Breaking News

17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||     

ନିଜକୁ ଆଇ ଏସ ଅଫିସର କହି ବିବାହ ପରେ ସ୍ୱାମୀକୁ ଠକୁଥିବା ମହିଳା ଗିରଫ ||

17-Jul-2026

ଆଇଏଏସ କହି ବିବାହ କଲେ,  ପରେ ସ୍ୱାମୀଙ୍କୁ ୪୦ ଲକ୍ଷ ମାଗି ଜେଲ ଗଲେ,

    ଓଡିଶା ଜନ ମତ ବ୍ୟୁରୋ,

ଫେସବୁକ ରେ ସମ୍ପର୍କ ବନାଇ ଠକିବାରେ ଝିଅ ମାନେ ଆଜିକାଲି ଆଉ ପଛରେ ନାହାନ୍ତି |ମିଛ ଯେବେ ଧରା ପଡିଗଲା କଣ ହେଲା ତାଙ୍କରି ଅବସ୍ଥା  | ଫେସବୁକ ପ୍ରେମ ପଡ଼ିଲା ମହଙ୍ଗା: ଆଇଏଏସ ସାଜି ବିବାହ କଲେ, ସ୍ୱାମୀଙ୍କୁ ୪୦ ଲକ୍ଷ ମାଗି ଜେଲ ଗଲେ, ସ୍ୱାମୀ ତାଙ୍କୁ ନିଶ୍ଚିତ ଭାବରେ ଫୁଲ, ଚନ୍ଦନ ଦେଈ ପୂଜା କରିଥିବେ |  କାରଣ ନାରୀହିଁ ସର୍ବାଗ୍ରେ ବିଦ୍ୟା ମାନ |  ସେହିପରି ଜଣେ ମହିଳା ଆଇ ଏସ ଅଫିସର କହି ମାସେ ତଳେ ବିବାହହୋଇଥିଲା। ବିବାହ ପୂର୍ବରୁ ସେ ନିଜକୁ ଜଣେ IAS ଅଧିକାରୀ ବୋଲି ପରିଚୟ ଦେଇ ଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, କୋର୍ଟରେ ତାଙ୍କର ଏକ ମାମଲା ଚାଲିଛି। ଏମିତିରେ ଯୁବକ ଜଣକ ମହିଳାଙ୍କ କଥାକୁ ସତ ଭାବି ବିବାହ ପାଇଁ ରାଜି ହୋଇଯାଇ ଥିଲେ।ସୋସିଆଲ ମିଡିଆରେ ପ୍ରେମ କିମ୍ବା ନିଜକୁ ବଡ଼ ଅଫିସର ପରିଚୟ ଦେଇ ଲୋକଙ୍କୁ ଠକିବା  କିଛି ନୁଆଁ କଥା ନୁହେଁ। କିନ୍ତୁ ଉତ୍ତର ପ୍ରଦେଶ ବରେଲୀରୁ ଯେଉଁ ଚାଞ୍ଚଲ୍ୟ କର ମାମଲା ସାମ୍ନାକୁ ଆସିଛି, ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ମହିଳା ଫେସବୁକରେ ନିଜକୁ ଆଇଏଏସ ଅଫିସର କହି ପ୍ରଥମେ ଯୁବକଙ୍କୁ ପ୍ରେମ ଜାଲରେ ଫସାଇଲେ ଏବଂ ପରେ ବିବାହ ମଧ୍ୟ କଲେ। କିନ୍ତୁ ବିବାହର କିଛି ଦିନ ପରେ ଯେତେବେଳେ ସେ ୪୦ ଲକ୍ଷ ଟଙ୍କା ଦାବି କରି ଧମକ ଦେବା ଆରମ୍ଭ କଲେ, ସେତେବେଳେ ଖୋଲିଗଲା `ନକଲି ଆଇଏଏସ` ମ୍ୟାଡାମଙ୍କ ଅସଲ ଚେହେରା। ପୋଲିସ ଏବେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ଜେଲ ପଠାଇଛି। ଆସନ୍ତୁ ଜାଣିବା ପୂରା ଘଟଣା ର ସତ୍ୟା ସତ | ବରେଲୀର ଫରିଦପୁର ଥାନା ଅଞ୍ଚଳର ଅଭିଷେକ ପୋଲିସରେ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଥିଲା। ଅଭିଯୋଗ ଅନୁସାରେ, ପ୍ରାୟ ମାସେ ତଳେ ସାଧନା ନାମକ ଜଣେ ମହିଳାଙ୍କ ସହ ତାଙ୍କର ବିବାହହୋଇଥିଲା। ବିବାହ ପୂର୍ବରୁ ସାଧନା ନିଜକୁ ଜଣେ IAS ଅଧିକାରୀ ବୋଲି ପରିଚୟ ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, କୋର୍ଟରେ ତାଙ୍କର ଏକ ମାମଲା ଚାଲିଛି। ଯୁବକ ଜଣକ ମହିଳାଙ୍କ କଥାକୁ ସତ ଭାବି ବିବାହପାଇଁରାଜିହୋଇଯାଇ  ଥିଲେ | ତେବେ ବିବାହ ର ଏକମାସ ପରେ ଜଣା ପଡିଲା ମହିଳାଙ୍କ ପୂରା ଗୁମର |ଅଭିଷେକଙ୍କ ଅଭିଯୋଗ ଅନୁସାରେ, ବିବାହ ସରିବା ପରେ ସାଧନାଙ୍କ ରୂପ ବଦଳି ଯାଇଥିଲା। ସେ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ୪୦ ଲକ୍ଷ ଟଙ୍କା ମାଗିବା ଆରମ୍ଭ କରିଥିଲେ । ଟଙ୍କା ନଦେଲେ ସେ ସେମାନଙ୍କୁ ମିଥ୍ୟା ମାମଲାରେ ଫସାଇଦେବା, ପୂରା ପରିବାରକୁ ବରବାଦ କରିଦେବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏପରିକି ମହିଳା ଜଣକ ତାଙ୍କୁ ହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିବା ଅଭିଷେକ ଅଭିଯୋଗ କରିଛନ୍ତି।ତେବେ ଧମକରେ ଅତିଷ୍ଠ ହୋଇ ଅଭିଷେକ ଫରିଦପୁର ଥାନାରେ ମାମଲା ରୁଜୁ କରାଇଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ପରେ ଜାଣିବାକୁ ପାଇଥିଲା ଯେ, ସାଧନା କୌଣସି ସରକାରୀ ଚାକିରି କରନ୍ତି ନାହିଁ ଏବଂ ସେ IAS ମଧ୍ୟ ନୁହଁନ୍ତି। ସେ କେବଳ ଲୋକଙ୍କୁ ଠକିବା ପାଇଁ ଏଭଳି ମିଛ ପରିଚୟ ଦେଇଥିଲେ।ଘଟଣା ସମ୍ପର୍କରେ ସୂଚନା ଦେଇ ଛନ୍ତି ଏସପି ଗ୍ରାମୀଣ ଅଂଶିକା ବର୍ମା ସେ କହିଛନ୍ତି ଯେ, ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇ ଥିଲା। ମହିଳାଙ୍କ IAS ଦାବି ମିଛ ପ୍ରମାଣିତ ହେବା ପରେ ପୋଲିସ ବଦାୟୁଁ ଜିଲ୍ଲାର ବିଲ୍‌ସୀ ଥାନା ଅନ୍ତର୍ଗତ ସତେତୀ ଗାଁର ବାସିନ୍ଦା ଆରୋପୀ ସାଧନାଙ୍କୁ ଗିରଫ କରିଛି। କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି ଏବଂ ପୋଲିସ ଏହି ଘଟଣାର ଅଧିକ ଖୋଳତାଡ଼ ଜାରି ରଖିଛି। ତେବେ ମିଛ କହି ଲୋକଙ୍କୁ ଠକୁଥିବା  ଲୋକ ଦିନେନା ଦିନେ ଧରା ପଡିବ ଓ ତାର ପାପର ପ୍ରାୟଶ୍ଚିତ କରିବ | ଆଜିତାହା ସତ୍ୟ ହୋଇଛି |

News Comment

You Might Also Like

BACK TO TOP