Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ଖଲ୍ଲିକୋଟ ରେ ରଥ ଯାତ୍ରା ଅନୁଷ୍ଠିତ |

16-Jul-2026

ଖଲ୍ଲିକୋଟ : ଉତ୍ସାହ ଉଦ୍ଦୀପନା ସହକାରେ ରଥଯାତ୍ରା ଅନୁଷ୍ଠିତ, 

     ଓଡିଶା ଜନ ମତ ବ୍ୟୁରୋ, 

ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଗଂଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ଠାରେ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା, ସୁଦର୍ଶନଙ୍କ ପବିତ୍ର ଐତିହାସିକ ରଥଯାତ୍ରା ଆଜି ଆନୁଷ୍ଠାନିକ ରୀତିରେ ସମାହିତ ହୋଇଛି ‌। ଆଜି ଭୋର୍ ସମୟରୁ ମଙ୍ଗଳ ଆଳତି ଅବକାଶ ନୀତି ପରେ ଯଥାରୀତି ଦୈନନ୍ଦିନ ନୀତିକାନ୍ତି ପୂର୍ବକ ସମସ୍ତ କାର୍ଯ୍ୟ ଶେଷ ହେବା ପରେ ସେବକମାନେ ଶ୍ରୀଅଙ୍ଗ ସୁରକ୍ଷା, ସେନାପଟା ଲାଗୁ କରିଥିଲେ । ଠାକୁରମାନଙ୍କ ମଙ୍ଗଳାର୍ପଣ ପରେ ଅପରାହ୍ନରେ ଧାଡ଼ି ପହଣ୍ଡି କାର୍ଯ୍ୟ ସମ୍ପାଦିତ ହୋଇଥିଲା । ସର୍ବ ପ୍ରଥମେ ପ୍ରଭୁ ସୁଦର୍ଶନ ପରେ ଜ୍ୟେଷ୍ଠ ଭ୍ରାତା ବଳଭଦ୍ର, ଭଗ୍ନୀ ସୁଭଦ୍ରା, ପରିଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଘଣ୍ଟ, କାହାଳୀ, ଛତ୍ରି, ହରିବୋଲ ଧ୍ୱନିର ତାଳେ ତାଳେ ଶ୍ରୀଜୀଉମାନଙ୍କୁ ଦୋଳାଇ ଦୋଳାଇ ଭକ୍ତଙ୍କ ସମାବେଶରେ  ତିନି ରଥରେ ପହଣ୍ଡି ମାଧ୍ୟମରେ ବିଜେ କରାଇଥିଲେ । ଠାକୁରମାନଙ୍କୁ ନାନାଦି ବସ୍ତ୍ର, ଅଳଙ୍କାରରେ ସୁସଜ୍ଜିତ କରାଯାଇଥିଲା । ଖଲ୍ଲିକୋଟ ରାଜ ପରିବାର ପକ୍ଷରୁ ସୁରେନ୍ଦ୍ର ନାଥ ଆଚାର୍ଯ୍ୟ ତିନି ରଥରେ ଛେରାପହଁରା କାର୍ଯ୍ୟ କରିଥିଲେ । ରଥ ପଥ ଆଦି ସମସ୍ତ ପ୍ରସ୍ତୁତି ହେବା ପରେ ଶେଷରେ ଉତ୍ସାହ ଉଦ୍ଦୀପନା ସହକାରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଶ୍ରୀଜୀଉମାନଙ୍କ ସୁସଜ୍ଜିତ ରଥ ଟାଣିବା ପାଇଁ ପ୍ରବଳ ଭକ୍ତି ନିଷ୍ଠା ସହକାରେ ବଡ଼ଦାଣ୍ଡରେ ଦଣ୍ଡାୟମାନ ହୋଇଥିଲେ । ତାଳଧ୍ୱଜ, ଦର୍ପଦଳନ, ନନ୍ଦିଘୋଷ ରଥ ସୁସଜ୍ଜିତ ହୋଇ ଶ୍ରୀମନ୍ଦିର ସମ୍ମୁଖରୁ ବାହାରି କ୍ରମାନ୍ୱୟରେ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଥିଲା । ଖଲ୍ଲିକୋଟ ରଥଯାତ୍ରା ଦେଖିବା ପାଇଁ ତିରିଶି ହଜାରରୁ ଉର୍ଦ୍ଧ୍ବ ଭକ୍ତ ରଥ ଟାଣିଥିଲେ । ସବୁଠାରୁ ବିଶେଷ ଆକର୍ଷଣ ହେଉଛି ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ । ରଥଯାତ୍ରା ସୁପରିଚାଳନା ପାଇଁ ସ୍ଥାନୀୟ ତହସିଲଦାର ଡି. ମାଲେଶ୍ୱର ପାତ୍ର,   ଖଲ୍ଲିକୋଟ ଥାନାଧିକାରୀ ରମେଶ କୁମାର ପ୍ରଧାନଙ୍କ ସମେତ ରାଜସ୍ୱ ନିରୀକ୍ଷକ, ଦେବୋତ୍ତର ବିଭାଗ କର୍ମଚାରୀ, ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ, ପୋଲିସ ଫୋର୍ସ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ସହକାରେ ରଥଟଣା କାର୍ଯ୍ୟ ସମ୍ପାଦନ କରିଥିଲେ ।

ରିପୋର୍ଟ:-
ଡକ୍ଟର ଦ୍ୱାରିକାନାଥ ମହାରଣା 
ଖଲ୍ଲିକୋଟ, ଗଂଜାମ

News Comment

You Might Also Like

BACK TO TOP