Breaking News

ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||     

ବିଶ୍ଵକର୍ମା ମୁଠା ସମାଜର ଯୁବସଙ୍ଘର ନିର୍ବାଚନ ଏବଂ ନୂତନ କମିଟି ଗଠନ |

01-Sep-2026

ବିଶ୍ବକର୍ମା ସମାଜ ଯୁବ ସଙ୍ଘର ନିର୍ବାଚନ ଏବଂ ନୂତନ କମିଟି ଗଠନ।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା,
 ତା ୦୧/୦୯/୨୦୨୬ :----

 ଆଠଗଡ଼ ତାଲୁକା, ପୋଲସରା ମୁଠା ବିଶ୍ବକର୍ମା ସମାଜ ଯୁବ ସଙ୍ଘର ନିର୍ବାଚନ ଏବଂ ନୂତନ କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପୋଲସରା ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱକର୍ମାଙ୍କ   ମନ୍ଦିରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଆଠଗଡ଼ ତାଲୁକା ପୋଲସରା ମୁଠା ସଭାପତି ମଦନ ମୋହନ ମହାରାଣା ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ବିକ୍ରମ ମହାରାଣା ସମ୍ପାଦନା କରିଥିଲେ। ଏଥିରେ ଆଠଗଡ଼ ତାଲୁକା ଭିତିରିମୁଠାର ପୋଲସରା ମୁଠା ସମେତ ଖଲାଡ଼ି ମୁଠା, ଘାଟିପାରି ମୁଠା,ବରିଡ଼ା ଖଣ୍ଡ ମୁଠା  ଏବଂ ଦକ୍ଷିଣ ଓଡ଼ିଶା ବିଶ୍ବକର୍ମା ସମାଜ (ବଢ଼େଇକୁଳ) ସହବନ୍ଧିତ ୩୪ ତାଲୁକାର ରାଜଶ୍ରୀ ଦଣ୍ଡପାଟ,ରାଜଶ୍ରୀ  ସଭାପତି ଓ  କର୍ମକର୍ତ୍ତାଗଣ ଯୋଗଦେଇଥିଲେ। ଏହି  ଅବସରରେ ଯୁବ ସଙ୍ଘର  ସଦସ୍ୟବୃନ୍ଦଙ୍କ ସର୍ବ ସହମତି କ୍ରମେ ସୀମାଞ୍ଚଳ ମହାରାଣା (ଗୋଠଳି) ଙ୍କୁ ସଭାପତି, ପ୍ରଦୀପ ମହାରାଣା (ପୋଲସରା ମୁଠା) ଙ୍କୁ ସମ୍ପାଦକ, ଟୁନା  ମହାରାଣା ଓ ମଙ୍ଗୁଳୁ ମହାରାଣା (ପୋଲସରା ମୁଠା) ଉଭୟଙ୍କୁ ଉପସଭାପତି, ଗୋବର୍ଦ୍ଧନ ମହାରାଣା (ପୋଲସରା ମୁଠା) ଙ୍କୁ ଯୁଗ୍ମ ସମ୍ପାଦକ, ଅରୁଣ ମହାରାଣା (ରାଣୀପଡ଼ା ମୁଠା) ଙ୍କୁ କୋଷାଧ୍ୟକ୍ଷ ଏବଂ ଉପଦେଷ୍ଟା ମଣ୍ଡଳୀରେ ରତ୍ନାକର ମହାରାଣା, ଯୋଗେନ୍ଦ୍ର ମହାରାଣା, ଲକ୍ଷ୍ମୀଧର ମହାରଣା ପ୍ରମୁଖଙ୍କୁ  ଚୟନ  କରାଯିବାସହ ସନ୍ନ୍ୟାସୀ ମହାରାଣା, ମିଥୁନ ମହାରାଣା, ବୁଦ୍ଧିରାମ ମହାରାଣା, ବସନ୍ତ ମହାରାଣା ଓ ଶଙ୍କର ମହାରାଣା ଏହି  ୭ ଜଣଙ୍କୁ ସଦସ୍ୟଭାବେ ଭାବେ ଚୟନ କରାଯାଇଥିଲା। ଏହି  ୧୧ ଜଣିଆ ସଦସ୍ୟ ବିଶିଷ୍ଟ ନୂତନ ପରିଚାଳନା କମିଟି ଆଗାମୀ ପାଞ୍ଚ ବର୍ଷ ସକାଶେ ସଂଘର ଉନ୍ନତି ଏବଂ ବିକାଶ ପାଇଁ କାର୍ଯ୍ୟକରିବେ।
ପରେ ନୂତନ ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କୁ ସଂଘ  ତରଫରୁ କରତାଳି ମଧ୍ୟରେ ସ୍ଵାଗତ କରାଯିବା ସହିତ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସମ୍ବର୍ଦ୍ଧିତ ନୂତନ କର୍ମକର୍ତ୍ତା ଏବଂ  ସଦସ୍ୟମାନେ କୁଳ ଇଷ୍ଠ ଦେବଶିଳ୍ପୀ ବିଶ୍ବକର୍ମାଙ୍କୁ  ସାକ୍ଷୀ ରଖି ସଂଘର ସର୍ବାଙ୍ଗିନ ଉନ୍ନତି ଏବଂ  କଲ୍ୟାଣ ନିମନ୍ତେ ଶପଥ ଗ୍ରହଣ କରିଥିଲେ। ଶେଷରେ ସୀମା ମହାରାଣା ସଂଘ  ତରଫରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଥିଲେ।

News Comment

You Might Also Like

BACK TO TOP