଚାରୀ କରିଥିଲେ ସୁଦ୍ଧା ସ୍ଥାନୀୟ ଲୋକଙ୍କ ଗହଳିରୁ ତାହା ସଫଳ ହୋଇନଥିଲା,ଫଳରେ ବନ ବିଭାଗ ରାଜନଗର ପୋଲିସ ର ସହାୟତାରେ ଉକ୍ତ ୧୬ ଫୁଟ ବଉଳା କୁମ୍ଭୀର କେନାଲ ରୁ ଉଠି ବିଲରେ ଦୌଡ଼ି ଯାଇ ବଡ଼ କେନାଲ ଭିତରେ ପସିବା ଆଗରୁ ବନ କର୍ମଚାରୀ ଜାଲ ସାହାଯ୍ୟରେ ଉକ୍ତ ୧୬ ଫୁଟ ବଉଳା କୁମ୍ଭୀରକୁ କାବୁ କରି ନେଇଥିଲା। ତେବେ ଉକ୍ତ ବଉଳା କୁମ୍ଭୀରକୁ ବନ ବିଭାଗ ଉଦ୍ଧାର କରିବା ପରେ ଭିତରକନିକା କ୍ରିକ ଠାରେ ଛଡା ଯାଇଛି।

News Comment

You Might Also Like

BACK TO TOP