Breaking News

ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||     

ଭାରତରେ ଏପରି ଏକ ମନ୍ଦିର ଅଛି ମାଆ ଙ୍କୁ ପୂଜା କଲେ ମିଳେ ଜୀବନ ସାଥୀ |

14-Jul-2026

ଭାରତରେ ଏକ ମନ୍ଦିର ଅଛି ଯେଉଁଠି ଯୁବକ ମାଆ ଙ୍କୁ ପୂଜାକଲେ  ମିଳେ ଜୀବନ ସାଥୀ ,

|ଓଡିଶା ଜନ ମତ ବ୍ୟୁରୋ,

ଶାସ୍ତ୍ର ରେ ଲେଖାଅଛି ଯାହାନାହିଁ ଭାରତେ ତାହାନାହିଁ ଜଗତେ | ସେପରି ଭାରତ ର କୋଣ ଅନୁକୋଣ ରେ ସବୁକିଛି ମିଳି ପାରିବ  | ସେମିତି ଦେଖିଲେ ଜଣେ ଯୁବକ କୁ ତାର ମନର ସାଥିଟିଏ ପାଇବାକୁ ସେ ବହୁତ କଷ୍ଟ ସ୍ୱୀକାର କରେ, ଏପରିକି ଆଜିର ଦିନରେ ନିଜ ଜାତିର ଗୋଟିଏ ଝିଅ ମିଳିବା କଷ୍ଟ କର ହୋଈ ପଡିଛି | ତେବେ ଭାରତରେ ମା’ଙ୍କୁ ଡାକିଲେ ଦିଅନ୍ତି ପ୍ରେମିକା,କେବଳ ଯୁବକଙ୍କ ପାଇଁ ମନ୍ଦିର ଖୋଲା
ଆଧ୍ୟାତ୍ମିକତାର ଏହି ଦେଶକୁ ଅନେକ ଚମତ୍କାରୀ ମନ୍ଦିର ନିଜ ବାସସ୍ଥାନ ରୂପେ ଚୟନ କରିଛନ୍ତି । କେଉଁ ମନ୍ଦିରରେ ଅବିବାହିତଙ୍କ ବିବାହ ସ୍ଥିର ହୋଇଯାଏ ତ ଆଉ କେଉଁଠି ଦୁଃସାଧ୍ୟ ରୋଗ ଠିକ୍ ହୋଇଯାଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି ।ଭାରତ ହେଉଛି ଏମିତି ଏକ ଦେଶ ଯେଉଁଠି ପାଦେ ପାଦେରେ ମନ୍ଦିର ଦେଖିବାକୁ ମିଳିଯାଏ । ଆଧ୍ୟାତ୍ମିକତାର ଏହିଦେଶକୁ ଅନେକ ଚମତ୍କାରୀ ମନ୍ଦିର ନିଜ ବାସସ୍ଥାନ ରୂପେ ଚୟନ କରିଛନ୍ତି । କେଉଁ ମନ୍ଦିରରେ ଅବିବାହିତଙ୍କ ବିବାହ ସ୍ଥିର ହୋଇଯାଏ ତ ଆଉ କେଉଁଠି ଦୁଃସାଧ୍ୟ ରୋଗ ଠିକ୍ ହୋଇଯାଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି । କିନ୍ତୁ ଭାରତର ଏକ ପ୍ରାନ୍ତରେ ଏଭଳି ବି ଏକ ମନ୍ଦିର ଅଛି ଯାହା ପ୍ରେମକୁ ପାଇବାରେ ସାହାଯ୍ୟ କରେ କେବେ ଶୁଣିଛନ୍ତି କି? ହଁ ଦର୍ଶକବନ୍ଧୁ ଏହି ମନ୍ଦିରରେ ସେହି ଯୁବକମାନଙ୍କର ଭିଡ଼ ଜଣେ ଯେଉଁମାନେ ନିଜ ପ୍ରେମିକାଙ୍କୁ ସ୍ତ୍ରୀ ରୂପେ ପାଇବା ପାଇଁ ଆଶା ବାନ୍ଧିଥା’ନ୍ତି ଏବଂ ପ୍ରେମିକାକୁ ଜୀବନସାଥୀ ରୂପେ ପାଇବା ପାଇଁ ମା’ଙ୍କ ଆଶୀର୍ବାଦ ଲୋଡ଼ିଥା’ନ୍ତି । ମା’ମଧ୍ୟ ଭକ୍ତଙ୍କ ମନବାଞ୍ଝା ପୂରଣ କରିଥିବାର ବିଶ୍ବାସ ରହିଛି । କିନ୍ତୁ ଏହି ମନ୍ଦିରକୁ ଯିବାକୁ ହେଲେ କିଛି ନିୟମ ପାଳନ କରିବାକୁ ପଡ଼େ । ତେବେ କ’ଣ ଏହି ନିୟମ ଏବଂ କେଉଁଠି ଅଛି ଏହି ଚମତ୍କାରୀ ମନ୍ଦିର  ତା ବିଷୟରେ ଆସନ୍ତୁ ଜାଣିବା |ଭାରତର ଲଭ୍ ଟେମ୍ପଲ୍ ପ୍ରେମ ମନ୍ଦିର ଭାବେ ଏହି ମନ୍ଦିରଟି ଖୁବ୍ ପ୍ରସିଦ୍ଧ । ଯେଉଁଠି ଯୁବକମାନେ ନିଜ ପ୍ରେମିକାଙ୍କୁ ଜୀବନସାଥୀ ରୂପେ ପାଇବା ପାଇଁ ମା’ଙ୍କ ଶରଣକୁ ଆସିଥା’ନ୍ତି । ଏହି ମନ୍ଦିର ଛତିଶଗଡ଼ରେ ଅବସ୍ଥିତ । ଯାହାର ନାଁ ‘ମାତା ମୁକଡ଼ି ମାଉଲି’ ମନ୍ଦିର  ରୂପେ ପରିଚିତ |  ଛତିଶଗଡ଼ ର ଦନ୍ତେୱାଡ଼ା ଜିଲ୍ଲା ନିକଟ ରେ ଏହି ରହସ୍ୟମୟ ମନ୍ଦିର ରହିଛି । ମାନ୍ୟତା ଏବଂ ପୌରାଣିକ କଥା ଅନୁସାରେ, ମାତା ମୁକଡ଼ି ମାଉଲି ଜଣେ ବନ ରାକ୍ଷସୀ ଥିଲେ । କିନ୍ତୁ ଆଜି ସେ ଶ୍ରଦ୍ଧାଳୁ, ଖାସ୍ କରି ପ୍ରେମୀମାନଙ୍କ ପାଇଁ ଜଣେ ଦେବୀ ସଦୃଶ ପାଲଟି ଯାଇଛନ୍ତି । ନିଜ ପ୍ରେମିକାକୁ ଜୀବନସାଥୀ ରୂପେ ପାଇବା ପାଇଁ ଯୁବକମାନେ ଏଠାକୁ ଆସି ମା’ଙ୍କ ଶରଣାପନ୍ନ ହୁଅନ୍ତି । ବିଶ୍ୱାସ ରହିଛି ଯେ ଯେଉଁ ଯୁବକ ଏଠାରେ ସ୍ବଚ୍ଛ ମନରେ ପ୍ରାର୍ଥନା କରନ୍ତି ମା’ ତାଙ୍କ ମନସ୍କାମନା ନିଶ୍ଚୟ ପୂରଣ କରନ୍ତି । ଏହି ମନ୍ଦିରରେ ପୂଜା କରିବାର ପଦ୍ଧତି ଅତ୍ୟନ୍ତ ନିଆରା ଓ ଆଶ୍ଚର୍ଯ୍ୟଜନକ । ପ୍ରେମିକାକୁ ପାଇବା ପାଇଁ ଯୁବକମାନଙ୍କୁ ମା’ଙ୍କ ଦରବାରରେ ନିଜ ପ୍ରେମିକାର ଏକ ଫଟୋ ଏବଂ ତାଙ୍କ ପୋଷାକର ଏକ ଛୋଟ ଖଣ୍ଡ ଦେଖାଇବାକୁ ପଡ଼ିଥାଏ । ଏହା ପରେ ସେହି ଫଟୋ ଏବଂ କପଡ଼ାକୁ ମନ୍ଦିର ପରିସରରେ ଥିବା ଏକ ଭାରୀ ପଥର ତଳେ ଚାପି ରଖାଯାଏ । କୁହାଯାଏ ଯେ ଯେତେବେଳେ ମା’ ଏହି ପୂଜାରେ ପ୍ରସନ୍ନ ହୁଅନ୍ତି ସେତେବେଳେ ସେ ପ୍ରେମୀ ଏବଂ ପ୍ରେମିକାଙ୍କୁ ଏକ କରିଦିଅନ୍ତି ।ମାନ୍ୟତା ଅନୁଯାୟୀ ଯଦି ମା’ଙ୍କ କୃପାରୁ ପ୍ରେମୀଯୁଗଳଙ୍କ ମିଳନ ହୋଇଯାଏ ତେବେ ଯୁବକଙ୍କୁ ପୁଣି ଥରେ ଏହି ମନ୍ଦିରକୁ ଆସିବାକୁ ପଡ଼ିଥାଏ । ମାନସିକ ପୂର୍ଣ୍ଣ ହେବା ପରେ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଭୋଗ ଲଗାଇବାର ପରମ୍ପରା ମଧ୍ୟ ରହିଛି । ଏହି ମନ୍ଦିରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ ଏଠାରେ କେବଳ ଯୁବକ ବା ପୁରୁଷମାନଙ୍କୁ ହିଁ ପ୍ରବେଶ କରିବାର ଅନୁମତି ରହିଛି । ମହିଳାଙ୍କ ପାଇଁ ଏଠାରେ ପ୍ରବେଶକୁ ବର୍ଜନ କରା ଯାଇଛି । ପୂଜାରୀଙ୍କ ଅନୁସାରେ, ମା’ଙ୍କ ପୂଜା ପାଇଁ ଯୁବକମାନେ ବର୍ଷର ଯେକୌଣସି ସମୟରେ ଆସିପାରିବେ । ଆଷାଢ଼ ମାସରେ ଏଠାରେ ଏକ ଭବ୍ୟ ମେଳା ମଧ୍ୟ ଅନୁଷ୍ଠିତ ହୁଏ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଭାଲେଣ୍ଟାଇନ୍ସ ସପ୍ତାହରେ ଏଠାରେ ନିଜ ପ୍ରେମକୁ ସଫଳ କରିବା ଆଶାରେ ହଜାର ହଜାର ସଂଖ୍ୟାରେ ଯୁବକମାନଙ୍କର ଭିଡ଼ ମଧ୍ୟ ଜମି ଥାଏ |

News Comment

You Might Also Like

BACK TO TOP