Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ବ୍ୟବସାୟୀ ଙ୍କ ଘରେ କେହି ନଥିଲା ବେଳେ କଳା କନା ବୁଲାଇ ଦେଲେ ଚୋର |

03-Aug-2026

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା ରେ ସନ୍ଧନୀ କୁକୁର ଦ୍ୱାରା  ତଦନ୍ତ  ଜାରୀ |

  ଚୋର ମାନେ ସବୁସମୟରେ ଲୋକଙ୍କ ଗତିବିଧି ଉପରେ ନଜର ରଖି ଥାନ୍ତି | ଦେଖନ୍ତି କି ଘରର ଲୋକମାନେ କେଉଁଆଡେ ଯାଉଛ ନ୍ତି କିଏ, କିଏ ଯାଉଛନ୍ତି ତାର ଖବର ନଜର ରଖି ତାଙ୍କ ଚୋରି କାମ ଆରମ୍ଭ କରି ଦିଅନ୍ତି | ଏପରି ଏକ ଘଟଣା ଘଟିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର ବିଷୟ ପାଲଟିଛି ।ଏହି ଘଟଣାକୁ ନେଇ ଦାରିଙ୍ଗବାଡି ପୋଲିସ ପକ୍ଷରୁ ତଦନ୍ତ ତ୍ବରାନ୍ୱିତ କରିଛି ।ଲୁଟ ଘଟଣା ଖବର ପାଇବା ପରେ ଆଇଆଇସି ସଂଗ୍ରାମ କେଶରୀ ଜେନା ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଜୋରଦାର କରିଛନ୍ତି ।ଅପରାହ୍ନରେ ସନ୍ଧାନୀ କୁକୁର ପହଞ୍ଚି ଘଟଣା ସ୍ଥଳରୁ ସନ୍ଧାନ ଆରମ୍ଭ କରି ପ୍ରାୟ ବହୁ ସମୟ ଧରି ସନ୍ଧାନ କରି ନିର୍ଦ୍ଧିଷ୍ଟ କିଛି ସ୍ଥାନରେ ଅଟକି ରହିଥିଲା । ଯେଉଁ ସବୁ ସ୍ଥାନରେ ସନ୍ଧାନୀ କୁକୁର ଅଟକିଥିଲା ତାଙ୍କୁ ପୋଲିସ ପକ୍ଷରୁ ପଚରାଉଚରା କରାଯିବ ବୋଲି ଆଇଆଇସି ଜେନା କହିଛନ୍ତି ।ସୂଚନା ଯୋଗ୍ୟ ଯେ, ବ୍ୟବସାୟୀଙ୍କ ପ୍ରାୟ ୨୦ ଭରି ସୁନା ଗହଣା ସହ ୫ ଶହ ଗ୍ରାମ ରୁପା, ନଗଦ ଟଙ୍କା ଆଦି ଲୁଟ ହୋଇଛି । ମିଳିଥିବା ତଥ୍ୟ ପ୍ରକାରେ ଶୁକ୍ରବାର ସଂନ୍ଧ୍ୟାରେ ବ୍ୟବସାୟୀ ଜଣଙ୍କ ପରିବାର ସହ ଘର ତାଲା ପକାଇ କୌଣସି କାର୍ଯ୍ୟରେ ବ୍ରହ୍ମପୁର ଯାଇଥିଲେ । ରବିବାର ସକାଳ ୧୦ ଟା ରେ ସେ ବ୍ରହ୍ମପୁରରୁ ଫେରିଲା ପରେ ଘରର ମୁଖ୍ୟ ଫାଟକର ତାଲା ଖୋଲିଥିଲେ ଓ ଘର ଭିତରକୁ ଯିବା ବେଳେ ଘରର ୨ ଟି ଫାଟକର ତାଲା ଓ ଗେଡା କଟାଯାଇଥିବା ଦେଖିଥିଲେ । ପରେ ଘରେ ପଶି ଦେଖିଲେ ତାଙ୍କ ବେଡରୁମରେ ରହିଥିବା ଆଲିମିରା ଭାଙ୍ଗି ତା ଭିତରେ ରହିଥିବା ସୁନା ଅଳଙ୍କାର ଲୁଟି ନେଇଥିଲେ ।

News Comment

You Might Also Like

BACK TO TOP