Breaking News

ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||     

ଉଦ୍ୟାନ ବିଭାଗ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ନିମ୍ନମାନର ||

11-Jul-2026

ଉଦ୍ୟାନ ବିଭାଗ ଗୋଦାମ ଗୃହ ନିର୍ମାଣରେ  ଅତି ନିମ୍ନମାନର କାମହୋଇଥିବା  ନେଇ ଜନ ସାଧାରଣ ଙ୍କ  ଅଭିଯୋଗ ||

ଓଡିଶା ଜନ ମତ ବ୍ୟୁରୋ,
ରଜକନିକା ଉଦ୍ୟାନ କୃଷି ବିଭାଗରେ ନିର୍ମାଣଧୀନ ରହିଥିବା ୧୨ ଶହ ବର୍ଗଫୁଟର ଏକ ଗୋଦାମ ଗୃହନିର୍ମାଣରେ ବ୍ୟାପକ ଅନିୟମିତତା ହୋଇ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ବିଭାଗୀୟ ଏହି କାମକୁ କେନ୍ଦ୍ରାପଡ଼ା ର ଜନୈକ ଠିକାଦାର କରୁଥିବା ବେଳେ ଏହି ଗୋଦାମଗୃହ ନିର୍ମାଣ ପାଇଁ ୭୦ ଲକ୍ଷ ଟଙ୍କା ବ୍ୟୟବରାଦ ରହିଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ କହିଛନ୍ତି। ତେବେ କାମ ସମ୍ପର୍କରେ ସବିଶେଷ ସୂଚନା ମାଗିବାରୁ ଆମେ ଏହା ଦେଇପାରିବୁ ନାହିଁ, ଆପଣ ଏହା ଜାଣିବାକୁ ଚାହୁଁଥିଲେ ଆରଟିଆଈ ମାଧ୍ୟମରେ ମାଗନ୍ତୁ ବୋଲି ଯନ୍ତ୍ରୀ ଜାନକୀ ମହାପାତ୍ର ସ୍ପଷ୍ଟ ଭାବରେ କହିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ ଏକ ବିଭାଗୀୟ କାମ ସମ୍ପର୍କରେ କୌଣସି ସାଧାରଣ ସୂଚନା ନ ଦେଇ ସମ୍ପୃକ୍ତ ଯନ୍ତ୍ରୀ କଡା ସ୍ୱରରେ ଜବାବ ରଖିବା କାମର ସ୍ଵଛତା ଓ ମାନ ନେଇ ସନ୍ଦେହ ପ୍ରକାଶ କରିଛି। ପ୍ରକାଶ ଯେ ରାଜକନିକା ଉଦ୍ୟାନ କୃଷି ବିଭାଗ ପରିସରରେ ଏକ ଗୋଦାମ ଗୃହ ପାଇଁ ଏବେ ପ୍ଳିନ୍ଥ ଲେବଲ ଯାଏ କାର୍ଯ୍ୟ ଜାରି ରହିଥିବା ବେଳେ ଏହି କାମରେ ବ୍ୟବହୃତ ରଚା ବାଲି ବଦଳରେ ଧସା ବାଲି ଦିଆଯିବା ଏବଂ ୫/୮ଇଞ୍ଚ ଗୋଡି ବଦଳରେ ୩/୪ ଇଞ୍ଚ ଗୋଡି ବ୍ୟବହାର କରାଯାଉଛି। କଂକ୍ରିଟ ହେବାକୁ ଥିବା ଏହି ଗୋଦାମ କାମରେ ରଡ଼, ଗୋଡି, ବାଲି ରେ ଠିକାଦାର ନିଜର ମନମାନୀ ଚଳାଇ କାମ କରିବାକୁ ଆଜି କିଛି ସଚେତନ ଯୁବକ ବିରୋଧ କରି ଜାମ ସମ୍ପର୍କରେ ତଥ୍ୟ ମାଗିବାରୁ କାମ କରୁଥିବା ମିସ୍ତ୍ରୀ ମଧ୍ୟ କାମ ସମ୍ପର୍କରେ କୌଣସି ତଥ୍ୟ ଦେଇ ପାରି ନ ଥିଲେ। ସରକାରୀ ଅର୍ଥ ବ୍ୟୟରେ ବିଭାଗୀୟ ଡିଜାଇନ ଅନୁମୋଦନରେ ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଆରମ୍ଭରେ ଅତି ନିମ୍ନମାନର କାମ କରାଯିବା, ସବୁଠୁ ଆଶ୍ଚର୍ଜ୍ୟଜନକ କଥା ହେଉଛି କୌଣସି କାମ ପୂର୍ବରୁ କାମର ସୂଚନା ଫଳକ ନ ଲଗେଇ ହେଇଥିବା ଏହି କାମ ସମ୍ପର୍କରେ ଉଦ୍ୟାନ ବିଭାଗର ଉଚ୍ଚ କର୍ତ୍ତ୍ତୁପକ୍ଷ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏତେ ବଡ଼ ପ୍ରକଳ୍ପ କାର୍ଯ୍ୟର ଖର୍ଚ୍ଚ ଅଟକଳ ଓ ଡିଜାଇନକୁ ସାର୍ବଜନିନ କରିବାକୁ ସାଧାରଣରେ ଦାବୀ ହୋଇଛି। ଲୋକଙ୍କ ସ୍ୱାର୍ଥ ସମ୍ବଳିତ ଏହି ନିର୍ମାଣରେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ସ୍ପଷ୍ଟ ହୋଇଥିବାରୁ କାମର ମାନ ଓ ଖର୍ଚ୍ଚର ବିବରଣୀ ସାର୍ବଜନୀନ କରିବାକୁ ଦାବୀ ହୋଇଛି

News Comment

You Might Also Like

BACK TO TOP