Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ନାବାଳିକା ବିଷ ପିଇ ମୃତ୍ୟୁ ବରଣ କରିଥିବା ଘଟଣା ରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ |

02-Aug-2026

ପ୍ରତାରଣା କୁ ସହ୍ୟ କରିନପାରି ନାବାଳିକାଙ୍କ ବିଷ ପିଇ ଆତ୍ମ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ |

ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ସହର ର ଗଡ଼ ସାହିରେ  ଗତ କାଲି ଘଟି ଯାଇଛି ଏକ ଶୋକା କୁଳ ପରିବେଶ,ପ୍ରତାରଣାର ଶିକାର ହୋଇଥିବା ବାପା ଛେଉଣ୍ଡ   ଅତ୍ୟନ୍ତ ଗରିବ ଝିଅଟିଏ | ତେବେ ବିଧବା ମାଆ ଏକ ସ୍କୁଲ ରେ ପାଚିକା ଭାବେ କାମ କରୁଥିଲା ବେଳେ  ସ୍କୁଲ ରୁ ଅବସର ପରେ କିମ୍ବା ପୂର୍ବରୁ ସେହିଁ ସାହିର କିଛି ଲୋକଙ୍କ ଘରେ  ବାସନ ମାଜି କିମ୍ବା ରୋଷେଇ ଵାସ କରି ସେଥିରୁ କିଛିପ୍ରାପ୍ୟ ଅର୍ଥରେ ଘର ପ୍ରତିପୋଷଣ କରୁଥିଲେ | ଘରେ ଆଉ ଗୋଟିଏ ସାନ ଝିଅ ଓ ପୁଅ ମୋଟ ଚାରିଜଣ ପରିବାର | ତେବେ ମାଆ ଯେତେବେଳେ ରୋଷେଇ ପାଇଁ କିମ୍ବା ବାସନ ମଜା ପାଇଁ ସେହି ଘରକୁ ଯାଇନପାରେ ସେତେବେଳେ ଏହି ମେଟ୍ରିକ ପାସ କରିଥିବା ବଡ଼ ଝିଅଟିସେଠାରେ ଯାଇ କାମକରିଥାଏ | ହେଲେକାଲି ମାଆ ସାନ ଭଉଣୀ କୁ ଧରି ସ୍କୁଲ ଚାଲି ଯାଇଥିବା ବେଳେ ଝିଅଟି ବିଷ ପିଇ ଦେଈ ଘରେ ବେହୋସ ଅବସ୍ଥାରେ ରହିଥିଲା  | ତେବେବାହାରେ ବୁଲୁଥିବାଭାଇ ଘରକୁ ଆସି ଭଉଣୀ ର ଏହି ଅବସ୍ଥା ଦେଖି ସାହି ପଡୋଶୀଙ୍କୁ ଡାକି ପୁରୁଷୋତ୍ତମପୁର ମେଡିଲାଲ କୁ ନେଇଥିଲେ | ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରି ମୃତ ବୋଲି ଘୋଷଣା କରିଥିଲେ  |ସୂଚନା ପାଇ ଥାନା ଅଧିକାରୀ କୂଳମଣି ସେଠୀ ଘଟଣା ସ୍ଥଳକୁ ଯାଇ ଶବକୁ ଜବତ  କରିବା ସହ ବ୍ୟବଛେଦ ପାଇଁ ପଠାଇଛନ୍ତି । । ତେବେ ପରିବାର ଲୋକ ଥାନାରେ ଏଫଆର ଦେଇଛନ୍ତି ଯେସେହି ସାହିର ରାମା ରାଓ ନାମକ ଜଣେ ବ୍ୟକ୍ତି ଙ୍କ  ଘରେ କାମ କରୁଥିଲା ବେଳେ ଏକାକୀ ରହୁଥିବା ରାମାରାଓ  ଜଵାନୀ ଝିଅ ଉପରେ ଲୋଲୁପ ଦୃଷ୍ଟି ପକାଇ ହୁଏତ ଝିଅର କାମ ବେଳର ଅବା ଅସହାୟତାର ସୁଯୋଗ ନେଇ କୌଣସି ଦୁର୍ଗଳ ମୁହୁର୍ତ୍ତର  ଫାଟୋ ମୋବାଇଲ ରେ ଉଠାଇ ଝିଅକୁ ବ୍ଲାକମେଲିଙ୍ଗ କରୁଥିବାର ଝିଅ ତାଙ୍କ ମାଆ ଯଶୋଦା ଆଚାରୀ ଙ୍କୁ କହିଥିବାର ତାଙ୍କ ମାଆ ଥାନାରେ ଏହିବିଷୟ ରେ ଲିଖିତ ଭାବେ ଜଣାଇ ଛନ୍ତି |ରାମାରାଓ ଙ୍କ ବାରମ୍ବାରଧମକରେ  ଅତିଷ୍ଠ ହୋଇ ନାବାଳିକା ଝିଅଟି ଲୋକ ଲଜ୍ୟା ହେବ ଭାବି  ଆତ୍ମହତ୍ୟା ଭଳି ଚରମ  ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି । ତେବେ ପୋଲିସ ର ଅଧିକ ଅନୁସନ୍ଧାନ ପରେ ହିଁ ପ୍ରକୃତ କଥା ସମସ୍ତେ ଜାଣି ପାରିବେ | ଏ ସମ୍ପର୍କରେ ପୁରୁଷୋତ୍ତମ ପୁର ଥାନା କେସ ନଂ ୪୯୬ 7 ୨୬ ପ୍ରକାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଅବ୍ୟାହତ ରହିଥିବା  ବେଳେ ଏହି ଘଟଣାରେ  ପୁରୁଷୋତ୍ତମ ପୁର ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫକରି ଆଜି ବ୍ରହ୍ମପୁର ପୋକସ କୋର୍ଟକୁ ଚାଲାଣ କରିଛନ୍ତି । ସେମାନେ ହେଲେ ପୁରୁଷୋତ୍ତମପୁର ଗଡସାହିର ରାମାରାଓ ଦୋରା(୫୪) ଓ କନକାସାହିର ଜେ.ଗୋପାଳପାତ୍ର (୩୫) ।  ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀ କହିଛନ୍ତିଯେ,  ଗୋପାଳ ପାତ୍ର ରାମା ରାଓ ଦେଇଥିବା ଫୋଟ କୁ ଭାଇରଲ କରିବାରେ ସହଯୋଗ କରିଥିବାରୁ ତାଙ୍କୁ ମଧ୍ୟ ଗିରଫ କରାଯାଇଛି  |

News Comment

You Might Also Like

BACK TO TOP