Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |

21-Aug-2026

ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି | 
ହିଞ୍ଜିଳିକାଟୁ ୨୦/୦୮/୨୬,

କୃଷ୍ଣ ଚନ୍ଦ୍ର ସାମନ୍ତରା :-----

ହିଞ୍ଜିଳିକାଟୁ ବିଜ୍ଞାନ (ସ୍ଵୟଂ ଶାସିତ) ମହାବିଦ୍ୟାଳୟକୁ ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତ ପ୍ରଦାନ କରିବାକୁ ହିଞ୍ଜିଳିକାଟୁ ବୁଦ୍ଧିଜୀବୀ ମଞ୍ଚପକ୍ଷରୁ ଦାବି ହୋଇଛି । ଏନେଇ ଶରତ ଚନ୍ଦ୍ର ସାବତ, ଅଜୟ କୁମାର ସାହୁ, ତରୁଣ କୁମାର ପଣ୍ଡା, ଚନ୍ଦନ ପାତ୍ର, ପୁରାତନ ଛାତ୍ର ଏସ ବଳରାମ ପାତ୍ର ଓ ସରୋଜ ପାତ୍ର କଲେଜ ଅଧ୍ଯକ୍ଷ କ୍ଷ . ହରିହର ମୁନୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ସହିତ   ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟ ସଚିବ, ଗଞ୍ଜାମ ଜିଲାପାଳ ସମେତ ଅନ୍ୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି। ସେଥିରେ ଇଂରାଜୀ, ଗଣିତ, ଗୃହ ବିଜ୍ଞାନ, କମ୍ପୁଟର ବିଜ୍ଞାନ ଓ ବିଏଡ଼ ଖୋଲିବାକୁ ଉଲ୍ଲେଖ କରାଯାଇଛି  । ବହୁ ପୁରାତନ ଏବଂ ଶିକ୍ଷା କ୍ଷେତ୍ରରେ ଖ୍ୟାତନାମା ଥିବା   ଏହି ମହାବିଦ୍ୟାଳୟରେ ପ୍ରାୟ ପାଞ୍ଚ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏଠାରେ ଯୁକ୍ତ ତିନି ବିଜ୍ଞାନ, କଳା ଓ ବାଣିଜ୍ୟ ବିଷୟରେ ବିଭିନ୍ନ ବିଭାଗ ସହିତ ସ୍ନାତକୋତ୍ତର ବାଣିଜ୍ୟ, ଉଦ୍ଭିଦ ବିଜ୍ଞାନ ଓ କମ୍ପ୍ୟୁଟର ଡିପ୍ଲୋମା ପାଠ୍ୟକ୍ରମ ରହିଛି । ତେବେ ବିଶ୍ଵବିଦ୍ୟାଳୟ ପାଇଁ ଅନୁନ୍ୟ ପାଞ୍ଚଟି ସ୍ନାତକୋତ୍ତର ବିଭାଗ ସହ ୧୦ ଏକର ଜମିର ଆବଶ୍ୟକତା ରହିଛି।  ଆଉ ଦୁଇଟି ସ୍ନାତକୋତ୍ତର ବିଭାଗ ସହିତ ଆବଶ୍ୟକ ଜମି ମିଳିଲେ ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରକ୍ରିୟା ତ୍ୱରାନ୍ବିତ ହେବ।  ଅପରପକ୍ଷରେ ବହୁ ସରକାରୀ ଜମି ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଖରେ ଜବରଦଖଲ କରି ଭୋଗଦଖଲ କରି ଆସୁଛନ୍ତି । ତାହା ବି ଜାତୀୟ ରାଜପଥ ୫୯  କଡରେ ଥିବା ବହୁ ମୁଲ୍ୟବାନ ଜମି । ଏଣୁ ସରକାରଙ୍କ ପକ୍ଷରୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ  ଏସବୁର ଜବରଦଖଲ ମୁକ୍ତ କରି ବିଦ୍ୟାର୍ଥୀଙ୍କ ପାଇଁ ବ୍ୟବହାରରେ ଆସିଲେ  ଶିକ୍ଷା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଅବଦାନ ବୋଲି ସ୍ଥାନୀୟ ଲୋକଙ୍କ ମତ ପ୍ରକାଶ ପାଇଛି ।ଏପରିକି ଓଡ଼ିଶାର ବହୁ ଜିଲ୍ଲାରୁ ଅଧିକାଂଶ ବିଦ୍ୟାର୍ଥୀ ଏହି କଲେଜରେ ଅଧ୍ୟୟନ ସହ ସ୍ଥାନୀୟ ଅଞ୍ଚଳରେ  ରୁମ ଭଡ଼ା ନେଇ  ପାଠ ପଢୁଥିବା ବେଳେ ଉଚ୍ଚ ଶିକ୍ଷା ପାଇଁ ବ୍ରହ୍ମପୁର ଉପରେ ନିର୍ଭର କରିବା  ରହିଛି । ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

News Comment

You Might Also Like

BACK TO TOP