Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଗୁଣ୍ଡିଚା ପରେ ବାହୁଡା ରେ ପୁରୀରେ ରଥ ଟଣା ବେଳେ ଅଣନିଶ୍ୱାସୀ ହୋଈ ଜଣେ ମୃତ |

25-Jul-2026

ବାହୁଡା ଯାତ୍ରାରେ ପୁଣି ଅଘଟନ ବଡ଼ଦାଣ୍ଡରେ ଅଣନିଃଶ୍ବାସ ହୋଇ  ଭକ୍ତଙ୍କ ମୃତ୍ୟୁ,

ଓଡିଶା ଜନ ମତବ୍ୟୁରୋ

କିଛିଦିନ ତଳେ ପୁରୀ ବଡ଼ ଦାଣ୍ଡରେ ଗୁଣ୍ଡିଚା ଯାତ୍ରାବେଳେ  ରଥ ଟଣା ସମୟରେ ପ୍ରବଳ ଭକ୍ତ ଙ୍କ ଭିଡ଼ ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଭକ୍ତଙ୍କ ଗହଳି ମଧ୍ୟରେ ଅଣନିଶ୍ୱାସୀ ହୋଈ ମୃତ୍ୟୁ ହୋଇଥିଲା ବେଳେ  ଗତକାଲି ପୁରୀ ବାହୁଡା ଯାତ୍ରାରେ   ସେଇ ବଡ଼ ଦାଣ୍ଡରେ ରଥ ଟଣା ବେଳେ ପୁଣି ଜଣେ ଭକ୍ତଙ୍କ ଅଣନିଃଶ୍ଵାସରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନାନୁସାରେ, ସୁଭଦ୍ରା ରଥ ନିକଟରେ କଟକ ଜିଲ୍ଲାର ଅଭିରାମ ଦାସ (୫୭) ହଠାତ୍ ଅସୁସ୍ଥହୋଇପଡ଼ି ଥିଲେ। ତାଙ୍କୁ ବଗଲା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ସେ ଅନେକ ଦିନ ଧରି ଉଚ୍ଚରକ୍ତଚାପରେ ପୀଡ଼ିତ ଥିବା ଜଣାଯାଇଛି। ତେବେ ଏହି ଏହି ଘଟଣା ରେ ପୁଲିସ ପ୍ରଶାସନ ପକ୍ଷରୁ କୌଣସି ବିଧି ବଦ୍ଧ ସୂଚନା ଦିଆଯାଇନାହିଁ । ଦୁଇଟି ଯାତ୍ରାରେ ଏତେ ମାତ୍ରାରେ ଲକ୍ଷା ଧିକ ଭକ୍ତ ଙ୍କ ଗହଳି ମଧ୍ୟରେ  ଭକ୍ତ ଅଣନିଶ୍ୱାସୀ ହୋଇଯିବା ସ୍ୱାଭାବିକ |କିନ୍ତୁ ସମସ୍ତେ ଅଚେତ ଭକ୍ତ ଟିକୁ ନେଇ ଚିକିତ୍ସା କରିବା ସତ୍ୱେ  ସେମୃତ୍ୟୁ ବରଣ କରିଥିବା  ପୂର୍ବ ଜନ୍ମର ଭାଗ୍ୟ ଥିଲା ବୋଲି ମଧ୍ୟ  ସବୁଠି ଚର୍ଚ୍ଚା ହେଉଛି | ତେବେ ପ୍ରଶାସନ ତରଫରୁ ସେହି ବ୍ୟକ୍ତି ଙ୍କ ପରିବାର କୁ କିଛି ଆର୍ଥିକ ରାଶି ପ୍ରଦାନ କରାଗଲେ  ସେମାନଙ୍କ ପରିବାର ଅନ୍ତତଃ ଟିକେ ଆଶ୍ବସ୍ତି ଲାଭ କରିଥାନ୍ତେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି |

News Comment

You Might Also Like

BACK TO TOP