Breaking News

ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||     

ରାଜ୍ୟର ଆଦର୍ଶ ଏକ ନମ୍ବର କରିବାକୁ ଛତ୍ରପୁର ମୁନିସିପାଲିଟି କୁ ପ୍ରୟାସ ଜାରି ରହିଛି ||

01-Sep-2026

ଛତ୍ରପୁର ମ୍ୟୁନିସପାଲିଟୀକୁ ରାଜ୍ୟର ଆଦର୍ଶ ଏକ ନମ୍ବର କରିବାକୁ ପ୍ରୟାସ ଜାରୀ ରହିଛି ।

 ଓଡିଶା ଜନ ମତ, ଛତ୍ରପୁର, ତା.୧ / ୯,

କେ.ସତ୍ୟନାରାୟଣ ରେଡ୍ଡୀ :-----

ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ମ୍ୟୁନିସପାଲିଟୀକୁ ଏକ ନମ୍ବର କରିବା ପ୍ରୟାସ ଜାରୀ ରହିଛି ବୋଲି କର୍ତ୍ତୃପକ୍ଷ ଓ ଅତିଥୀବୃନ୍ଦ ପ୍ରତିଶୃତି ଦେଇଛନ୍ତି । 
   ଛତ୍ରପୁର ପୌର ପରିଷଦ ପକ୍ଷରୁ ଆୟୋଜିତ ଅଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି ।
 ବହୁପୁରାତନ ମାଡ୍ରାସ୍ ପ୍ରେସିଡେନ୍ସିର ସମୟର ଗଞ୍ଜାମ ଜିଲ୍ଲା ହେଡକ୍ୱାର୍ଟର ଛତ୍ରପୁର ସହର ଆଜି ମ୍ୟୁନିସପାଲିଟୀ ଭାବେ ମାନ୍ୟତାପ୍ରାପ୍ତ ହୋଇଥିବା ବେଳେ ଏହି ଅଞ୍ଚଳ ର ସୀମା ପରିସର କୁ ଆହୁରି ଉନ୍ନତି ବିଧାନରେ ସମୃଦ୍ଧିଶାଳୀ କରାଯିବ ବୋଲି କହି ଭବିଷ୍ୟତରେ ଛତ୍ରପୁର ମ୍ୟୁନିସପାଲିଟୀକୁ ଏକ ନମ୍ବର କରିବା ଯୋଜନା ପାଇଁ ସରକାର ସଙ୍କଳ୍ପବଦ୍ଧ ଅଛନ୍ତି ବୋଲି ମୁଖ୍ୟଅତିଥୀ ଭାବେ ଯୋଗଦେଇ ଥିବା ବ୍ରହ୍ମପୁର ସାଂସଦ ଡ଼ଃ.ପ୍ରଦୀପ ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ଏହି ସହରର ଉନ୍ନତି ଦିଗରେ ରାଜ୍ୟ ସରକାରଙ୍କର ଭୂୟସୀ ପ୍ରଶଂସନୀୟ କାର୍ଯ୍ୟାଦେଶ ଦେଇ ଅଧିକା ଆର୍ଥିକ ପ୍ରୋତ୍ସାହନ ଯୋଗାଇଥିବା ବିଷୟରେ କହିଛନ୍ତି । ଛତ୍ରପୁର ତହସିଲଦାର ମ୍ୟାଡମ୍ ଦିବ୍ୟା ମହାନ୍ତି ମଧ୍ୟ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଛତ୍ରପୁର ମ୍ୟୁନିସପାଲିଟୀକୁ ଆଗମୀ ଦିନରେ ଏକ ନମ୍ବର କରିବା ପ୍ରୟାସ କୁ କର୍ତ୍ତୃପକ୍ଷ ଙ୍କୁ ସାଧୁବାଦ ଜଣାଇଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟମ ବାଟାଲିୟନ ର ଦୂର୍ଗପତି ଶାରଦା ପ୍ରସାଦ ଦାସ,ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଭାରପ୍ରାପ୍ତ ପୌର-ଅଧ୍ୟକ୍ଷ ଜି.ପାପା ରାଓ ମଞ୍ଚାସୀନ ହୋଇ ଛତ୍ରପୁର ପୌର ପରିଷଦ ର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ ।
ପୌର କାର୍ଯ୍ୟ-ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଯୋଗଦାନ କରି ଏହାକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଙ୍କୁ ମଞ୍ଚରେ ସମ୍ମାନୀତ କରାଯାଇଥିବା ସାଂଗକୁ ଛାତ୍ରଛାତ୍ରୀ,କଳା ସାହିତ୍ୟ, ସମାଜସେବୀ,କାଉନସିଲର ବୃନ୍ଦଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ଖୁବ୍ ନିଆରା ଭାବେ ଉତ୍ସାହପୂର୍ଣ୍ଣ ହୋଇଥିଲା ।

News Comment

You Might Also Like

BACK TO TOP