Breaking News

ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||      ଦେଢକୋଟି ଟଙ୍କାର ସାମଗ୍ରୀ ହେର ଫେର ଘଟଣା ରେ ଜଣେ ଗିରଫ ||   (19-Aug-2026)       ||      ସରକାରୀ ଚାକିରୀ ଦେବା ଆଳରେ ଅନଲାଇନ ରେ ଅର୍ଥ ଠକେଇ କରୁଥିବା ଯୁବକ ଗିରଫ ||   (19-Aug-2026)       ||      ଶାହରୁଖାନ ଙ୍କ ପାଇଁ ଗୀତ ଲେଖିଥିଲେ ପୂର୍ବତନ ପ୍ରଧାନ ମନ୍ତ୍ରୀ ||   (19-Aug-2026)       ||      ଏଗାର ଦଫା ଦାବି ନେଇ ଜିଲ୍ଲା ପାଳ ଙ୍କ ଅଫିସ ଆଗରେ ଭାରତୀୟ ମଜୁଦୁର ସଂଘ ର ବିକ୍ଷୋଭ |    (18-Aug-2026)       ||      ସୁନା ଦୋକାନୀ ଉପରେ ପ୍ରତିଶୋଧ ପାଇଁ ଡକାୟତି ଯୋଜନା ପଣ୍ଡ, ପାଞ୍ଚ ଅଭିଯୁକ୍ତ ଗିରଫ |    (18-Aug-2026)       ||      ଚଢ଼େୟାପଡା ଠାରେ ଦୁଇ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ |   (18-Aug-2026)       ||      ତାଡି ଜବତ ସହ ବାଇକ ଓ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କଲା ଅବକାରୀ ପୋଲିସ ||   (18-Aug-2026)       ||      ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ମେଡିକାଲ ରେ ଭର୍ତ୍ତି ||   (18-Aug-2026)       ||      ଶୁଭ୍ରା ସେଟ୍ଟି ଙ୍କୁତୃତୀୟ ବିବାହ କରିବେ 20 ବର୍ଷ ରୁ ଅଧିକ ନିର୍ଦେଶକ ଅନୁରାଗ କଶ୍ୟପ |   (18-Aug-2026)       ||      ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||     

ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |

20-Aug-2026

ଭାରତୀୟ ଦଳିତ ସାହିତ୍ୟ ଏକାଡ଼େମୀ ଗଞ୍ଜାମ ଜିଲ୍ଲା ଶାଖା ର ପ୍ରଥମ କାର୍ଯକାରୀଣୀ ବୈଠକ ଅନୁଷ୍ଠିତ ।

