Breaking News

ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||     

ଲଗାଣ ବର୍ଷାରେ ବିରାଟ ଆମ୍ବ ଗଛ ପଡ଼ି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଲା |

17-Jul-2026

 ମାର୍ଦି ପଙ୍କା ଗ୍ରାମରେ ବିରାଟକାୟ  ଆମ୍ୱ ଗଛ ପଡ଼ି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଲ, ଅଳ୍ପକେ ବର୍ତ୍ତିଲେ ଗ୍ରାମବାସୀ | 

  ଓଡିଶା ଜନ ମତବ୍ୟୁରୋ ,

ବର୍ତ୍ତମାନ ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା  ଲାଗି ରହିଛି  | ହେଲେ ଏହି ଲଘୁଚାପ ଜନିତ ବର୍ଷା ଯୋଗୁଁ ଶୁକ୍ରବାର ଦିନ ଗୋଟିଏ ବିରାଟକାୟ ଆମ୍ବଗଛ ମୂଳରୁ ଉପୁଡ଼ି ପଡ଼ିବା ଫଳରେ ଗୋଟିଏ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇ ଥିବା ବେଳେ ପାଖରେ ଥିବା ଗୃହ ଗୁଡ଼ିକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କାହାର କିଛି କ୍ଷତି ହୋଇ ନଥିବା ଜଣା ପଡ଼ିଛି।  ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର ସରାମୁଳୀ ପଞ୍ଚାୟତ ଅନ୍ତର୍ଗତ ମାର୍ଦିପଙ୍କା ଗ୍ରାମରେ । ଦୀର୍ଘ  ଦିନ ହେବ ଅଞ୍ଚଳ ରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ କେଉଁଠି ଗଛ ପଡ଼ୁଛି ତ ଆଉ କେଉଁଠି ଘର କାନ୍ଥ ଭୁଶୁଡ଼ି ପଡୁଛି ଅନେକଙ୍କ ମନରେ  ଭୟ ସଞ୍ଚାର ହେଉ ଥିବା  ବେଳେ ହଟାତ୍ ଆଜି ସକାଳେ ମାର୍ଦିପଙ୍କା ଉପର ସାହି ରାସ୍ତା ପାର୍ଶ୍ୱରେ ଥିବା ଏକ ବିରାଟ ଆମ୍ବ ଗଛ ମୂଳରୁ ଉପାଡ଼ି ହୋଇ  ପଡ଼ିଥିବା ସୂଚନା ମିଳିଛି I ଏଥିରେ କାହାର କୌଣସି କ୍ଷୟ କ୍ଷତି ହୋଇନଥିବା  ବେଳେ ଗଛ ଡାଳ ବାଜି କେତେକ ଘରର ଆଜବେଷ୍ଟ ଭଙ୍ଗା ରୁଜା ହୋଇଛି ଏବଂ ବିଦ୍ୟୁତ୍ ଖୁଣ୍ଟକୁ ଗଛ ବାଜିବାରୁ ବିଦ୍ୟୁତ୍ ତାର ଛିଣ୍ଡିବା ସହ ଖୁଣ୍ଟି ଭାଙ୍ଗିଯାଇ ନଷ୍ଟ ହୋଇଥିବା ସୂଚନା ମିଳିଛି I ତେବେ ମାର୍ଦିପଙ୍କା ଉପର ସାହିରେ ବୁର୍ଚା ମୁଠାମାଝି , ଯାକୁବ ମୁଠାମାଝୀ, ପ୍ରମୋଦ ମୁଠାମାଝୀ, ସାବିତ୍ରୀ ମୁଠା ମାଝୀ, ଏମାନଙ୍କ ଘରର ଆଜବେଷ୍ଟ ଗୁଡ଼ିକ ଆଂଶିକ ଭାବେ   ନଷ୍ଟ ହୋଇଥିବା ସୂଚନା ରହିଛି I ଏପରି ଦୁଃଖଦ ପରିସ୍ଥିତି ରେ ଖବର ପାଇ ଦାରିଙ୍ଗବାଡି ଅଗ୍ନିଶମ  ବିଭାଗ ପକ୍ଷରୁ ଧବଳେଶ୍ବର  ପ୍ରଧାନ ଙ୍କ ନେତୃତ୍ୱ ରେ ଆର୍ ଆଈ ସୁଜିତ୍ କୁମାର  ଙ୍କ ସହ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗଛ କାଟି ସଫା କରିଥିବା ବେଳେ ସରାମୁଳୀ ପଞ୍ଚାୟତ ପୂର୍ବତ୍ତନ ସରପଞ୍ଚ ଚନ୍ଦ୍ରଶେଖର ମୁଠାମାଝୀ  ପହଞ୍ଚି ସ୍ଥିତି ସମୀକ୍ଷା କରି ଥିଲେ।

News Comment

You Might Also Like

BACK TO TOP