Breaking News

ପଦ୍ମ ଦଳର ଅଣଦେଖାରେ ଅତିଷ୍ଟ ଦୁଇ ପୂର୍ବତନ ବିଜେଡି ମନ୍ତ୍ରୀ, ପ୍ରଦୀପ ଓ ସମୀର |    (27-Aug-2026)       ||      ରାକ୍ଷୀ ପୂର୍ଣ୍ଣିମା ହେଉଛି, ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ଓ ସୁରକ୍ଷା ପ୍ରଦାନର ପ୍ରତୀକ | |   (27-Aug-2026)       ||      ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||      ବିଧାୟକ ଙ୍କ ଦ୍ୱାରା ପାଣ୍ଡିଆ ପଞ୍ଚାୟତ ହିତାଧିକାରୀ ଙ୍କୁ ରାସନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ ||   (26-Aug-2026)       ||      ମରଣ ଯନ୍ତା ପାଲିଟିଛି ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତା!|    (26-Aug-2026)       ||      ଖଡ଼ଗ ନଦୀରେ ଡ଼ଙ୍ଗା ବୁଡି ଭାସିଗଲେ ଶଶୁର ବୋହୁ,    (26-Aug-2026)       ||      ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||     

ପଦ୍ମ ଦଳର ଅଣଦେଖାରେ ଅତିଷ୍ଟ ଦୁଇ ପୂର୍ବତନ ବିଜେଡି ମନ୍ତ୍ରୀ, ପ୍ରଦୀପ ଓ ସମୀର |

27-Aug-2026

ଶଙ୍ଖ ଛାଡ଼ିଥିବା ନେତାଙ୍କୁ  ପଦ୍ମ ଦଳର   ଅଣଦେଖା ,

ଓଡିଶା ଜନ ମତ ବ୍ୟୁରୋ,

ଦିନେ ବିଜେଡି ର ଗଞ୍ଜାମ ଜିଲ୍ଳାର ନେତୃତ୍ୱ ନେଉଥିବା ଛାତ୍ର ନେତା ତଥା ସଂଘଟକ, ବିଧାୟକ, ଜିଲ୍ଲା ସଭାପତି ଓ ମନ୍ତ୍ରୀ ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହିଞ୍ଜିଳି ଓ ଗଞ୍ଜାମ ଜିଲ୍ଲା ସମ୍ଭାଳୁ ଥିବା  ପ୍ରଦୀପ ପାଣିଗ୍ରାହୀ ଙ୍କ ପାଣ୍ଡିଆନ ଙ୍କ ସହିତ ମତ ଭେଦ ଘଟି ବିଜେଡିରୁ ଆସି ବିଜେପି ରେ ଯୋଗ ଦେଇ ନିର୍ବାଚନ ବେଳେ ବିଜେଡି ର ଲେଖା ଛିଡେଇ  ଦେଲେ  | ସେହିପରି ପ୍ରଦୀପଙ୍କ ଭଳି ସମଦଶାରେ ନିମାପଡ଼ାର ବରିଷ୍ଠ ନେତା ସମୀର ଦାଶ।  ସେମଧ୍ୟ ସଂଘଟକ, ନେତା, ବିଧାୟକ ଓ ମନ୍ତ୍ରୀ ହୋଇ ନବୀନ ପଟ୍ଟନାୟକ ଙ୍କ ପାଖରେ ଦବ ଦବା ରଖି ଥିଲେ ଏବଂ ବିଜେଡି ଛାଡି ବିଜେପିରେ ମିଶି   ଥିଲେ ଏବଂ ଦଳ ତାଙ୍କୁ ଟିକେଟ ନଦେଇ ପ୍ରଭାତୀ ପରିଡା ଙ୍କୁ ଟିକଟ ଦେଇଥିଲା | ତେବେ ଏହି ଦୁଇ ନେତା ଲାଗୁଛି ଯେମିତି ବିଜେପିରେ ସେ ଏବେ ଅଣନିଶ୍ବାସୀ ଅବସ୍ଥାରେ।  ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସମୀରଙ୍କ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ବିଜେପିର ଶୀର୍ଷ ସ୍ତରୀୟ ନେତା ଏହାକୁ ମ୍ୟାନେଜ କରିବାକୁ ପ୍ୟାଚ୍‌ ପକାଉଥିଲେ ମଧ୍ୟ ଫାଟ ଜଳ ଜଳ ହୋଇ ଦିଶୁଛି।
ବିଜେଡିରେ ଅଖଣ୍ଡ କ୍ଷମତାଶାଳୀ ହୋଇ ପଦପଦବୀ ହାତେଇଥିଲେ। ତତ୍କଳୀନ ନବୀନ ସରକାର ଓ ବିଜେଡି ସଂଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିଲେ। ହେଲେ ୨୦୨୪ ନିର୍ବାଚନ ପୂର୍ବରୁ ଓ ପରେ ଅନେକ ନେତା କ୍ଷମତାକେନ୍ଦ୍ର ପାଣ୍ଡିଆନଙ୍କ ଉପରେ ବର୍ଷି ବିଜେଡି ଛାଡ଼ି ବିଜେପିକୁ ଭରସା କରିଥିଲେ। ସେମାନଙ୍କୁ କିଛି ନେତା ନିଜକୁ ପଦ୍ମ ପୋଖରୀରେ ଖାପ ଖୁଆଇ ପାରୁନାହାଁନ୍ତି।

