Breaking News

ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||     

କେଶପୁର ଠାରେ ଭୟାଭୟ ଅଗ୍ନି କାଣ୍ଡ |

01-Aug-2026

କେଶପୁର ଠାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଠ l

ଓଡ଼ିଶା ଜନମତ, ଖଲ୍ଲିକୋଟ : 01/08/26

ତାରା ଶଙ୍କର ରଥ:-
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନତର୍ଗତ କେଶପୁର ଛକ ରେ ଆଜି ଭୟାବହ ଅଗ୍ନି କାଣ୍ଡ ଘଟି ଥିବାର ଦୃଶ୍ୟ ସାମ୍ନାକୁ କୁ ଆସିଅଛି ।ଏକ ଗ୍ରୋଷରୀ ଦୋକାନ ରେ ହଟାତ୍ ନିଆ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି। ସୌଭାଗ୍ୟ ବଶତଃ କୌଣସି ଜୀବନ ହାନି ଘଟି ନାହିଁ। ପ୍ରାଥମିକ ତଦନ୍ତ ରୁ ବିଦୂତ ଶର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ବୋଲି ଜଣା ପଡୁଛି । ଅଗ୍ନି ସମ ବାହିନୀଙ୍କ ଦୀର୍ଘ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ କରିବାକୁ ସକ୍ଷମ ହୋଇଥିବା ବେଳେ ସେତେବେଳେକୁ ଲକ୍ଷାଧିକ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିଲା । ସୂଚନା ପ୍ରକାର ରେ ଆଜି ମଧ୍ୟାହ୍ନ ସମୟରେ କେଶପୁର ପରିବା ବଜାର ରେ ରାଜେନ୍ଦ୍ର ପାତ୍ର ଙ୍କ ବନ୍ଧ ଥିବା ଗ୍ରୀସରୀ ଦୋକାନ ରୁ ହଟାତ୍ ଧୂଆଁ ବାହାରିବା ସହ ଭୟଙ୍କର ନିଆ ଲାଗିଯାଇଥିଲା ।ସ୍ଥାନୀୟ ଲୋକ ଏହା କୁ ଦେଖି ପ୍ରଥମେ ନିଜେ ନିଆଁ କୁ ଲିଭାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ପାରିନଥିଲେ । ଖବର ପାଇ ଅଗ୍ନି ସମ ବାହିନୀ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଦୀର୍ଘ ସମୟ ଚେଷ୍ଟା କଲା ପରେ ସଫଳ ହେଇଥିଲେ। ତେବେ ଆନୁମାନିକ ବାର ରୁ ପନ୍ଧର ଲକ୍ଷ୍ୟ ଟଙ୍କାର ସାମଗ୍ରୀ ଦୋକାନ ରେ ଥିବା ବୋଲି ନିଜେ ରାଜେନ୍ଦ୍ର ପାତ୍ର ସୂଚନା ଦେଇଥିବା ବେଳେ ବହୁତ୍ କଷ୍ଟ ରେ ପରିଶ୍ରମ କରି ଦୋକାନ କରିଥିବା କହି ପୁରା ଦୁଃଖରେ ଭାଙ୍ଗି ପଡିଛନ୍ତି । ଅନ୍ୟ ପକ୍ଷରେ କେଶପୁର ବଜାର କମିଟି ସେକ୍ରେଟାରୀ ରାଜୀବ ପାତ୍ର ଦୁଃଖ ପ୍ରକାଶ କରିବା ସହ କ୍ଷତି ପୋଷଣ କରିବା ଦିଗରେ ସରକାର ଙ୍କୁ ଅନୁରୋଧ କରିଛନ୍ତି ।

News Comment

You Might Also Like

BACK TO TOP