Breaking News

କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||     

କାଠ କାଟି ତାକୁ ନେବାପାଇଁ ରଖିଥିଲା ବେଳେ ଜବତ କଲା ବନ ବିଭାଗ |

29-Jun-2026

 ରେଙ୍ଗାଳି ଗେଟ ନିକଟରେ ରଖାଯାଇଥିବା  30ସିଫ୍ଟ ଶାଗୁଆନ
 କାଠ କୁ ଜବତକଲା ଗଣ୍ଠି ଗାଡ଼ିଆ ବିଟଫରେଷ୍ଟ ଟିମ |

    ଓଡିଶା ଜନ ମତ ବ୍ୟୁରୋ,

ପୋଲିସ କିମ୍ବା ବନ ବିଭାଗ ଡାଳେ ଡାଳେ ଗଲେ ପତ୍ରେ, ପତ୍ରେ ଗତି କରନ୍ତି ମାଫିଆ ମାନେ ||ବିଶେଷ କରି ଓଡ଼ିଶାର ଅଧିକାଂଶ ଜିଲ୍ଳାର ବନ୍ୟ ସମ୍ପଦ ତଥା ମୂଲ୍ୟବାନ କାଠକୁ କାଟି ବିକ୍ରି କରିଥାନ୍ତି କାଠ ମାଫିଆ ମାନେ | ତେବେ କାଠ କାଟି ତାକୁ ନେବାପାଇଁ ରଖିଥିଲା ବେଳେ ବନ ବିଭାଗ କୌଣସି  ସୂତ୍ରରୁ ଖବର ପାଇ ଚଢ଼ାଉ କରି କାଠକୁ ଜବତ କରିଛି | ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଦକ୍ଷିଣ ପାର୍ଶ୍ଵରେ ଥିବା ରେଙ୍ଗାଳି କେନାଲ ନିକଟରେ ଗଛମୂଳେ ରଖାଯାଇଥିବା ୩୦ ସିଫ୍ଟ ଶାଗୁଆନ କାଠକୁ ବନ ବିଭାଗ ଜବତ କରିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ତାଳଚେର ରେଞ୍ଜ ଗଣ୍ଠିଗାଡ଼ିଆ ବିଟ୍‌ର ଫରେଷ୍ଟର ବୈଶିଷ୍ଠ ଦେହୁରୀଙ୍କ ନେତୃତ୍ବରେ ଉକ୍ତ ସ୍ଥାନ ଉପରେ ଚଢ଼ଉ କରି ଜବତ କାଠ ଜବତ କରିଥିବା ଜଣାପଡିଛି ।କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି | ଚଢ଼ଉରେ ଫରେଷ୍ଟ ଗାର୍ଡ ମନ୍ମଥ ମହାନ୍ତି, ନିବେଦିତା ପ୍ରଧାନଙ୍କ  ସମେତ ବନ ବିଭାଗର ସ୍ପାଇ‌ଡ୍ ସଦସ୍ୟ ସାମିଲ ଥିଲେ |

News Comment

You Might Also Like

BACK TO TOP