Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ମେଘାଳୟ ହନିମୁନ କେଶ ରେ ସୋନମ ରଘୁବଂଶୀ ଙ୍କୁ ସୁପ୍ରିମ କୋର୍ଟ ଙ୍କ ବଡ଼ ଝଟକା |

23-Jul-2026

ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ଜାମିନ ବାତିଲ୍, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ନିର୍ଦ୍ଦେଶ ଦେଲେ ସୋନମ ରଘୁବଂଶୀ ଙ୍କୁ |

ଓଡିଶା ଜନ ମତ ବ୍ୟୁରୋ,

 କିଏ କିଏ, ପୁରୁଷ ହେଉ କିମ୍ବା ମହିଳା ମନରେ କପଟ ରଖି  ଅର୍ଥ ଲାଳସା ରେ ହେଉ, କିମ୍ବା ପ୍ରତିଶୋଧ ପାରାୟଣ ହେଉ, କିମ୍ବା ପୁରୁଷ ବନ୍ଧୁ ସହ ସମ୍ୱନ୍ଧ ଥାଇ ବାପାମାନଙ୍କ ନିର୍ଦେଶ କୁ ପାଳନ କରି ହେଉ ପୁଅ, ଝିଅ ବିବାହ କରିଥାନ୍ତି | କିନ୍ତୁ ପାରବର୍ତ୍ତୀ ସମୟରେ ତାହା ଅପରାଧ କାହାଣୀ ପାଲଟି ଯାଏ | ଏପରି ଏକ ରାଜ କୁମାର ଓ ରାଜ କୁମାରୀଙ୍କ କାହାଣୀ ମେଘାଳୟର ବହୁଚର୍ଚ୍ଚିତ ହନିମୁନ୍ ମର୍ଡର ମାମଲାରେ ପ୍ରମୁଖ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । ତାଙ୍କୁ ମିଳିଥିବା ଜାମିନକୁ ବାତିଲ୍ କରିବା ସହ ଆସନ୍ତା ତିନି ସପ୍ତାହ ମଧ୍ୟରେ ଟ୍ରାଏଲ କୋର୍ଟରେ ଆତ୍ମସମର୍ପଣ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଏମ୍‌. ଏମ୍‌. ସୁନ୍ଦରେଶ ଏବଂ ଜଷ୍ଟିସ୍ ପି. ବି. ବାରାଲେଙ୍କ ଖଣ୍ଡପୀଠ ମେଘାଳୟ ସରକାରଙ୍କ ଆବେଦନକୁ ଗ୍ରହଣ କରି କହିଛନ୍ତି, ବିଚାର ପ୍ରକ୍ରିୟା ଚାଲିଥିବା ବେଳେ ସୋନମଙ୍କ ଜାମିନରେ ରହିବା ମାମଲାର ଶୁଣାଣିକୁ ପ୍ରଭାବିତ କରିପାରେ । ତେବେ କୋର୍ଟ କହିଛନ୍ତି, ଯଦି ଛଅ ମାସ ମଧ୍ୟରେ ବିଚାର ପ୍ରକ୍ରିୟାରେ ଆଶାନୁରୂପ ଅଗ୍ରଗତି ନ ହୁଏ, ତେବେ ସୋନମ ପୁଣି ଥରେ ଜାମିନ ପାଇଁ ଆବେଦନ କରିପାରିବେ ।
ଏହି ମାମଲାରେ ପୂର୍ବରୁ ଶିଲଙ୍ଗ ଟ୍ରାଏଲ କୋର୍ଟ ଏବଂ ପରେ ମେଘାଳୟ ହାଇକୋର୍ଟ ସୋନମଙ୍କୁ ଜାମିନ ଦେଇଥିଲେ । ଗିରଫ ସମୟରେ ଆବଶ୍ୟକ ଆଇନଗତ ପ୍ରକ୍ରିୟାରେ ତ୍ରୁଟି ଥିବା ଆଧାରରେ ତାଙ୍କୁ ଏହି ରିହାତି ମିଳିଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନାହାନ୍ତି ।
୨୦୨୫ ମେ` ମାସରେ ବିବାହ ପରେ ସୋନମ ଓ ତାଙ୍କ ସ୍ୱାମୀ ରାଜା ରଘୁବଂଶୀ ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ । କିଛି ଦିନ ପରେ ରାଜାଙ୍କ ମୃତଦେହ ଏକ ଖାତରୁ ଉଦ୍ଧାର ହୋଇଥିଲା । ପୁଲିସର ଅଭିଯୋଗ ଅନୁସାରେ, ସୋନମ ତାଙ୍କ କଥିତ ପ୍ରେମିକ ରାଜ କୁଶୱାହା ଏବଂ ଅନ୍ୟ ତିନି ଜଣଙ୍କ ସହ ମିଶି ପ୍ରାୟ ୨୦ ଲକ୍ଷ ଟଙ୍କାର ସୁପାରି ଦେଇ ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ । ସୋନମ ତେବେ ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରି ତାଙ୍କୁ ମିଥ୍ୟା ମାମଲାରେ ଫସାଯାଇଥିବା ଦାବି କରିଆସୁଛନ୍ତି ।

News Comment

You Might Also Like

BACK TO TOP