Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ବାହାଘର ସରି ଫେରିଲା ବେଳେ ପୋଖରୀ କୁ ପଶିଗଲା କାର | 5ଜଣଙ୍କ ମୃତ୍ୟୁ |

23-Jul-2026

 ପୋଖରୀ କୁ ଖସିଲା ବରଯାତ୍ର  କାର,   5ଜଣଙ୍କ ମୃତ୍ୟୁ |

ଓଡିଶା ଜନ ମତ ବ୍ୟୁରୋ, 

 `ଦଇବ ଦଉଡି ମଣିଷ ଗାଈ  ଯେଣିକି  ଟାଣିଲେ ତେଣିକି  ଯାଇ"ଏହ ଉକ୍ତି ର ତାତ୍ପର୍ଯ୍ ପୂରା ଭାବେ ଠିକ | ମଣିଷ ଯେତେବେଳେ ଯାହା ଚାହେଁ ତାହା ପାଇ ପାରେନା , ଯାହା ଭାବି ନଥାଏ ତାହା ପାଇ ଯାଏ | ତେବ ଗୋଟି ହୃଦ ବିଦାର ଘଟଣ ଘଟ ଯାଇଛ |   କେତେ ଆଶା କେତେ ସ୍ବପ୍ନ ନେଇ ଆତ୍ମୀୟ  ସ୍ୱଜନ ବରଯାତ୍ରୀ ଙ୍କୁ ଧରି  ବାହାଘର ପାଈଁ ଯାଉଥିଲା ବେଳେ ବରଯାତ୍ରା ହେଲା ଶେଷ ଯାତ୍ର। ଭୋଜିଖାଇ ଫେରିବା ବେଳେ 
ପୋଖରୀକୁ ଖସିଲା ବରଯାତ୍ରୀ ଗାଡି।ପାଣିରେ ବୁଡି ୫ ବରଯାତ୍ରୀଙ୍କß ଥାନା ଛାଟିଆ ଗ୍ରାମରେ  | କୌଣସି ଜାରଣ ରୁ ହେଉ କିମ୍ବା ଡ୍ରାଇଭରର ଆକ୍ଷିଲାଖିଯିବା ଯୋଗ  ପୋଖରୀରେ ବୁଡିଗଲା ବରଯାତ୍ରୀ ସ୍କର୍ପିଓ।
ମୋଟଙ୍ଗା ବାଙ୍ଗୁରିସିଂରୁ ଇନ୍ଦିପୁର ଯାଇଥିଲେ ବରଯାତ୍ରୀ 
ସ୍କର୍ପିଓରେ ଥିଲେ ୭ଜଣ ଯୁବକ।୨ ଜଣଙ୍କୁ ଉଦ୍ଧାର କଲେ ଗ୍ରାମବାସୀ । ଏହି ଦୁଃଖଦ ଖବର ଶୁଣିବାପରେ ବରଘର ଗାଁରେ ଏବଂ ଶଶୁର ଗାଁରେ   ଖେଳି ଯାଇଛି ଶୋକର ଛାୟା ||ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରି sabgudikuçକରୁଛି  ଏବଂ ଶବ ଗୁଡିକୁ ବ୍ୟବଛେଦ ପାଈଁ ପଠାଉଛି ||

News Comment

You Might Also Like

BACK TO TOP