Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |

21-Aug-2026

ପ୍ରେମ କରି ଧୋକା ଦେଲେ ପ୍ରେମିକ 
ଥାନାରେ ମାମଲା ରୁଜୁ  | 

ନ୍ୟାୟ ଭିକ୍ଷା ପାଇଁ ସତିଶଗଡ଼ରୁ ଗଞ୍ଜାମ l
ଅଭିଯୁକ୍ତ ପ୍ରେମିକକୁ ଖୋଜୁଛି ପୋଲିସ l
 
ପ୍ରେମରେ ପ୍ରତାରଣା l ବିବାହର ମିଥ୍ୟା ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଓ ପ୍ରତାରଣା ପରେ ଅନ୍ୟତ୍ର ବିବାହ କରିଥିବା ଅଭିଯୋଗ ଜଗନ୍ନାଥ ପ୍ରସାଦ ଥାନାରେ ମାମଲା ରୁଜୁ ହୋଇଛି l ପ୍ରେମ ନିସା ଓଡିଶା ଗଞ୍ଜାମ ଜିଲ୍ଲାରୁ ସତିଶଗଡ଼ ରାଜ୍ୟର ରାଜନନ୍ଦଗାଓଁ ଜିଲ୍ଲାକୁ ଲମ୍ବିଛି l ପେମିକା ଯୁବତୀ ଜଣକ ପ୍ରେମରେ ଧୋକା ଖାଇ ପ୍ରେମିକକୁ ପାଇବା ଆଶାରେ ପ୍ରମିକର ପତ୍ତା ଖୋଜିଖୋଜି ପ୍ରେମିକର ଘରେ ପହଂଚିଥିଲେ l ପଟ୍ଟାଧର ଗ୍ରାମର ହାଡୁବନ୍ଧୁ ସାହୁଙ୍କ ପୁଅ ଆଶିଷ କୁମାର ସାହୁଙ୍କ ପ୍ରେମ ଜାଲରେ ପଡିବା ସହିତ ୪ବର୍ଷର ସମ୍ପର୍କ ଅଛି, ସେ ମୋତେ ବିବାହ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି l ତେଣୁ ମୂଁ ବୋହୁ ରୂପେ ଘରେ ରହିବାକୁ ଚାଁହୁଛି ବୋଲି ଘର ଆଗରେ ଜିଦ ଧରିଥିଲେ l ଘର ଲୋକେ ଗ୍ରହଣ ନ କରିବାରୁ ନ୍ୟାୟ ଦାବିରେ ପ୍ରେମିକ ଆଶିଷଙ୍କ ଘର ଆଗରେ ଧାରଣାରେ ବସିଥିଲେ ପୀଡିତା ଯୁବତୀ l ଜରୁରୀକାଳୀନ ସେବା ୧୧୨କଲରୁ ଖବର ପାଇ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା ଘଟଣା ସ୍ଥଳରେ ପହଂଚି ଯୁବତୀ ଜଣଙ୍କୁ ବୁଝାସୁଝା କରି ଥାନାରେ ତଦନ୍ତ ପରେ ଏତଲା ଦାୟର ପାଇଁ କହିଥିଲେ l ଗତ ୨୫/୪/୨୬ରିଖରେ ଯୁବତୀ ଜଣକ ପ୍ରେମିକ ଆଶିଷଙ୍କ ନାମରେ ଏତଲା ଦାୟର କରିଥିଲେ l ଏତଲାକୁ ଆଧାର କରି କେସ ନମ୍ବର ୧୫୨/୨୬ ପ୍ରକାରେ ଭାରତୀୟ ନ୍ୟାୟ ସଂହିତାର ଦଫା-୬୯, ୮୯, ୮୨(୧) ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ ହୋଇଥିବା ଥାନାଧିକାରୀ ଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି l
