Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ରାୟଗଡା ରେ ଚାଲିଛି ବେଦଢ଼କ ଗୋରୁ ଚାଲାଣ,

16-Jun-2026

ବେଧଡ଼କ ଭାବେ ବଢ଼ି ଚାଲିଛି ଗୋରୁ ଚାଲାଣ,ଗୋରୁ ମାଫିଆଙ୍କ ବିରୁଦ୍ଧରେ ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କେବେ ?

 ଓଡିଶା ଜନ ମତ,ରାୟଗଡା, 

କାମେଶ୍ୱର କର କରିଆ :---

ଦିନକୁ ଦିନ ବଢ଼ି ଚାଲିଛି ଗୋ ଚାଲାଣ  ।ଗୋରୁ ମାଫିଆ ମାନେ ପୋଲିସ ଆଖିରେ ଧୂଳି ଦେଇ ଦିନ ଦିପହର ରେ କରୁଛନ୍ତି ଗୋ ଚାଲାଣ ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ରାମନାଗୁଡା ଅଞ୍ଚଳରେ। ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର ,ଟିଟିଲାଗଡ଼ ଅଞ୍ଚଳ ରୁ ହଜାର ହଜାର ଗୋରୁ ମାନଙ୍କୁ ନେଇ ମୁନିଗୁଡା ,ବିଷମକଟକ ରାମନାଗୁଡା ଅଞ୍ଚଳ ଦେଇ   ଗଜପତି ଜିଲ୍ଲା ବଲଦା ହାଟକୁ ଯାଏ ସେଠାରୁ ସେମାନେ ସେଠାରୁ ଆନ୍ଧ୍ରପ୍ରଦେଶ ସମେତ ତାମିଲନାଡୁ, କେରଳ ରାଜ୍ୟକୁ ଚାଲାଣ କରିଥାନ୍ତି। ସେହିପରି ରାମନାଗୁଡା ବ୍ଲକ ସୀମାନ୍ତ କାଟିକି ଗ୍ରାମ ଦେଇ ଭାୟା କେଦାରପୁର, ଲଷ୍ମୀପୁର ଠାରୁ ଟ୍ରକ ଯୋଗେ ଆନ୍ଧ୍ରପ୍ରଦେଶ ର ବିଭିନ୍ନ ସ୍ଥାନ କୁ ଗୋ ଚାଲାଣ କରିଥାନ୍ତି।ହିନ୍ଦୁ ଧର୍ମ ର ପରମ୍ପରା ଅନୁଯାୟୀ  ଗାଈ ଗୋରୁ ମାନଙ୍କୁ ଲୋକେ ପୂଜା କରୁଥିବା ବେଳେ ସେମାନଙ୍କ ଦେହରେ ୩୩ କୋଟି ଦେବତା ବାସ କରନ୍ତି ବୋଲି ବିଶ୍ଵାସ କରାଯାଏ ।ଆଗାମୀ ଦିନରେ ଏଥିପ୍ରତି ରୋକ୍ ନ ଲାଗିଲେ ଗାଈ ଗୋରୁ ମାନଙ୍କୁ ଦେଖିନା ସ୍ୱପ୍ନ ହେବା ସହ ପୂଜା ରେ ବ୍ୟବହାର କରିବା ପାଇଁ ଗୋବର ଏବଂ ଗୋ ମୂତ୍ର ଆଉ ମିଳିବକି ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହି ଗୋମାତା କୁ ଏହି କିଛି ଗୋରୁ ଚାଲାଣ ମାଫିଆ ମାନେ ଦିନ  ଦିପହରେ ମ୍ୟାକ୍ସ ପିକଅପ ଯୋଗେ ଲୋଡ଼ କରି ନେଉଥିବା ଦେଖିବାକୁ ମିଳୁଛି।କିନ୍ତୁ ଏଥିପ୍ରତି ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି କଣ ପାଇଁ ତାହା ଏବେ ସାଧାରଣ ରେ ବଡ଼ ପ୍ରଶ୍ନ ହୋଇ  ଛିଡା ହୋଇଛି । ତେଣୁକରି ପ୍ରଶାସନ ପକ୍ଷରୁ ଗୋ ଚାଲାଣକାରୀ ପ୍ରତି କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗୋ ଚାଲାଣ ବନ୍ଦ କରିବାକୁ  ସାଧାରଣ ରେ ଦାବି ହେଉଛି ।ଏହି ଘଟଣା ସମ୍ପର୍କରେ ରାମନାଗୁଡା ଥାନା ଅଧିକାରୀ ଶ୍ରୀମତୀ କିରଣ ବାଳା ସାମଲଙ୍କୁ ଯୋଗାଯୋଗ କରିବାରୁ  ଗୋରୁ ଚାଲାଣ ଉପରେ ରୋକ ଲାଗିବ ଏବଂ ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ରେ କହିଥିଲେ ।ଦେଖାଯାଉ  ଗୋରୁ ମାଫିଆଙ୍କ ପ୍ରତି କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଏବେ ଦେଖିବାକୁ ବାକି ରହିଲା ।

News Comment

You Might Also Like

BACK TO TOP