Breaking News

ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||     

ପୁରୁଷୋତ୍ତମପୁର ଏକ୍ସ ଜିଲ୍ଲା ବୋର୍ଡ ରେ ନୂତନ ପରିଚାଳନା କମିଟି ଗଠିତ ||

17-Jul-2026

ପୁରୁଷୋତ୍ତମପୁର ଏକ୍ସ ଜିଲ୍ଲା ବୋର୍ଡ ସ୍କୁଲ ରେ ପରିଚାଳନା କମିଟି ଗଠିତ   | 

ଓଡିଶା ଜନ ମତ ବ୍ୟୁରୋ, 
ଆଜି ପୁରୁଷୋତ୍ତମପୁର ସ୍ଥିତ ଏକ୍ସ୍ - ବୋର୍ଡ଼ ପ୍ରାଥମିକ ବିଦ୍ୟାଳୟ ର ବିଦ୍ୟାଳୟ ପରିଚାଳନା କମିଟି( ଏସ ଏମ୍ ସି) ଶାନ୍ତିଶୃଙ୍ଖଳା ର ସହ ଗଠିତ ହୋଇଯାଇଛି।ନିରୀକ୍ଷକ ଭାବେ ଏ ବି ଇ ଓ କମ୍ ବି ଆର ସି ସି ଶ୍ରୀ ବିଜୟ ଚନ୍ଦ୍ର ବେହେରା,ଏ ବି ଇ ଓ ଶ୍ରୀ ଭକ୍ତ ବତ୍ସଳ ଜାନୀ,ସି ଆର୍ ସି ସି ଶ୍ରୀ ହେମନ୍ତ କୁମାର ବେହେରା ଯୋଗଦେଇଥିଲେ।ସମସ୍ତ ଅଭିଭାବକ ଙ୍କୁ ନେଇ ବସିଥିବା ବୈଠକ ରେ ସର୍ବ ସମ୍ମତି କ୍ରମେ  ସଭ୍ୟ/ସଭ୍ୟା ମନୋନୀତ କରାଯାଇଥିଲା ।ପରେ ସଭ୍ୟ/ସଭ୍ୟା ମାନେ ଅଧ୍ୟକ୍ଷା ରୂପେ ଶ୍ରୀମତୀ  ସୁଦେଷ୍ଣା ବେହେରା ଓ ଉପାଧ୍ୟକ୍ଷI ଭାବେ ଶ୍ରୀମତୀ ସ୍ନେହଲତା ଗୌଡ଼ ଙ୍କୁ ଚୟନ କରିଥିଲେ।ଅନ୍ୟ ସଭ୍ୟ ଓ ସଭ୍ୟା ଙ୍କ ମଧ୍ୟରେ ଶ୍ରୀମତୀ ବନିତା ବେହେରା,,ସୁଜାତା ବେହେରା,ହେମଲତା ବେହେରା,ଉପେନ୍ଦ୍ର ବେହେରା,ବିନୋଦିନୀ ବେହେରା, ଗିରିଜା ଶଙ୍କର ପଟ୍ଟନାୟକ,      କବିତା ପରିଡ଼ା,ପିଙ୍କି ଗୌଡ଼,ଉପେନ୍ଦ୍ର ବେହେରା, ବିଚିତ୍ର କୁମାର ନାୟକ ଅରୁଣ କୁମାର ଗୌଡ଼ ଙ୍କୁ ଚୟନ କରାଯାଇଥିଲା | ଏହାକୁ ସ୍କୁଲ ଇନଚାର୍ଜ ପ୍ରଧାନ ଶିକ୍ଷକ ହର ପ୍ରସାଦ ଦାଶ  ସଂଯୋଜନା କରିଥିଲେ  | 

News Comment

You Might Also Like

BACK TO TOP