Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଜାମୁନି ହାଇସ୍କୁଲ ରେ ଜୋନାଲ ସ୍ତରୀୟ କ୍ରୀଡା ଓ ଖେଳ କୁଦ ପ୍ରତିଯୋଗିତା

03-Sep-2026

ଜାମୁନି ରେ ଜୋନାଲ ସ୍ତରୀୟ କ୍ରିଡ଼ା ଓ ଖେଳକୁଦ ପ୍ରତିଯୋଗିତା 

ଓଡିଶା ଜନ ମତ, ହିଞ୍ଜିଳି କାଟୁ, 

କୃଷ୍ଣ ଚନ୍ଦ୍ର ସାମନ୍ତରା :---

ସରକାରୀ ଅଶୋକ ଉଚ୍ଚ ବିଦ୍ୟାଳୟ 1966  ମସିହାରେ  ପ୍ରଥମ ପ୍ରଧାନ ଶିକ୍ଷକ , ସ୍ବର୍ଗତ ବୃନ୍ଦାବନ ସାମଲ ତାଙ୍କ ର ଅବଦାନ  ଚିରସ୍ମରଣୀୟ ଓ ବର୍ତ୍ତମାନ  ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଶିଶିର କୁମାର ଷଡଙ୍ଗୀ  କାର୍ଯ୍ୟ କଳାପ ଅଭୁଲା ସ୍ମୃତି    ଚିରସ୍ମରଣୀୟ। ପୁରୁଷୋତ୍ତମପୁର ବ୍ଲକର ତୃତୀୟ ZONAL LEVEL COMPETITION ର ଆୟୋଜନ ହୋଇଥିଲା ଏଥିରେ ପୁରୁଷୋତ୍ତମପୁର ଅଂଚଳ ର 8 ଟି ପାଣ୍ଡିଆ ,ଗାଙ୍ଗଦହଣୀ , ସି ହେଚ ନୂଆଁ ଗାଁ, ଏ୍ସପେରିମେଣ୍ଟ୍ କୋଳିଦାସପୁର,ରଣଝାଲି ,ଟଙ୍କାଛାଇ,ଜାମୁନି ବିଦ୍ୟାଳୟ ରୁ ପ୍ରାୟ 650 ଛାତ୍ର/ଛାତ୍ରୀ ଅଂଶଗ୍ରହଣ କରିଥିଲେ. ଉକ୍ତ କାର୍ଯ୍ୟକ୍ରମ ରେ ଜାମୁନି ଗ୍ରାମ ପଂଚାୟତର ସରପଞ୍ଚ ଇନ୍ଦ୍ରଜିତ ନାୟକ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ଉତ୍ସବ  କୁ ଶୁଭଆରମ୍ବ କରିଥିଲେ. ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ/ ଶିକ୍ଷୟତ୍ରୀ  ସମସ୍ତ ଆୟୋଜନ  ସୁଚାରୁରୂପେ କାର୍ଯ୍ୟ ନିର୍ବାହ କରିଥିଲେ.  ସ୍କୁଲ ର ପ୍ରଧାନ ଶିକ୍ଷକ ଶିଶିର କୁମାର ଷଡ଼ଙ୍ଗୀ. ବ୍ଲକ କ୍ରୀଡା ସମ୍ପାଦକ ଜଗନ୍ନାଥ ଜେନା ଏବଂ ଅନ୍ୟମାନେ ସ୍ମିତା ପାତ୍ର ଖେଳ ଶିକ୍ଷକ,  ଏନସିସି ଶିକ୍ଷକ ରାମକୃଷ୍ଣ ଚୈଉଧିରୀ,ସମ୍ବିତ କୁମାର ବଳିୟାରସିଂହ, ଭାସ୍କର ଚନ୍ଦ୍ର ପାତ୍ର, କୁମୁଦ ଦାସ ଓ ନିତ୍ୟାନନ୍ଦ ବେହେରା ଆଦି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଆନନ୍ଦ ଓ ଉଲ୍ଲାସ ରେ କାର୍ଯ୍ୟ ସମ୍ପଦନ କରିଥିଲେ.. ଏବଂ ସର୍ବଶେଷରେ ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସାନ କଲେ । ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

News Comment

You Might Also Like

BACK TO TOP