Breaking News

ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||     

ରାୟଗଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟ ର ଏବି ଭିପି ଶାଖା ପକ୍ଷରୁ ନିର୍ବାଚନ ସହ ବିଭିନ୍ନ ଦାବିପତ୍ର ପ୍ରଦାନ ||

01-Sep-2026

ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ଏବିଭିପି ଶାଖା ପକ୍ଷରୁ ନିର୍ବାଚନ ସହ ବିଭିନ୍ନ ଦାବି ନେଇ ଦାବି ପତ୍ର ପ୍ରଦାନ

ଓଡିଶା ଜନମତ ରାୟଗଡ଼ା, ୦୧/୦୯,

 କାମେଶ୍ୱର କରକରିଆ
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ , ଶାଖା ତରଫରୁ  ସମ୍ପାଦକ ସୁମିତ ରତନାଲୁ , ଜିଲ୍ଲା ସଂଯୋଜକ ଚିଦାନନ୍ଦ ରାଉତ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦଳାଇ ଚରଣମାହି , ଦୀପାଳି ପ୍ରଧାନ ଓ ସିଧୁ ମାଝୀ ,  ମିକି ଭଉଣୀ ,  ଗାୟତ୍ରୀ ଭଉଣୀ ,  ଅଜୟ ବେହେରା ,  ବାଲିମିକି ଭଉଣୀ ଓ ଲାବଣ୍ୟ ଭଉଣୀ ଙ୍କ ନେତୃତ୍ୱରେ ଚଳିତ ବର୍ଷ ପରିସରରେ ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାର ଯଥା ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିବା ପାଇଁ କଲେଜ ଅଧ୍ୟକ୍ଷଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି।ବିଗତ ବର୍ଷ ମାନଙ୍କରେ ପୂର୍ବ ସରକାର କଲେଜ କେମ୍ପସରେ ଯୋଉଭଳି ଭାବେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଛାତ୍ରଛାତ୍ରୀ ମାନଙ୍କ ଭିତରେ ଥିବା ନେତୃତ୍ୱର ହତ୍ୟା କରିଥିଲେ ତାକୁ ବର୍ତ୍ତମାନର ଛାତ୍ର ସମାଜ ଦୃଢ଼ ଭାବେ ବିରୋଧ କରୁଛି। ଏତବ୍ୟତୀତ ବର୍ଷ ବର୍ଷ ଧରି ଚାଲି ଆସିଥିବା ନାଗାବଳୀ ଛାତ୍ରାବାସର ତୁରନ୍ତ ମରାମତି କରାଯାଉ। ସ୍ୱୟଂଶାସିତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଛାତ୍ରାବାସ ଓ ଛାତ୍ରୀନିବାସର ବ୍ୟବସ୍ଥା କରାଯାଉ। ଜାତୀୟ ଶିକ୍ଷାନୀତି (NEP) ସମ୍ବନ୍ଧୀୟ ପୁସ୍ତକଗୁଡ଼ିକୁ ଲାଇବ୍ରେରୀରେ ଉପଲବ୍ଧ କରାଯାଉ। ଛାତ୍ରାବାସର ବାଥରୁମ୍‌ ଗୁଡ଼ିକୁ ସ୍ୱଚ୍ଛ ଓ ପରିଷ୍କାର ରଖାଯାଉ। ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ଅଣଛାତ୍ର ପ୍ରବେଶ ନକରିବା ଏବଂ କିପରି ମହାବିଦ୍ୟାଳୟ କ୍ୟାମ୍ପସ ନିଶାମୁକ୍ତ ହେବ ସେ ଦିଗରେ ଉଚିତ୍ ପଦକ୍ଷେପ ନିଆଯାଉ ବୋଲି ଦାବି କରା ଯାଇଛି।ସେହିପରି ଭାବେ କ୍ୟାଣ୍ଟିନ ଏବଂ ଛାତ୍ରୀଙ୍କ ସୁରକ୍ଷା ବିଷୟକୁ ନେଇ ମଧ୍ୟ ଅଧ୍ୟକ୍ଷଙ୍କ ସହ ଆଲୋଚନା କରାଯାଇଛି।

News Comment

You Might Also Like

BACK TO TOP