ଓଡିଶା ଜନ ମତ, ଛତ୍ରପୁର, ତା. ୧୯ / ୮,

କେ.ସତ୍ୟନାରାୟଣ ରେଡ୍ଡୀ:----
ପବିତ୍ର ୮୦ ତମ ସ୍ବାଧୀନତା ଦିବସରେ ଅବସରରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୌର ପରିଷଦ ଅଧୀନସ୍ଥ ବ୍ୟାଙ୍କ କୋଲନୀରେ ଭାରତୀୟ ଦଳିତ ସାହିତ୍ୟ ଏକାଡ଼େମୀ ଗଞ୍ଜାମ ଜିଲ୍ଲା ଶାଖାର ପ୍ରଥମ କାର୍ଯ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ରାଜ୍ୟ ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଉପସ୍ଥିତିତ୍ଵରେ ଅନୁଷ୍ଠିତ ହୋଇଥିଲା ।  ସଂଗଠିତ ପ୍ରଥମ ବୈଠକରେ ବିଭିନ୍ନ ଅଞ୍ଚଳ ଓ ବ୍ଲକ୍ ରୁ ସଂଗଠନ ପୁରୋଧାମାନେ ଯୋଗଦେଇ ଏହି ଦଳିତ ସମାଜର ମଙ୍ଗଳ କାମନା କରିବା ସହ ସାହିତ୍ୟ ଓ ସଂସ୍କୃତି ର ସୁରକ୍ଷା କରିବା ଦିଗରେ ପଦକ୍ଷେପ ଉପରେ ଆଲୋକପାତ କରାଯାଇଛି । 
   ଯୋଗଦେଇଥିବା ତିନୋଟି ବ୍ଲକ ଯଥା –ଖଲ୍ଲିକୋଟ୍ ବ୍ଲକ ରୁ ସଭାପତି ଭାବେ ଚରୁଣ କୁମାର ନାୟକ, ସମ୍ପାଦକ ଭାବେ ହରେକୃଷ୍ଣ ମଲ୍ଲିକ, ସହ-ସମ୍ପାଦକ ଭାବେ ଶ୍ରୀମତୀ ଲକ୍ଷ୍ମୀ ଦାସ, ଗଞ୍ଜାମ ବ୍ଲକ ରୁ ସଭାପତି ଭାବେ ଡ଼ଃ.ବ୍ରଜବନ୍ଧୁ ବେହେରା, ସମ୍ପାଦକ ଭାବେ ମହେଶ୍ଵର ବେହେରା, ଉପ-ସଭାପତି ଭାବେ ଦିଲୀପ କୁମାର ବେହେରା ଓ ଛତ୍ରପୁର ବ୍ଲକ ରୁ ସଭାପତି ଭାବେ ଶ୍ରୀମତୀ ମମତା ନାୟକ ଙ୍କୁ କର୍ମକର୍ତ୍ତା ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା । 
 ଆଗାମୀ ବୈଠକରେ ଅନ୍ୟ ୧୯ଟି ବ୍ଲକ ରୁ କର୍ମକର୍ତ୍ତା ମନୋନୀତ କରାଯିବା ସାଂଗକୁ ଭାରତୀୟ ଦଳିତ ସାହିତ୍ୟ ଏକାଡ଼େମୀର ଆଗାମୀ ଦିନର କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଭାପତି ସୂଚନା ଦେଇଥିଲେ । ବୈଠକରେ ଅନେକ ଶିକ୍ଷିତ ସମଭାବାପନ୍ନ ଓ ସାରସ୍ୱତ ସମ୍ମାନର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ୍ୟ ଗଣଉପସ୍ଥିତ ଥିଲେ ।
ସର୍ବଶ୍ରୀ ବଳରାମ ବେହେରା, ବଂଶୀଧାର ସେଠୀ, କୀର୍ତ୍ତନ ଦାସ, ମହାଦେବ ମଲ୍ଲିକ, ହରେ କୃଷ୍ଣ ମଲ୍ଲିକ, ତରୁଣ କୁମାର ନାୟକ, ମହେଶ୍ୱର ବେହେରା, ଚିନ୍ତାମଣି ବେହେରା, ବିଶ୍ୱ ରଞ୍ଜନ ଦାସ ଏବଂ ମହିଳା ନେତ୍ରୀମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷୟିତ୍ରୀ ଅଞ୍ଜନା ବେହେରା, ସମାଜସେବୀ ମମତା ନାୟକ, ଲକ୍ଷ୍ମୀ ଦାସ ପ୍ରମୁଖ ଙ୍କ ନାମ ଘୋଷଣା କରାଯାଇଛି । 
ପ୍ରକାଶ ଥାଉକି, ଭାରତୀୟ ଦଳିତ ସାହିତ୍ୟ ଏକାଡ଼େମୀ ଗଞ୍ଜାମ ଜିଲ୍ଲା ଶାଖା ର ଗଠନ  କରାଯିବା ସାଂଗକୁ ଏହା ସମ୍ପର୍କରେ ସରକାରଙ୍କ ବିଭିନ୍ନ ଵିଭାଗ କୁ ଏହାର ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଅବଗତ କରାଯାଇଥିବା ରାଜ୍ୟ ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା ଜଣାଇଛନ୍ତି ।।

News Comment

You Might Also Like

BACK TO TOP