Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||

19-Aug-2026

ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ,ଗୁଣାତ୍ମକ ଉପରେ ତଦନ୍ତ ଦାବି ।
ହିଞ୍ଜିଳିକାଟୁ ୧୮/୦୮/୨୬,

କୃଷ୍ ଚନ୍ଦ୍ ସାମନ୍ତର ;-----

 ହିଞ୍ଜିଳି ଅଞ୍ଚଳରେ ଡବଲ ଇଞ୍ଜିନି ସରକାରଙ୍କ ବିକାଶର ଧାରା ଓଡିଶା ସାର ନାରା ଦେଉଥିବା  କଥା ଗ୍ରାମବାସୀ ଶୁଣୁଥିବା ବେଳେ ବିକାଶ ଏବେ ଆଣ୍ଠେଇ ପଡି ମାଟିରେ ଲୋଟି ପଡିଲା । ଏପରି ଦୃଶ୍ୟ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଳକର ଶିକିରି ପଞ୍ଚାୟତର ନୁଆଁ ପୋଖରୀର ଦେଖିବା ମିଳିଛି । ଗ୍ରାମବାସୀଙ୍କ ସୁଚନାନୁଯାୟୀ ନୁଆଁ ପୋଖରୀର ପାଖରେ ଥିବା ସୁରକ୍ଷା କାନ୍ଥଟି ଧସିଗଲା ବହୁ ରାଜସ୍ବ ହାନୀ ଘଟିଲା । ଗୁଣାତ୍ମକ କାର୍ଯ୍ୟ ଉପରେ ଗ୍ରାମବାସୀ ତଦନ୍ତ ପାଇଁ ଦାବି କରୁଥିବା ଶୁଣିବାରେ ମିଳୁଛି । ସେମାନଙ୍କ କହିବା କଥା ମାତ୍ର କିଛି ଦିନ ତଳେ ଏହି ଗାର୍ଡଓ୍ବାଲ ତିଆରି କରାଯାଇଛି । ଏପରି ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ଯନ୍ତ୍ରୀ ତନ୍ତ୍ରୀ କୁଆଡ଼େ ତଦାରଖ କରିବା ପାଇଁ ଆନ୍ତରିକତା ନଥିବା କିମ୍ବା କାର୍ଯ୍ୟ କରିବା ସମୟରେ ଅନୁପସ୍ଥିତ ଥିବା ମଧ୍ୟ ଗ୍ରାମବାସୀଙ୍କ ଠାରୁ ଶୁଣିବାରେ ମିଳୁଛି । ଏହି ପୋଖରୀ ଉନ୍ନତି ନିମନ୍ତେ ବହୁ ରାଜସ୍ବ ଖର୍ଚ୍ଚ ହୋଇଛି କିନ୍ତୁ ସୁଫଳ ମିଳିପାରିନାହିଁ । ପୋଖରୀ ଖନନ କାର୍ଯ୍ୟ ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟକରଣ ,ପାର୍କ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ପାଖରେ ଥିବା ସୁଚନା ଫଳକ କହେ । କିନ୍ତୁ ଆଜି ସେହି ସ୍ଥାନରେ ସୌନ୍ଦର୍ଯ୍ୟର ବିକାଶ ଆଣ୍ଠେଇ ପଡିଛି । ତେବେ ଏଥିରେ ବ୍ୟୟ ହୋଇଥିବା ଅଟକଳ କାହା ସ୍ବାର୍ଥ ନିମନ୍ତେ ନିମ୍ନ ମାନର ହୋଇଥିଲା ।ଯାହା ଫଳରେ ଅଳ୍ପ ଦିନରେ ଧସେଇ ଗଲା ।ଏଠାରେ ପ୍ରଶ୍ନ ଉଠେ କି ଯଦି ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ପେମେଣ୍ଟ ହୋଇସାରିଛି ତେବେ ପୁନର୍ବାର ଏହି ଗାର୍ଡଓ୍ବାଲ କାର୍ଯ୍ୟ କରିବା ପାଇଁ ସରକାରୀ ଅର୍ଥରେ ନିର୍ମାଣ କରାଯିବ ନା ନିର୍ମାଣ କାର୍ଯ୍ୟ ଦାୟିତ୍ବରେ ଥିବା ଅଧିକାରୀ ଏହି  ଧସେଇ ଯାଇଥିବା ଗାର୍ଡଓ୍ବାଲ ନିର୍ମାଣ କରିବା ପାଇଁ ଅର୍ଥ ଖର୍ଚ୍ଚ ବହନ କରିବେ ତାହା ଦେଖିବାକୁ ବାକି ରହିଲା ।କିନ୍ତୁ  ଏପରି ନିମ୍ନ ମାନର କାର୍ଯ୍ୟ ନେଇ ବିଭାଗୀୟ ଅଧୂକାରୀ କି ପ୍ରକାର ପଦକ୍ଷେପ ନେଉଛନ୍ତି ?  ଅବସ୍ଥା ଏପରି ହେଲା କାହିଁକି ? ଏଇ କ‘ଣ ବିକାଶର ଧାରା ଓଡ଼ିଶା ସାରାର କାର୍ଯ୍ୟକ୍ରମ ? ଇଏ କ’ଣ ୨ ବର୍ଷର ୨ ଗୁଣା ବିକାଶ ? ଆଗାମୀ ଦିନରେ ଯଦି ଏହି ଗାର୍ଡଓ୍ବାଲର ରାଜସ୍ବ କ୍ଷତି କିଏ ଭରଣ କରିବେ ନା  ବିଭାଗୀୟ ଅଧିକାରୀଙ୍କୁ ଉଚ୍ଚ କର୍ତ୍ତୃପକ୍ଷ ଘଣ୍ଟ ଘୋଡେ଼ଇ ଘଟଣାର ଅନ୍ତ ଘଟାଇବେ କିମ୍ବା  ଆନ୍ତରିକତା ପ୍ରକାଶ ନ ପାଏ, ତେବେ ଆଗକୁ ବଡ଼ ପଦକ୍ଷେପ ନେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ

News Comment

You Might Also Like

BACK TO TOP