Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |

19-Aug-2026

ଟ୍ରେନରୁ  ସୁନା ଚୋରିକରି ହେଉଥିଲା ମାଲେମାଲ୍ | 

ଓଡିଶା ଜନ ମତ ବ୍ୟୁରୋ, 

 ଆଜିକାଲି ଚୋର ମାନେ ନୁଆଁ ତରିକାରେ ଚୋରି କରିବାରେ ସିଦ୍ଧ ହସ୍ତ ଅଟନ୍ତି |  ହେଲେ ଚୋର ଘର ସବୁଦିନେ ଅନ୍ଧାର ନଥାଏ | କେବେବି ଉଜ୍ବଳ ହୋଉଜିବ ଆଉ ତାପରେ ଚୋର ସିଦ୍ଧାମାମୁଁଘରକୁ ଯାଇଥାନ୍ତି | ତେବେ ଚୋର ଟ୍ରେନ ର ଏସି ବଗିରେ ପଶି ଚୋରି କରିନେଉଥିଲା ଯାତ୍ରୀଙ୍କ ସୁନା। ଆଉ ଏହାକୁ ତରଳାଇ ଦେଇ ବିକ୍ରି କରିଦେଉଥିଲା। ଏପରି କରି ପାଖରେ ଥିଲା ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା। ହେଲେ ଏବେ ଧରାପଡ଼ିଛି ଏହି ସୁନା ଚୋର। ଜିଆରପି ପୋଲିସ ଏହି କୁଖ୍ୟାତ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ଟ୍ରେନରେ ଲୁଟ୍ କରୁଥିବା ଘଟଣାର ପର୍ଦ୍ଦାଫାସ କରିଛି ଉଭୟ ଜିଆରପି ଏବଂ ଆରପିଏଫ ପୋଲିସ।

ସୂଚନା ଅନୁସାରେ, ଅଭିଯୁକ୍ତ ବୀରସେନ ତରାଇ ଟ୍ରେନର ଏସି କୋଚ୍ ଭିତରୁ ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି କରି ଏହାକୁ ତରଳାଇ ସୁନା ବ୍ୟବସାୟୀଙ୍କୁ ଦେଇ ନଗଦ ଟଙ୍କା ଆଣୁଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଚୋରି ହୋଇଥିବା ପ୍ରାୟ ୧୦୯ ଗ୍ରାମ୍‌ର ସୁନା ଅଳଙ୍କାର ବ୍ରହ୍ମପୁର ନିଆଯାଇ ସେଠାରେ ତରଳାଇ ଦିଆଯାଇଥିଲା। ଏହା ପରେ ତରଳିଥିବା ସୁନାରେ ପରିଣତ କରାଯାଇଥିଲା। ପ୍ରଥମେ ଗୋଟିଏ ଜାଗାରେ ତରଳା ଯାଇଥିଲା ଏବଂ ପରେ ସୁନାକୁ ଶ୍ରୀ ସିଦ୍ଧନାଥ ଜୁଏଲର୍ସକୁ ନିଆଯାଇଥିଲା। ସେଠାରେ ମାଲିକ ତାନାଜୀ ଦଶରଥ ୟେଭାଲେଙ୍କ ସହ ଯୋଗାଯୋଗ କରାଯାଇଥିଲା।

ତେବେ ସିସିଟିଭି ଆଧାରରେ ତଦନ୍ତ କରି ଲୁଟେରା ଏବଂ ଲୁଟ୍ ସୁନା ପାଖରେ ପହଞ୍ଚିଛି ପୋଲିସ। ଘଟଣାରେ ଉଭୟ ଜିଆରପି ଏବଂ ଆରପିଏଫ ପୋଲିସକୁ ମିଳିଛି ସଫଳତା। ତେବେ ଲୁଟ୍ ସୁନା ଚେନ ଏବଂ କାନଫୁଲ ସହ ଜବତ୍ ହୋଇଛି। ଘଟଣାରେ ବ୍ୟବହାର ସମ୍ପୃକ୍ତ ମୋବାଇଲ୍ ଜବତ୍ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବୀରସେନ ତରାଇ ଏବଂ ସୁନା ଦୋକାନୀ ତାନାଜୀ ଦଶରଥ ୟେଭାଲେଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜିଆରପି।

News Comment

You Might Also Like

BACK TO TOP