Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଆଠ ମାସର ଝିଅ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇ ବଲାଙ୍ଗୀର ପାଇଁ ଗର୍ବ ଆଣିଲା ||

03-Aug-2026

ପିଲାଟିର ବୟସ ୮ ମାସ କିନ୍ତୁ ବଡ଼ ବଡ଼ଙ୍କୁ କରିଦେବ ପରାସ୍ତ |

       ଓଡିଶା ଜନ ମତ ବ୍ୟୁରୋ,

ଭଗବାନ ଛୁଆଟିକୁ ଜନ୍ମ ଦେଲାବେଳେ କାହାକୁ କେଉଁ ଐଶ୍ଵରୀକ ଶକ୍ତି କିଛି ପ୍ରଦାନ କରିଥାନ୍ତି | ଯାହାକୁ ନେଇ ସେହି ପୁଅ ହେଉ କିମ୍ବା ଝିଅ  | କମ ବୟସ ରୁ ହେଉ କିମ୍ବା ବୃଦ୍ଧ ବୟସରେ ସେମାନଙ୍କ ର ସେହି ଈଶ୍ୱର ପ୍ରଦତ୍ତ  ଶକ୍ତିର ବିକଶିତ କରିଥାନ୍ତି | ସେପରି ଜଣେ ଝିଅ ସୁପର ଟ୍ୟାଲେଣ୍ଟେଡ୍ କିଡ୍ ଭାବେ କରିଛି ରେକର୍ଡ  | କମାଲ କରୁଛି ୮ ମାସର କୁନି ଝିଅ। କଥା କହି ପାରୁନି, ଚକିତ କରୁଛି ସ୍ମରଣଶକ୍ତି। ସୁକୃତି ମେହେରଙ୍କୁ ଅନ୍ତର୍ଜାତୀୟ ସ୍ବୀକୃତି। ବଲାଙ୍ଗୀରର ସୁକୃତି ମେହେର ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇ `ସୁପର ଟ୍ୟାଲେଣ୍ଟେଡ୍ କିଡ୍` ଭାବେ ସମ୍ମାନିତ ହୋଇଛନ୍ତି।ବୟସ ୮ ମାସ କିନ୍ତୁ ବଡ଼ ବଡ଼ଙ୍କୁ କରିଦେବ ଫେଲ | ନା କଥା କହିପାରୁଛି, ନା ଚାଲିପାରୁଛି। କିନ୍ତୁ ତା`ର ସ୍ମରଣଶକ୍ତି ଦେଖି ବଡ଼ ବଡ଼ ଲୋକ ବି ଚକିତ। ଯେଉଁ ବୟସରେ ପିଲାମାନେ ଖେଳନା ସହ ଖେଳିବା ଶିଖନ୍ତି, ସେହି ବୟସରେ ଜଣେ କୁନି ଝିଅ ବିଶ୍ୱ ରେକର୍ଡ କରିଛି। ବଲାଙ୍ଗୀରର ସୁକୃତି ମେହେର ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇ `ସୁପର ଟ୍ୟାଲେଣ୍ଟେଡ୍ କିଡ୍` ଭାବେ ସମ୍ମାନିତ ହୋଇଛନ୍ତି। ଖେଳ ଖେଳରେ ଆରମ୍ଭ ହୋଇଥିବା ଶିଖିବାର ଯାତ୍ରା କିପରି ଆଣିଦେଲା ଅନ୍ତର୍ଜାତୀୟ ସ୍ୱୀକୃତି, ଦେଖନ୍ତୁ ରିପୋର୍ଟ।