Breaking News

ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||     

ସିଂହାସିନୀ ରାସ୍ତା ରେ ଦୁର୍ଦାନ୍ତ ଅପରାଧୀ ଘନଶ୍ୟାମ ଓରଫ କାଳିଆକୁ ଏନକାଉଣ୍ଟର କଲେ ମିଳିତ ଥାନା ପୋଲିସ |

24-Jul-2026

ଦୁର୍ଦାନ୍ତ ଅପରାଧୀ ଘନଶ୍ୟାମ ଓରଫ କାଳିଆକୁ ଏନକାଉଣ୍ଟର କଲା ପୁଲିସ 
ଏହାଧିକ ଅପରାଧରେ ସାମିଲ : ଏସଡିପିଓଙ୍କ ସୂଚନା l 

 ଓଡିଶା ଜନ ମତ,କୋଦଳା, 24/07/26, 

ନରେନ୍ଦ୍ର ନାଥ ଗୌଡ :-----  

ଏକାଧିକ ଅପରାଧରେ ସାମିଲ ଥିବା ଦୁର୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆକୁ ଶୁକ୍ରବାର ସକାଳ 9 ଟାରେ ଏନକାଉଣ୍ଟର କରିଛି ପୁଲିସ l ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ନଈତଟ ସାହିର ଘନଶ୍ୟାମ ପୂର୍ବରୁ ବିଭିନ୍ନ ଅପରାଧରେ ସାମିଲ ହୋଇ ପୁଲିସର ମୁଣ୍ଡବିନ୍ଧାର କାରଣ ସାଜିଥିଲା l ଆଜି କୌଣସି ସୂତ୍ରରୁ ଖବର ପାଇଁ ପୁରୁଷୋତ୍ତମପୁର ଥାନାଧିକାରୀ କୁଳମଣି ସେଠୀଙ୍କ ନେତୃତ୍ୱରେ ଉଭୟ ପୁରୁଷୋତ୍ତମପୁର ଏବଂ କୋଦଳା ପୁଲିସ ମିଳିତ ଭାବେ ପଲସର ମୋଟର ସାଇକେଲରେ ଯାଉଥିବା ଘନଶ୍ୟାମ ଓ ତା`ର ସହିଯୋଗୀକୁ ପିଛା କରିଥିଲେ l କୋଦଳା-ସିଂହାସନୀ ରାସ୍ତାର ବାଇଦିପଡା ନିକଟରେ କାଳିଆ ଓ ତା"ର ସହଯୋଗୀ ପୁଲିସ ଉପରକୁ ଏକ ରାଉଣ୍ଡ ଫା୍ୟାରିଂ କରିବା ସହ ଦୁଇଟି ବମ ଫିଙ୍ଗିଥିଲେ l ଆତ୍ମରକ୍ଷା ପାଇଁ ପୁଲିସର ପାଲଟା ଫା୍ୟାରିଂରେ କାଳିଆର ଡାହାଣ ଆଣ୍ଠୁରେ ଗୁଳି ବାଜିଥିଲା ଏବଂ ସହଯୋଗୀ ଫେରାର ହୋଯାଇଥିଲା l ଆହତ କାଳିଆକୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ସୁସ୍ଥହେବାପରେ ତାକୁ ଗିରଫ କରାଯାଇଥବା ଏସଡିପିଓ ସୁଜିତ କୁମାର ନାୟକ ସୂଚନା ଦେଇଥିଲେ l ଏନକାଉଣ୍ଟର ସ୍ଥଳରୁ ପଲସର ବାଇକ ସହ ଏକ ପିସ୍ତଲ ଜବତ କରାଯାଇଛି l

News Comment

You Might Also Like

BACK TO TOP