Breaking News

ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||     

7କିମି ରାସ୍ତା ପାଇଁ 70ଗୋଟି ହମ୍ପସ,ନିରାପଦ ବଦଳ ରେ ଘଟୁଛି ଦୁର୍ଘଟଣା |

11-Jul-2026

ବିପଦଜନକ ପାଲଟିଛି ରାସ୍ତା, 7କିମି ରାଇଛନ୍ଦା ଠାରୁ ମଞ୍ଜୁରୀ ପଡା ରେ  70 ହମ୍ପସ | 

ଓଡିଶା ଜନ ମତ ବ୍ୟୁରୋ,

 ଅମାନିଆ ଦ୍ରୁତ ଗାଡି ଚାଳକ ଙ୍କ ପାଇଁ ସରକାର ଙ୍କ ବିଭାଗୀୟ ଅଧିକାରୀ ମାନେ ରାସ୍ତା ଉପରେ ହମ୍ପସ ତିଆରି ଜରନ୍ତି | କିନ୍ତୁ 7କିମି ରାସ୍ତା ପାଇଁ 70 ଗୋଟି ହମ୍ପସ ତିଆରି ହୋଇଥିବା ଯୋଗୁଁ ରାସ୍ତାରେ ଯାତାୟତ ରେ ସୁରକ୍ଷା ବଦଳରେ ଦୁର୍ଘଟଣା ବେଶି ହେଉଛି | ଏପରି ସ୍ଥାନ ହେଉଛି ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ଠାରୁ ମଞ୍ଜୁରୀପଡ଼ା ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ରାସ୍ତାରେ ସୃଷ୍ଟି ହୋଇଥିବା ଅସଂଖ୍ୟ ‘ସ୍ପିଡ୍ ବ୍ରେକର୍’ ବା ହମ୍ପସ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ମାତ୍ର ୭ କିଲୋମିଟର ଦୂରତା ମଧ୍ୟରେ ୭୦ରୁ ଉର୍ଦ୍ଧ୍ୱ ହମ୍ପସ ନିର୍ମାଣ କରାଯାଇଥିବାରୁ ଏହି ରାସ୍ତାରେ ଗମନାଗମନ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।ନିରାପତ୍ତା ନିୟମକୁ ଅଣଦେଖା କରି ଅତି ଅଳ୍ପ ବ୍ୟବଧାନରେ ଏତେ ସଂଖ୍ୟକ ହମ୍ପସ କିଭଳି ନିର୍ମାଣ ହେଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଏହି ହମ୍ପସଗୁଡ଼ିକର ଉଚ୍ଚତା ମଧ୍ୟ ଆବଶ୍ୟକତାଠାରୁ ଅଧିକ ରହିଛି।
​ବିଶେଷକରି ରାତି ସମୟରେ ଅଜଣା ପଥଚାରୀ ଏବଂ ଦୁଇ ଚକିଆ ଯାନ ଚାଳକମାନେ ଏହି ହମ୍ପସକୁ ଦେଖି ନପାରି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଉଛନ୍ତି।ଏହି ରାସ୍ତା ଦେଇ ଯାତ୍ରା କରୁଥିବା ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା ଏବଂ ଗୁରୁତର ରୋଗୀଙ୍କ ପାଇଁ ଏହି ରାସ୍ତା ଯାତ୍ରା ଯନ୍ତ୍ରଣାଦାୟକ ହୋଇପଡ଼ିଛି।​ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗାଁ ରାସ୍ତାରେ ଗାଡ଼ିର ଗତି ନିୟନ୍ତ୍ରଣ କରିବା ପାଇଁ ହମ୍ପସ ଦରକାର, କିନ୍ତୁ ପ୍ରତି କିଛି ମିଟରରେ ଗୋଟିଏ ହମ୍ପସ୍ ଲୋକଙ୍କ ପାଇଁ ସୁବିଧା ବଦଳରେ ଅସୁବିଧାର କାରଣ ହୋଇଛି। ଏ ନେଇ ବାରମ୍ବାର ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।ଏହି ରାସ୍ତାରେ ଥିବା ବେଆଇନ ଓ ଅଯଥା ହମ୍ପସଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ହଟାଇବା ସହିତ ବିଜ୍ଞାନସମ୍ମତ ଭାବେ କେବଳ ଆବଶ୍ୟକ ସ୍ଥାନରେ ହିଁ ସ୍ପିଡ୍ ବ୍ରେକର୍ ରଖିବାକୁ ଦାବି ହୋଇଛି। ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

News Comment

You Might Also Like

BACK TO TOP