Breaking News

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||     

ବୋହୁ ଙ୍କ ନିର୍ଯ୍ୟାତନା ରେ ଅତିଷ୍ଟ ହୋଈ ମାନବାଧିକାର କମିଶନ ଙ୍କ ଦ୍ୱାରସ୍ତ ହେଲେ ସାମାଜିକ କର୍ମୀ |

02-Aug-2026

 ପରିବାର ସଦସ୍ୟ ଙ୍କୁ ନିର୍ଯାତନା ଦେଉଥିବା  ବୋହୁ ଙ୍କ ବିରୁଦ୍ଧରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲେ ସାମାଜିକ କର୍ମୀ | 

 ବାପା, ମାଆ ବହୁତ ଆଶା କରିଥାନ୍ତି ଯେ  ଘର କୁ ବୋହୁ ଟେ ଆସିଲେ ଘରକୁ ଲକ୍ଷ୍ମୀ ଆସନ୍ତି  | ତେବେ ବୋହୂଟି ଆସିଗଲା ପରେ ସେହି ବୋହୂଟି ଯେ ଏତେ ଭୟଙ୍କର ହୋଈ ସେହି ପରିବାର ଙ୍କୁ  ନିର୍ଯ୍ୟାତନା ଦେଉଥାଏ, ତେବେ ତାର ନିରାକରଣ ପାଇଁ ଭଗବାନ ଦଦୃଶ୍ୟ ଜଣେ ସାମାଜିକ କର୍ମୀ ଙ୍କ ଆବିର୍ଭାବ ହୋଇଥିଲା | ଆସନ୍ତୁ ଜାଣିବା ସେହି ମହିଳା ବୋହୁ ଙ୍କ ବିଷୟ ରେ  | ସେ ହେଉଛି ଖଣ୍ଡପଡ଼ା ଥାନା ଅଧୀନ କୁମ୍ଭାରପଡ଼ା ଗ୍ରାମର ସୁରେନ୍ଦ୍ର ନାଥ ଶତପଥି,ପତ୍ନୀ ବିନୋଦିନୀ ଓ ନାତି,ନାତୁଣୀଙ୍କୁ ଏକମାତ୍ର ବୋହୁ ରୀତାଞ୍ଜଳି ଶତପଥି ଗତ ୫ ବର୍ଷରୁ ଉର୍ଦ୍ଧ୍ବ  ସମୟ ଧରି ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତନା ଦେଇ ଆସୁଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ଯ ଖଣ୍ଡପଡ଼ା ପୁଲିସ ଠାରୁ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି ନିର୍ଯାତନାର ଶିକାର ହୋଇ ଆସୁଥିବା ପରିବାରବର୍ଗ। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣା ନଜରକୁ ଆସିବା ପରେ ସାମାଜିକ କର୍ମୀ ସୁବ୍ରତ କୁମାର ଦାଶ ଘଟଣାରେ ହସ୍ତକ୍ଷେପ କରି ନିର୍ଯାତନା ଦେଉଥିବା ଉକ୍ତ ମହିଳାଙ୍କ ବିରୁଦ୍ଧରେ ଜାତୀୟ ମାନବାଧିକାର କମିଶନରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।ବରିଷ୍ଠ ନାଗରିକ ସୁରେନ୍ଦ୍ରନାଥଙ୍କ ପରିବାରବର୍ଗଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ବାରମ୍ବାର  ନିର୍ଯାତନା ଦେଇ ଆସୁଥିବା ସଂପୃକ୍ତ ମହିଳାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଥିବା ଜଣାଯାଇଛି।ଅଭିଯୋଗକ୍ରମେ ସୁରେନ୍ଦ୍ରନାଥଙ୍କ ପୁଅ ଶୁଭେନ୍ଦୁ ଶତପ‌ଥୀଙ୍କର ଗତ ୫ ବର୍ଷ ତଳେ ଅକାଳ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ନାମରେ ଏଲଆଇସିରେ ବନ୍ଧା ହୋଇଥିବା ୧୦ ଲକ୍ଷ ଟଙ୍କା ବୋହୁ ରୀତାଞ୍ଜଳି ପାଇଥିଲେ Iଟଙ୍କା ପାଇବା ପର ଠାରୁ ବୋହୁ ଘରେ ଅଲଗା ଚଳି ଆସିବା ସହ ଶାଶୂ ,ଶ୍ଵଶୁରଙ୍କୁ ବାରମ୍ବାର ଅଣଦେଖା କରି ଆସୁଥିବା ଅଭିଯୋଗ ହୋଇଛି।ଏକମାତ୍ର ରୋଜଗାରିଆ ପୁଅର ଅକାଳ ମୃତ୍ୟୁ ପରେ ବାପା ଓ ମା ଏକରକମ ବେସାହାରା ହୋଇ ପଡିଥିଲେ।ଏପରିକି ଘର ଚଳାଇବା କଷ୍ଟକର ହେବାରୁ ସେମାନେ ବୋହୁର ସହାୟତା ଲୋଡିଥିଲେ ହେଁ ବୋହୁ ସେମାନଙ୍କୁ ଅଣଦେଖା କରିବା ସହ ଟଙ୍କା ଦେବା ପାଇଁ ଅନିଚ୍ଛା ପ୍ରକାଶ  କରିଥିଲା।ପରେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ବୋହୁ ଘରେ ସଦା ସର୍ବଦା ବିଶୃଙ୍ଖଳା ସୃଷ୍ଟି କରିବା ଯୋଗୁଁ ପରିବାରରେ ଅଶାନ୍ତି ଲାଗି ରହିଥିବା ଜଣାଯାଇଛି।ଏପରିକି ବିଭିନ୍ନ ସମୟରେ ବୋହୁ ତାର ପୁଅ ଓ ଝିଅଙ୍କୁ ମାଡ ମାରିବା, ଗାଳି କରିବା ସହ ଶାଶୁ ,ଶ୍ବଶୁରଙ୍କୁ ଶାରୀରିକ ଓ ମାନସିକସ୍ତରରେ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି।ବୋହୁର ଯନ୍ତ୍ରଣା ଅସହ୍ଯ ହେବାରୁ ନ୍ୟାୟ ପାଇବା ନିମନ୍ତେ ସେମାନେ କୋସ୍କା ଫାଣ୍ଡି,ଖଣ୍ଡପଡ଼ା ଥାନା ଓ ପରେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରି ନିରାଶ ହୋଇଥିବା ବେଳେ ପୁଲିସ  ପ୍ରଶାସନ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ଦେଇ ପାରି ନାହିଁ କି ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହୋଇ ପାରିନଥିବା ଜଣାପଡିଛି।ପରିଶେଷର ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ ବୃଦ୍ଧ ଶାଶୁ, ଶ୍ବଶୁର ଓ ନିଜର ପୁଅ,ଝିଅକୁ ହତାଦର କରି ନିର୍ଯାତନା ଦେଉଥିବା ସଂପୃକ୍ତ ମହିଳାଙ୍କୁ ଉଚିତ ଦଣ୍ଡ ଦେବାକୁ ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଥିବା ଜଣାଯାଇଛି। ଉକ୍ତ ସମ୍ବେଦନଶୀଳ ଘଟଣା ପ୍ରତି ପୁଲିସ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ କୁମ୍ଭାରପଡା ଗ୍ରାମବାସୀ ଦାବି କରିଛନ୍ତି।

News Comment

You Might Also Like

BACK TO TOP