ଏତଲା ଦେବାର ଦୀର୍ଘ ଚାରିମାସ ବିତିଯାଇଥିଲେ ମଧ୍ୟ କୌଣସି ନ୍ୟାୟ ନ ପାରିବାରୁ ଗତ ଦୁଇଦିନ ପୂର୍ବେ ପୁନଃ ଯୁବତୀ ଜଣକ ପ୍ରେମିକର ଘର ଆଗରେ ଧାରଣାରେ ବସିଥିଲେ l ଖବର ପାଇ ସ୍ଥାନୀୟ ପୋଲିସ ପହଂଚି ଯୁବତୀଙ୍କୁ ବୁଝାସୁଝା କରି ଭଞ୍ଜନଗର ସ୍ଥିତ ୱାନ ଷ୍ଟପ ସେଣ୍ଟର ହୋମକୁ ନିଆଯାଇଥିଲା l ଅଭିଯୁକ୍ତ ପ୍ରେମିକ ଆଶିଷ ଘରେ ନ ଥିବାରୁ ତାର ବାପା ହାଡୁବନ୍ଧୁଙ୍କୁ ପୋଲିସ ଉଠାଇ ଆଣିଛି l ଅଭିଯୁକ୍ତ ଆଶିଷକୁ ଧରିବା ପାଇଁ ବିଭିର୍ଣ୍ଣ ସ୍ଥାନରେ ଚଢ଼ାଉ ଜାରି ରଖିବା ସହ ଶୀଘ୍ର ଅଭିଯୁକ୍ତକୁ କାବୁ କରି ପୀଡିତା ଯୁବତୀଙ୍କୁ ନ୍ୟାୟ ଦିଆଯିବା ନେଇ ତଦନ୍ତକାରି ଅତିରିକ୍ତ ଥାନାଧିକାରୀ ଅନିଲ କୁମାର ଦେବତା ସୂଚନା ଦେଇଛନ୍ତି l
ପୀଡିତା ଯୁବତୀ ଜଣକ ଛତିଶଗଡ଼ ରାଜ୍ୟ, ରାଜନନ୍ଦଗାଓଁ ଜିଲ୍ଲାର ଥେଲକା ଥାନା ଅଧୀନ ବାସୁଲା ଗ୍ରାମର ମନୁଲାଲ ସାହୁଙ୍କ ୨୩ବର୍ଷୀୟା ଝିଅ ରାମକାଲି ସାହୁ ବୋଲି ଜଣାପଡିଛି l ରାମକାଲି ହାଇଦ୍ରାବାଦର ନାନଖାମଗୁଡାରେ ଲେଡିସ ସିକ୍ଯୁରିଟ ଗାର୍ଡ଼ ଓ ପ୍ରେମିକ ଆଶିଷ ସିକ୍ଯୁରିଟି ସୁପ୍ରଭାଇଜର ଭାବେ କାମ କରୁଥିଲେ l ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା l ଉଭୟଙ୍କ ସହମତିରେ ଗୋଟିଏ ଘରେ ୪ବର୍ଷ ସ୍ୱାମୀ ଓ ସ୍ତ୍ରୀ ସମ୍ପର୍କ ରହିଥିବା ଯୁବତୀ ଅଭିଯୋଗ କରିଛନ୍ତି l ସେ ମିଥ୍ୟା ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଛନ୍ତି l ମିଛ କହି ଯୁବତୀଙ୍କ ଠାରୁ ଦୁରେଇ ପ୍ରେମିକ ଆଶିଷ ନିଜ ଗ୍ରାମକୁ ଆସି ଅନ୍ୟତ୍ର ବିବାହ କରିଥିବା ଜାଣିବାକୁ ପାଇଥିବା ଏତଲାରେ ଉଲେଖ କାରି ନ୍ୟାୟ ଭିକ୍ଷା କରିଛନ୍ତି ସୂଚନା ମିଳିଛି l ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

News Comment

You Might Also Like

BACK TO TOP