Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ଏସ ଆର କେ ଏନ ୟୁ ବି କେନ୍ଦୁବାଡି ପକ୍ଷରୁ 77ତମ ବନ ମହୋତ୍ସବ ଅନୁଷ୍ଠିତ ||

16-Jul-2026

ଏସଆରକେଏନୟୁବି କେନ୍ଦୁବାଡ଼ି  ପକ୍ଷରୁ ୭୭ ତମ ବନମହୋତ୍ସବ
(ବୃକ୍ଷରୋପଣ ଜୀବନର ମୂଳ ଆଧାର ହେଉ ବୋଲି ଅତିଥିଙ୍କ ମନ୍ତବ୍ୟ) 

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
 ୧୬/୦୭/୨୦୨୬  ;---------

ପୋଲସରା ବ୍ଲକ୍ କେନ୍ଦୁବାଡ଼ି ପଞ୍ଚାୟତ ସ୍ଥିତ ଶ୍ରୀ ରାଧାକୃଷ୍ଣ ନୋଡାଲ  ଉଚ୍ଚ ବିଦ୍ୟାଳୟ ପକ୍ଷରୁ ୧୫ ତାରିଖ ବୁଧବାର ଦିନ ୭୭ ତମ  ବନ ମହୋତ୍ସବ  ପ୍ରଧାନ ଶିକ୍ଷକ ବିପିନ ବିହାରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ବରିଷ୍ଠ ହିନ୍ଦି ଶିକ୍ଷକ ହେମନ୍ତ କୁମାର ନାୟକଙ୍କ ବଳିଷ୍ଠ ନେତୃତ୍ୱରେ  ପାଳନ କରାଯାଇଥିଲା।ଏଥିରେ ଘୁମୁସର ଦକ୍ଷିଣ ବନଖଣ୍ଡ ଭଞ୍ଜନଗରର  ସହକାରୀ ବନ ସଂରକ୍ଷଣ ଅଧିକାରୀ ପ୍ରଦୀପ କୁମାର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦାନ ଦେଇ  ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବାବେଳେ ସ୍ୱତନ୍ତ୍ର  ବକ୍ତାଭାବେ  ଉକ୍ତ ବନଖଣ୍ଡର ପୂର୍ବତନ ବନାଞ୍ଚଳ  ଅଧିକାରୀ ତଥା ବର୍ତ୍ତମାନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜୀ ଉକ୍ତ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ଶିକ୍ଷକ  ଶିକ୍ଷକ ସୂର୍ଯ୍ୟମଣି ମହାନ୍ତି ମୁଖ୍ୟବକ୍ତା ଏବଂ  ପୋଲସରା ବନାଞ୍ଚଳ ଅଧିକାରୀ ଅନୀଲ କୁମାର ପଣ୍ଡା, ସରପଂଚଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ବିଜୟ କୁମାର ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସ୍ୱାଇଁ ଓ ପୋଲସରା ବନପାଳ ମୁନା ଦାସ ପ୍ରମୁଖ  ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।
ଏହି ଅବସରରେ ବୃକ୍ଷ ବିନା ଜୀବନର କୌଣସି ସତ୍ତା ନାହିଁ ଏଣୁ  ଦୈନନ୍ଦିନ ଜୀବନରେ ବୃକ୍ଷ ରୋପଣ ଓ ତାର ଯତ୍ନ ନେଇ  ସମଗ୍ର ବିଶ୍ୱକୁ ବଞ୍ଚାଇବାକୁ ସମସ୍ତେ ଆଗେଇ ଆସିବାକୁ ଅତିଥିବୃନ୍ଦ ଉପସ୍ଥିତ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।ଏହା ପୂର୍ବରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବିରାଟ ସଚେତନତା ଶୋଭାଯାତ୍ରା କରାଯିବା ସହ ସମଗ୍ର କେନ୍ଦୁବାଡ଼ି ଗ୍ରାମବାସୀଙ୍କୁ ଚାରା ବଣ୍ଟନ  କରାଯାଇଥିବା ବେଳେ ବିଦ୍ୟାଳୟ ହତା ମଧ୍ୟରେ ଅତିଥିମାନେ ଚାରା ରୋପଣ କରି ଉତ୍ସାହିତ କରିଥିଲେ। ପରେ ଛାତ୍ରଛାତ୍ରୀମାନେ ଚାରା ରୋପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ କରାଯାଇଥିବା ଭାଷଣ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତିତ୍ୱ   ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ  ସମସ୍ତ ଅତିଥିମାନେ ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରିବା ସହିତ ସେମାନଙ୍କର ଭବିଷ୍ୟତ ଉଜ୍ଜଳ ଏବଂ ଉତ୍ତରୋତ୍ତର ଶୁଭ କାମନା ଜଣାଇଥିଲେ। |ଏହି କାର୍ଯ୍ୟକ୍ରମକୁ ଆହୁରି  ଅଧିକ ସଚେତନ ଏବଂ ସ୍ମରଣୀୟ କରିବା ମହତ୍ ଉଦ୍ଦେଶ୍ୟ ନେଇ ଛାତ୍ରଛାତ୍ରୀମାନେ  ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ବିଷୟ ଉପରେ ଆଧାରିତ ସଚେତନତା ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ କରି ସମସ୍ତଙ୍କ ଠାରୁ ଭୂରି ଭୂରି ପ୍ରଂଶସା ସାଉଁଟିଥିଲେ। ଶେଷରେ ଏହି କଲ୍ୟାଣ ଏବଂ ପ୍ରେରଣାଦାୟୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିବା ସମସ୍ତ ଅତିଥି ବୃନ୍ଦ,କର୍ମଚାରୀ, ଅଭିଭାବକମଣ୍ଡଳୀ,ପରିଚାଳନା କମିଟି ବୃନ୍ଦ ଏବଂ ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନ ଶିକ୍ଷକ ମହୋଦୟ ଅନୁଷ୍ଠାନ ତରଫରୁ ଆନ୍ତରିକ ଧନ୍ୟବାଦ୍ ଏବଂ କୃତଜ୍ଞତା ଜଣାଇଥିଲେ।

News Comment

You Might Also Like

BACK TO TOP