Breaking
News
Breaking
News
14-Jul-2026
ଛାତ ଉପରେ ଲୁଗା ଶୁଖାଉଥିଲା ବେଳେ ଛାତ ଉପରେ ଯାଇଥିବା ବିଦ୍ୟୁ ତା ଲାଗ ମହିଳା ମୃତ,
ଓଡିଶା ଜନ ମତ ବ୍ୟୁରୋ |
ବେଳ ବେଳ ଅସାବଧାନତ (୩୨) କାମ ସାରି ଛାତ ଉପରେ ଲୁଗା ଶୁଖାଉଥିବା ସମୟରେ ଛାତ ଉପର ଦେଇ ଯାଇଥିବା ବିଦ୍ୟୁତ ତାର ଲାଗି ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ଅବସ୍ଥାରେ ନରସିଂହପୁର ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇଁ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, କଟକ ଜିଲ୍ଲା ପରିଷଦ ଅଧକ୍ଷ କିଶୋର ଚନ୍ଦ୍ର ମିଶ୍ର ମେଡିକାଲରେ ପହଁଞ୍ଚି ପରିବାରକୁ ସମବେଦନା ଜଣାଇବା ସହ କିପରି କ୍ଷତିପୂରଣ ମିଳିଵ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ|
BACK TO TOP