ପ୍ରଦୀପ ପାଣିଗ୍ରାହୀ ଆଉ ସମୀର ଦାଶ। ଏକଦା ବିଜୁ ଜନତା ଦଳର ଥିଲେ ହେଭିୱେଟ୍‌। ନବୀନଙ୍କ ବ୍ଲୁୟାର୍ଡ ବୟ ସାଜି ଦଳର କ୍ରାଇସିସ୍ ମ୍ୟାନେଜ କରୁଥିଲେ। ହେଲେ ୨୦୧୯ ପରେ ଦଳରେ ଏମାନଙ୍କ ଅସ୍ତିତ୍ବ ଉପରେ କଳାବାଦଲ ଘୋଟି ଆସିଥିଲା। ଦଳ ବିରୋଧୀ ଏବଂ ଜନବିରୋଧୀର ଆଖ୍ୟା ଦେଇ ପ୍ରଦୀପଙ୍କୁ ବିଜେଡିରୁ ତଡ଼ିଦେଇଥିଲେ ନବୀନ। ସରକାରୀ ଆକ୍ରୋଶର ଶିକାର ହୋଇ ଜେଲ୍‌ ବି ଯାଇଥିଲେ। ପରବର୍ତ୍ତୀ ପର୍ୟ୍ୟାୟରେ ନିଜର ରାଜନୈତିକ କ୍ୟାରିୟର ବଞ୍ଚାଇବା ପାଇଁ ବିଜେପିରେ ସାମିଲ୍ ହୋଇଥିଲେ। ୨୦୨୪ ନିର୍ବାଚନରେ ବିଜେପିରୁ ଲଢ଼ି ବ୍ରହ୍ମପୁର ସାଂସଦ ବନିଗଲେ। ହେଲେ ଗତ କିଛି ଦିନର ଘଟଣା ଓ ପ୍ରଦୀପଙ୍କ ଭିନ୍ନ ଭିନ୍ନ ସୋସିଆଲ ମିଡ଼ିଆ ପୋଷ୍ଟ ଦେଖିଲେ ଲାଗୁଛି ମନରେ କିଛି କ୍ଷୋଭ ରହୁଛି। ଦକ୍ଷିଣ ଓଡ଼ିଶାକୁ ଅବହେଳା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପଙ୍କ ଚିଠି ଏହାରା ଜ୍ବଳନ୍ତ ଉଦାହରଣ।

ପ୍ରଦୀପଙ୍କ ଭଳି ସମଦଶାରେ ନିମାପଡ଼ାର ବରିଷ୍ଠ ନେତା ସମୀର ଦାଶ। ଲାଗୁଛି ଯେମିତି ବିଜେପିରେ ସେ ଏବେ ଅଣନିଶ୍ବାସୀ ଅବସ୍ଥାରେ। ଆଗକୁ ପଞ୍ଚାୟତ ନିର୍ବାଚନରେ ନିମାପଡ଼ା ରାଜନୀତିରେ ଦେଖିବାକୁ ମିଳିପାରେ ପ୍ରଭାତୀ-ସମୀରଙ୍କ ମଧ୍ୟରେ ରୋଚକ ଲଢ଼େଇ। ତେବେ ଏମାନେ କଣ ପଦ୍ମ ଦଳ ଛାଡି ପୁଣି ବିଜେଡି କୁ ଘରବାହୁଡା଼ ହେବେକି | ଆସନ୍ତା ନିର୍ବାଚନ ରେ ସମୟ କହିବ  କିଏକଣ କରୁଛି |

୨୦୨୪ ନିର୍ବାଚନ ପୂର୍ବରୁ ଏବଂ ପରେ ଅନେକ ନେତା ଶଙ୍ଖ ଛାଡ଼ି ପଦ୍ମ ପୋଖରୀକୁ ଡେଇଁଥିଲେ। ଏମାନଙ୍କ ଭିତରୁ ଅନେକ ବିଧାୟକ ଓ ସାଂସନ ବନିଯାଇଛନ୍ତି। ଆଉ କିଛି ନିଗମ ଲଡ଼ୁ ଅପେକ୍ଷାରେ ଦିନ ଗଣୁଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ କେମିତି ଏହାକୁ ବିଜେପି ମ୍ୟାନେଜ କରୁଛି ତାକୁ ଅପେକ୍ଷା

News Comment

You Might Also Like

BACK TO TOP