ନା ସେ କଥା କହିପାରୁଛି, ନା ଚାଲିପାରୁଛି। ଖେଳନା ଧରି ଖେଳିବା ବୟସରେ ଏହି କୁନି ଝିଅ କରିଛି ବିଶ୍ୱ ରେକର୍ଡ। ତା`ର ଅସାଧାରଣ ସ୍ମରଣଶକ୍ତି ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବଲାଙ୍ଗୀର ଜିଲ୍ଲା କୁକୁରମୁଣ୍ଡା ଗାଁର ସୁଶୀଲ ମେହେରଙ୍କ ମାତ୍ର ୮ ମାସର ଝିଅ ସୁକୃତି ମେହେର। ଏହି କୁନି ଝିଅଟି ଏବେ ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇ ‘ସୁପର ଟ୍ୟାଲେଣ୍ଟେଡ୍ କିଡ୍’ ଭାବେ ସାଟିଫିକେଟ ଓ ମେଡାଲ ପାଇଛନ୍ତି ।ମାତ୍ର ୩ ମାସ ବୟସରୁ ସୁକୃତିଙ୍କ ମଧ୍ୟରେ ଦେଖାଦେଇଥିଲା ଅସାଧାରଣ ସ୍ମୃତିଶକ୍ତି। ଘର ଲୋକେ ଜିଭ, ନାକ, କାନ କିମ୍ବା ଆଖି ଦେଖାଇବାକୁ କହିଲେ ସେ ତୁରନ୍ତ ଚିହ୍ନଟ କରୁଥିଲେ। ଦିନ ଗଡ଼ିବା ସହ ତାଙ୍କ ପ୍ରତିଭା ଆହୁରି ବିକଶିତ ହୋଇଥିଲା। ଏବେ ସେ ବିଭିନ୍ନ ଦେଶର ପତାକା, ରଙ୍ଗ, ଫଳ, ଦୈନନ୍ଦିନ ବ୍ୟବହାରର ଜିନିଷ ଏବଂ ଅନେକ ସାମଗ୍ରୀକୁ କେବଳ ଦେଖାଇଦେଲେ ଚିହ୍ନଟ କରିପାରୁଛନ୍ତି।ଏତେ କମ୍ ବୟସରେ ଏପରି ସ୍ମରଣଶକ୍ତି ସମସ୍ତଙ୍କୁ ଚକିତ କରିଛି। ଏହି ଅସାଧାରଣ ପ୍ରତିଭାକୁ ସ୍ୱୀକୃତି ଦେଇ ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ ପକ୍ଷରୁ ତାଙ୍କୁ ସାର୍ଟିଫିକେଟ୍ ଓ ମେଡାଲ ପ୍ରଦାନ କରାଯାଇଛି। ସେ ‘ସୁପର ଟ୍ୟାଲେଣ୍ଟେଡ୍ କିଡ୍’ ଭାବେ ସମ୍ମାନିତ ହୋଇଛନ୍ତି। ଯାହାକୁ ନେଇ ଅଞ୍ଚଳ ରେ ଖୁସିର ଲହରୀ ଖେଳି ଯାଇଛି ।ପରିବାର ପ୍ରତିଦିନ ଖେଳ ଖେଳରେ ସେମାନେ ସୁକୃତିଙ୍କୁ ବିଭିନ୍ନ ଜିନିଷ ଦେଖାଇ ଶିଖାଉଥିଲେ। କେବେ ଭାବିନଥିଲେ ଯେ ଏହି ଅଭ୍ୟାସ ଦିନେ ବିଶ୍ୱ ସ୍ତରର ସ୍ୱୀକୃତି ଆଣିଦେବ। ଏହି ସଫଳତା ପରେ ସମଗ୍ର ଅଞ୍ଚଳରେ ଏ କୁନିଝିଅର ପ୍ରବଳ ଚର୍ଚ୍ଚା। କୁନି ସୁକୃତିଙ୍କ ପ୍ରତିଭା ଆଜି ପ୍ରମାଣ କରିଦେଇଛି— ବୟସ ନୁହେଁ, ପ୍ରତିଭା ହିଁ ସଫଳତାର ପ୍ରକୃତ ପରିଚୟ।

News Comment

You Might Also Like

BACK TO TOP